ବର୍ତ୍ତମାନ ଯୁଗରେ ସ୍କୁଲ ଏଡମିଶନ ପାଇଁ ଜନ୍ମ ସାର୍ଟିଫିକେଟ୍ କୁ ବାଧ୍ୟମୁଲକ କରାଯାଇଛି । ଶିଶୁଟି ଜନ୍ମ ହେବ ମାତ୍ରେ ତାହାର ଜନ୍ମ ସାର୍ଟିଫିକେଟ କରାଇବା ଅତି ଆବଶ୍ୟକ । ଯଦି ଶିଶୁଟି ଡାକ୍ତରଖାନାରେ ଜନ୍ମ ହେଇଛି ତାହାହେଲେ ଜନ୍ମମୃତ୍ୟୁ ଅଫିସକୁ ସୂଚନା ପଠାଇବା ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ଦଇତ୍ଵ ଯଦି ଶିଶୁଟି ଘରେ ଜନ୍ମ ହେଇଛି ତାହାହେଲେ ତୁରନ୍ତ ଜନ୍ମମୃତ୍ୟୁ ଅଫିସକୁ ସୂଚନା ଦେବା ପିତା ମାତାଙ୍କ ଦଇତ୍ଵ । ସେଥିପାଇଁ ଫର୍ମ ନଂ ୭ ଓ ୮ ରେ ଆବେଦନ କରିପାରିବେ ।
ଆଧାର :ସ୍ୱାସ୍ଥ୍ୟ ଓ ପରିବାର କଲିୟାଣ ବିଭାଗ ଓଡିଶା ସରକାର
Last Modified : 12/11/2019