অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ଇ-ପୋଲିସିଂ ସେବା

ଓଡ଼ିଶା ଇ-ପୋଲିସିଂ ସେବା

ଇ-ପୋଲିସିଂ

ଓଡ଼ିଶା ପୋଲିସର ଏକ ସେବା । ଓଡ଼ିଶା ଅପରାଧ ରେକର୍ଡ ବ୍ୟୁରୋ ଦ୍ଵାରା ୩ ଅକ୍ଟୋବର ୨୦୧୫ରେ ଉନ୍ମୋଚିତ ହୋଇଥିଲା । ଏହାକୁ ସେହି ଦିନ ଇଣ୍ଟରନେଟରେ ଉପଲବ୍ଧ କରାଯାଇଥିଲା । ଇ-ଏଫଆଇଆର ଦେଇ ଜନସାଧାରଣ ନିଜର ଅଭିଯୋଗ ପୋଲିସ ଷ୍ଟେଶନ ନଯାଇ ସିଧା ଇଣ୍ଟରନେଟ ମଧତମରେ ପୁଲିସ ନିକଟରେ ଉପସ୍ଥାପନ କରି ସହାୟତା ପାଇବା ପ୍ରକ୍ରିୟା ସହଜ କରିପାରିବେ ।

ବୈଶିଷ୍ଟ୍ୟ

ପୋଲିସ ସେବା ଵେବସାଇଟ ପରିଦର୍ଶନ କରି ନିମ୍ନୋକ୍ତ ସୁବିଧାମାନ ହାସଲ କରି ପାରିବେ ।

  • ସିଟିଜେନ ଚାର୍ଟର
  • ଘରୋଇ ସହାୟତା ଯାଞ୍ଚ ଅନୁରୋଧ
  • ବରିଷ୍ଠ ନାଗରିକ ପଂଜିକରଣ
  • ପାସପୋର୍ଟ ଯାଞ୍ଚ ଅନୁରୋଧ
  • ବନ୍ଧୁକ ଲାଇସେନ୍ସ ଅନୁରୋଧ
  • ପ୍ରାଇଭେଟ ସେକ୍ୟୁରିଟି ଏଜେନ୍ସୀ ଯାଞ୍ଚ ଅନୁରୋଧ
  • କାର୍ଯ୍ୟକ୍ରମ ଆୟୋଜନ ଅନୁରୋଧ
  • ବିଦେଶୀ ନାଗରିକ ପଂଜିକରଣ ଅନୁରୋଧ
  • ସିଫର୍ମ ଅନୁରୋଧ
  • ଅଭିଯୋଗ ଦାଖଲ,
  • ଅଭିଯୋଗ ନକଲ ପ୍ରାପ୍ତି,
  • ଧାରଣା କିମ୍ବା ଆନ୍ଦୋଳନ ପଂଜିକରଣ ଅନୁମତି,
  • ଚରିତ୍ର ପ୍ରମାଣପତ୍ର ଅନୁରୋଧ,
  • ଶୋଭାଯାତ୍ରା ଲାଇସେନ୍ସ,
  • ଭଡ଼ାଟିଆଙ୍କ ଯାଞ୍ଚ,
  • କର୍ମଚାରୀଙ୍କ ଯାଞ୍ଚ,
  • ହଜିଲା ଜିନିଷ ସନ୍ଧାନ ଅନୁରୋଧ,
  • ହଜିଯାଇଥିବା ଲୋକଙ୍କୁ ସନ୍ଧାନ ଅନୁରୋଧ
  • ତଥ୍ୟ ବଣ୍ଟନ ଏବଂ ଏ ସମସ୍ତ ପାଇଁ ସ୍ଥିତି ଅନୁସନ୍ଧାନ ଆଦି କରିପାରିବେ । ଏହି ପ୍ରୋଜେକ୍ଟ ଅଧିନରେ ୫୮୧ ଟି ପୋଲିସ ଥାନା, ୩୭ ପୋଲିସ ନିୟନ୍ତ୍ରଣ କକ୍ଷ, ୧୦୯ ଏସଡିପିଓ, ଡିଏସେଆରପି, ଏସିପି, ପୋଲିସ କମିସନରେଟ ମୁଖ୍ୟାଳୟ, ୩୬ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଅନୁସନ୍ଧାନ କେନ୍ଦ୍ର ନିର୍ଦ୍ଦେଶକ, ଆଇଜି ଅପରେସନ, ସ୍ବତନ୍ତ୍ର ଆର୍ମ ପୋଲିସ, ଆର୍ଥିକ ଅପରାଧ ଶାଖା, ସ୍ବତନ୍ତ୍ର ଟାସ୍କ ଫୋର୍ସ, ଅପରାଧ ତଦନ୍ତ ଶାଖା, ରାଜ୍ୟ ଫୋରେନସିକ ବିଜ୍ଞାନାଗାର ଏବଂ କମ୍ପୁଟର ପ୍ରଶିକ୍ଷଣ କେନ୍ଦ୍ର ଅରଗୁଳ ପୋଲିସ ପ୍ରଶିକ୍ଷଣ ମହାବିଦ୍ୟାଳୟ, ସିକ୍ସ ବାଟାଲିଅନ ସମେତ ୪୪ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଅନ୍ତର୍ଭୁକ୍ତ ଅଟେ ।

ବାହ୍ୟ ଲିଙ୍କ

ଓଡ଼ିଶା ପୋଲିସ ଵେବସାଇଟ:

"odishapolice.gov.in"

ଆଧାର -

""E-policing service launched by CM""

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate