ହୋମ / କୃଷି / କୃଷି ଉଦ୍ୟୋଗ
ସେଆର କରନ୍ତୁ

କୃଷି ଉଦ୍ୟୋଗ

କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ ସୁଯୋଗ ଥିବା ଅନେକ କୃଷି ଆଧାରିତ ଉଦ୍ୟୋଗ ସମ୍ପର୍କରେ ଆଲୋଚନା କରାଯାଏ ।

ରଜନୀଗନ୍ଧା ଚାଷ
ବାହାଘର ବା ଅନ୍ୟାନ୍ୟ ଉତ୍ସବ ଅନୁଷ୍ଠାନରେ ସାଜସଜ୍ଜା ପାଇଁ ବହୁଳ ପରିମାଣରେ ରଜନୀଗନ୍ଧା ବ୍ୟବହାର ହୋଇଥାଏ । ଏହି ଫୁଲର ଚାହିଦା ବହୁତ । ଏହା ବ୍ୟବସାୟ ଭିତ୍ତିକ ଚାଷ ।
ଉନ୍ନତ ପ୍ରଣାଳୀରେ କଦଳୀ ଚାଷ
ଭାରତୀୟ ଫଳମାନଙ୍କ ମଧ୍ୟରେ କଦଳୀର ସ୍ଥାନ ସ୍ଵତନ୍ତ୍ର ।
ଉତ୍କୃଷ୍ଟ ସାର କଦଳୀ ଚୋପା
କଦଳୀ ଚୋପା ମଧ୍ୟ ଉପାଦେୟ । ଏହାର ଚୋପାକୁ ଗଛ ଲତା ନିମନ୍ତେ ଉତ୍କୃଷ୍ଟ ସାର ଭାବେ ବ୍ୟବହାର କରାଯାଇପାରିବ ।
ଖରିଫ ଫସଲ ପାଇଁ ଯୋଜନା
ଖରିଫ ଚାଷ ପାଇଁ ଚାଷୀମାନେ କ'ଣ ଫସଲ ଯୋଜନା କରିବେ ସେ ବିଷୟରେ ଜାଣନ୍ତୁ ।
ରୋଗପୋକ ଦମନ
ପୁଜୁଳି, କାଜୁ ଓ ରସୁଣରେ ରୋଗପୋକ ଦମନ ପାଇଁ ସୂଚନା ଦିଆଯାଇଛି ।
ପାନ ଚାଷ
ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ ।
ବାଇଗଣ ଚାଷ ଓ ବ୍ୟବହାର
ଏହା କୃଷି ଜାତ ବାର୍ଷିକ ଗୁଳ୍ମ । ଏହାର ଫଳକୁ ପରିବା ଭାବେ ବ୍ୟବହାର କରାଯାଏ ।
ଛତୁ ଚାଷ
ଛତୁକୁ ଖାଦ୍ୟରୂପେ ବ୍ୟବହାର କରାଯାଏ ।
କୋଳି ଚାଷ
ଆକାରରେ ସାନ କେତେକ ଫଳକୁ କୋଳି କୁହାଯାଏ। ଅଧିକାଂଶ କୋଳି ଗଛ ଜଙ୍ଗଲୀ ଗୁଳ୍ମ ଜାତୀୟ ଓ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ନାହିଁ।
ଅଳେଇଚ ଚାଷ
ଏଠାରେ ଅଳେଇଚ ଚାଷ ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଗଲା ।
ନେବିଗତିଓଂ
Back to top