ସେଆର କରନ୍ତୁ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at July 27. 2016

ବ୍ରହ୍ମପୁର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବ୍ରହ୍ମପୁର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୧୦ଟି ଜିଲ୍ଲାର ୧୦୦୦ ଜଣ ତୀର୍ଥଯାତ୍ରୀ ଟ୍ରେନ୍ ଯୋଗେ ରାମେଶ୍ୱରମ୍ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଥିଲେ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
ନେବିଗତିଓଂ
Back to top