ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ
ସେଆର କରନ୍ତୁ

ସଫଳ କାହାଣୀ

ସମାଜ ରେ ବିଭିନ୍ନ ବ୍ୟକ୍ତି ର ସଫଳ କାହାଣୀ

ପୁଅଙ୍କ ଦୁନିଆରେ ରାଜ୍ କରୁଛନ୍ତି ଈଶା
ପୁରୁଷ ମାନଙ୍କ ପରି ନାରୀ ମାନଙ୍କର ସମାଜରେ ସମାନ ଅଧିକାର ରହିଛି । ନାରୀ ମାନେ ପୁରୁଷ ମାନଙ୍କ ସହିତ ପାଦ ମିଳାଇ ଚାଲୁଛନ୍ତି । ଏହାର ଉଦାହରଣ ହେଲା ଇଶା ।
ମରୁରାଜ୍ୟରେ ଶ୍ଵେତବନ୍ୟା ବୁହାଇଲେ ୩ ଭୂମିକନ୍ୟା
ଗାଁର ୩ ମହିଳା ଅଢେଇ ବର୍ଷରେ ଛିଡା କରାଇଛନ୍ତି ଦେଢ କୋଟିର କମ୍ପାନୀ ଓ ୮୦୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର ।
ସମାଜ ସେବାର ମନୋଭାବ
ମା’ଙ୍କଠାରୁ ପାଇଛି ସମାଜ ସେବାର ପ୍ରେରଣା ଇନ୍ଦିରା ଆରୋରା ଏବଂ ମହିଳା,ଶିଶୁଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସୌଭାଗିନୀ ନାୟକ ।
ଷଣ୍ଢକୁଦ ମଉଡମଣି ‘ଗେଡିନାନୀ’
ଷଣ୍ଢକୁଦ ମଉଡମଣି ବାସକରୁଥିବା ୭୨ ବର୍ଷୀୟା ଗେଡିନାନୀଙ୍କ ସଂଘର୍ଷ କାହାଣୀ ।
ହାରିବାର ନାହିଁ
ପୁରୁଷ ପ୍ରଧାନ ସମାଜରେ ଜଣେ ମହିଳା ପରିବାରର ଭାର ନିଜ ମୁଣ୍ଡକୁ ନେଇ ଏକାକୀ ମୁଣ୍ଡାଇଛନ୍ତି ପରିବାରର ବୋଝ ଆଉ ପ୍ରମାଣ କରି ଦେଖାଇଛନ୍ତି ନାରୀ ଦୁର୍ବଳା ନୁହେଁ ।
ଗରିବ ଚାଷୀଙ୍କ ଝିଅ ଟପ୍ପର
ହରିପ୍ରିୟା ନାଏକଙ୍କ ନିଷ୍ଠା ଓ ଅଧ୍ୟବସାୟ ଆଗରେ ଦାରିଦ୍ର୍ୟ ନତମସ୍ତକ ହୋଇଛି ।
ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ
ସଲୋନୀଙ୍କ ସଂଘର୍ଷର କାହାଣୀ, ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ ।
ଲେଖା ମାଧ୍ୟମରେ ଜନ ଜାଗରଣ
ଲେଖା ମାଧ୍ୟମରେ ଜନ ଜାଗରଣ କାମରେ ଲାଗିଛନ୍ତି ୧୭ ବର୍ଷର କବି ଡକ୍ଟର ଆଦିତ୍ୟ ଜୈନ୍, ଛଅଟି ବହିର ଲେଖକ ।
କ୍ୟାନସର ପୀଡିତଙ୍କ ପାଇଁ ଭିକ୍ଷା
କ୍ୟାନସର ପୀଡିତଙ୍କ ପାଇଁ ଭିକ୍ଷା ମୁମ୍ବାଇ ଲୋକାଲ୍ ଟ୍ରେନରେ ଗିଟାର ବଜାଇ ମାଗନ୍ତି ସୌରଭ
ନିଜେ ଏଚଆଇଭି ପୀଡିତ, କିନ୍ତୁ ଏଡସ୍ ରୋଗୀଙ୍କୁ ବଂଚିବାର କଳା ଶିଖାଉଛନ୍ତି
ବର୍ଷା ନିଜେ ଏଚଆଇଭି ଯୋଗୁଁ ଅବସାଦଗ୍ରସ୍ତ ଥିଲେ, ବର୍ତ୍ତମାନ ସେ ଅନ୍ୟ ଏଚଆଇଭି ପୀଡିତ ମହିଳାଙ୍କୁ ସେହି ଆବସାଦରୁ ମୁକ୍ତି ଦେବାକୁ ପ୍ରୟାସ କରୁଛନ୍ତି ।
ନେବିଗତିଓଂ
Back to top