ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା
ସେଆର କରନ୍ତୁ

ନୀତି ଓ ଯ଼ୋଜନା

ନୀତି ଓ ଯ଼ୋଜନା

ଗୋପବନ୍ଧୁ ଗ୍ରାମୀଣ ଯୋଜନା
୧୧ଟି ଜିଲ୍ଲାର ପ୍ରତ୍ୟେକ ରାଜସ୍ଵ ଗ୍ରାମକୁ ବିଜୁଳୀ,ସଡକ ଓ ପାଣି ଭଳି ପ୍ରାଥମିକ ଭିତ୍ତିଭୂମିର ସୁବିଧା ପାଇଁ ଅତିରିକ୍ତ ଉନ୍ନୟନ ପାଣ୍ଠି ଯୋଗାଇ ଦେବା ଗୋପବନ୍ଧୁ ଗ୍ରାମୀଣ ଯୋଜନାର ମୁଖ୍ୟ ଲକ୍ଷ୍ୟ ।
ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ
ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ ରହିଛି । ତାହା ବର୍ଣ୍ଣନା କରାଯାଇଛି ।
ଗଜପତି ଜିଲ୍ଲାରେ ମୋ ସ୍ଵଚ୍ଛ ଶୌଚାଳୟର ଚମକ
ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା
ବଞ୍ଚିତ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଅତି ସହଜ ଉପାୟରେ ପହଞ୍ଚାଇବା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମୂଳ ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା
ଏହି ଯୋଜନା ଯେ କୌଣସି କାରଣରୁ ମୃତ୍ୟୁଜନିତ ଜୀବନ ବୀମା ସୁରକ୍ଷା ପ୍ରଦାନ କରିଥାଏ ।
ସହରାଞ୍ଚଳ ବିକାଶ ଯୋଜନା
ସହରକୁ ନୂଆ ରୂପ ଦେବା ପାଇଁ ସରକାର ସହରାଞ୍ଚଳ ବିକାଶ ଯୋଜନା ହୋଇଛି ।
ଗ୍ରାମ ବିକାଶ
ଗ୍ରାମବିକାଶ ଏକ ଆନ୍ତର୍ଜାତୀୟସ୍ତରର ସ୍ୱେଚ୍ଛାସେବୀ ସଂଗଠନ । ଗ୍ରାମବିକାଶ ହେଉଛି ଗାଁର ଉନ୍ନତି ।
ଭାରତୀୟ ମହିଳା ବ୍ୟାଙ୍କ
ଭାରତୀୟ ମହିଳା ବ୍ୟାଙ୍କ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।
ଓଡ଼ିଶାର ବୟନ ଶିଳ୍ପ
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ ।
ଲୋକକଳାକୁ ପ୍ରୋତ୍ସାହନ ଯୋଜନା, କଳାକାରଙ୍କୁ ମିଳିବ ସୁବିଧା
ଲୋକକଳା ହେଉଛି ଗ୍ରାମାଂଚଳ ସାମାଜିକ ଜୀବନର ଏକ ଅଂଶ। ଲୋକକଳାକୁ ପ୍ରୋତ୍ସାହନ ଯୋଜନା ।
ନେବିଗତିଓଂ
Back to top