ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା
ସେଆର କରନ୍ତୁ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା

ଏହି ଯୋଜନା ୨୫ ଡିସେମ୍ବର ୨୦୦୦ ମସିହାରୁ କାର୍ଯ୍ୟକାରୀ ହେଉଛି । ବିଶେଷ କରି ଗ୍ରାମଞ୍ଚାଳରେ ଥିବା ଅଣସଂଯୋଗୀକୃତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

ଯୋଜନା ଉଦ୍ଦେଶ୍ୟ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାଏହି ଯୋଜନା ୨୫ ଡିସେମ୍ବର ୨୦୦୦ ମସିହାରୁ କାର୍ଯ୍ୟକାରୀ ହେଉଛି ।

ବିଶେଷ କରି ଗ୍ରାମଞ୍ଚାଳରେ ଥିବା ଅଣସଂଯୋଗୀକୃତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

କାର୍ଯ୍ୟର ରୂପରେଖା

  • ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଭିତ୍ତିରେ ନୂତନ ରାସ୍ତା ନିର୍ମାଣ ତଥା ପୁରୁଣା ରାସ୍ତାର ଉନ୍ନତ୍ତି କରଣର ଏକ ବାର୍ଷିକ ଆକଳନ ପ୍ରସ୍ତୁତି କରାଯାଇଥାଏ ।
  • ଏହି ଆଧାରରେ ରାଜ୍ୟ ସରକାର କେନ୍ଦ୍ରରୁ ମିଳିଥିବା ଅର୍ଥର ଶତକଡା ୮୦ ଭାଗ ପ୍ରତ୍ୟେକ ଜିଲ୍ଲାରେ ନୂତନ ରାସ୍ତା ପାଇଁ ଓ ୨୦ ପ୍ରତିଶତ ପୁରୁଣା ରାସ୍ତାର ଉନ୍ନତି ପାଇଁ ଯୋଗାଇ ଦେଇଥାନ୍ତି ।
  • ସ୍ଥିରୀକୃତ ପ୍ରକଳ୍ପଗୁଡିକୁ ଜିଲ୍ଲାପରିଷଦର ସହମତିପରେ କାର୍ଯ୍ୟକାରୀ ୟୁନିଟ ବା ପି.ଆଇ. ଡି.ଏ କୁ ପଠାଯାଏ । ଏବଂ ସାଂସଦ ମାନଙ୍କ ପ୍ରସ୍ତାବକୁ ଏଥିରେ ସାମିଲ କରାଯାଏ ।

ଅଭିଯୋଗ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦଖଲ କରାଯାଏ ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

3.03703703704
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top