ସେଆର କରନ୍ତୁ

ନୟାଗଡ ଜିଲ୍ଲା

ନୟାଗଡ ଜିଲ୍ଲା ବିଷୟରେ ସୂଚନା

ଉପକ୍ରମ

ନୟାଗଡ଼ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନୟାଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସବୁ ଅଛି । ନୟଗଡ କୁ ବାଘୁଆ ନୟାଗଡ଼ ବୋଲି କୁହନ୍ତି |

ଏହା ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ଛେନାପୋଡ଼ ପାଇଁ ପ୍ରସିଦ୍ଧ ଅଟେ । ଏହା ୮ଟି ବ୍ଲକକୁ ନେଇ ଗଠିତ । ସେଗୁଡିକ ହେଲେ :

୧- ଭାପୁର

୨- ଦଶପଲ୍ଲା

୩- ଗଣିଆ

୪- ଖଣ୍ଡପଡା

୫- ନୟାଗଡ଼

୬- ନୂଆଗାଁ

୭- ଓଡଗାଁ

୮- ରଣପୁର

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ନୟାଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୯,୬୨,୨୧୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୮,୮୨,୪୮୯ ଓ ସହରାଞ୍ଚଳରେ ୭୯,୭୨୬ ଲୋକ ବାସ କରନ୍ତି  ।
ପୁରୁଷ: ୪,୬୦,୬୨୬
ମହିଳା: ୪,୨୧,୮୬୩
ଛ ବର୍ଷରୁ କମ: ୧,୦୧,୩୩୭
ସାକ୍ଷର: ୬,୮୧,୫୨୨ (୭୯.୧୭%)
ପୁରୁଷ: ୬,୧୭,୬୦୧ (୮୬.୬୩%)
ମହିଳା: ୬୩,୯୨୧ (୭୧.୦୮%)

ଜନସଂଖ୍ୟା୨୦୧୧ ଜନଗଣନା ଅନୁସାରେ, ନୟାଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୯,୬୨,୨୧୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୮,୮୨,୪୮୯ ଓ ସହରାଞ୍ଚଳରେ ୭୯,୭୨୬ ଲୋକ ବାସ କରନ୍ତି [୨] ।
ପୁରୁଷ: ୪,୬୦,୬୨୬ମହିଳା: ୪,୨୧,୮୬୩ଛ ବର୍ଷରୁ କମ: ୧,୦୧,୩୩୭ସାକ୍ଷର: ୬,୮୧,୫୨୨ (୭୯.୧୭%)ପୁରୁଷ: ୬,୧୭,୬୦୧ (୮୬.୬୩%)ମହିଳା: ୬୩,୯୨୧ (୭୧.୦୮%)

 

 

ଆଧାର : ପୋଟାଲ  ଟିମ

3.12
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top