ପ୍ରଶ୍ନ
ଉତ୍ତର
ପ୍ରଶ୍ନ
ଭାରତର ମୁଖ୍ୟ ବନ୍ଦରଗୁଡିକ କେଉଁ ରାଜ୍ୟ ଓ ସାଗରରେ ଅବସ୍ଥିତ ?
ଉତ୍ତର
କ୍ରମ ନଂ |
ବନ୍ଦର |
ରାଜ୍ୟ |
ସାଗର |
1. |
ଗୋପାଳପୁର |
ଓଡିଶା |
ବଙ୍ଗୋପସାଗର |
2. |
ପାରାଦ୍ଵୀପ |
ଓଡିଶା |
ବଙ୍ଗୋପସାଗର |
3. |
ଚାନ୍ଦିପୁର |
ଓଡିଶା |
ବଙ୍ଗୋପସାଗର |
4. |
କୋଚିନ |
କେରଳ |
ଆରବସାଗର |
5. |
ବିଶାଖାପାଟଣା |
ଆନ୍ଧ୍ରପ୍ରଦେଶ |
ବଙ୍ଗୋପସାଗର |
6. |
ଚେନ୍ନାଇ |
ତାମିଲନାଡୁ |
ବଙ୍ଗୋପସାଗର |
7. |
ମୁମ୍ବାଇ |
ମହାରାଷ୍ଟ୍ର |
ଆରବସାଗର |
8. |
କାଣ୍ଡାଲା |
ଗୁଜୁରାଟ |
ଆରବସାଗର |
9. |
ମାରାମାଗୋଆ |
ଗୋଆ |
ଆରବସାଗର |
ପ୍ରଶ୍ନ
ଭାରତର ପ୍ରଥମ ଓ ଶ୍ରେଷ୍ଟ କିଏ ?
ଉତ୍ତର
ପ୍ରଶ୍ନ
ଭାରତର ବିଭିନ୍ନ ପଦପଦବୀରେ ପ୍ରଥମ ନାରୀ
ଉତ୍ତର
ପ୍ରଶ୍ନ
କାହାକୁ କୁହାଯାଏ ?
ଉତ୍ତର
ପ୍ରଶ୍ନ
ଭାରତର ବିଭିନ୍ନ ଧର୍ମ ଓ ସେଗୁଡିକର ଧର୍ମପୁସ୍ତକ
ଉତ୍ତର
ପ୍ରଶ୍ନ
ଭାରତର କେତେକ ମହାପୁରୁଷ ଓ ତାଙ୍କ ଗୁରୁଦେବ
ଉତ୍ତର
କ୍ରମ ନଂ |
ମହାପୁରୁଷ |
ଗୁରୁଦେବ |
1. |
ସ୍ଵାମୀ ବିବେକାନନ୍ଦ |
ଶ୍ରୀ ରାମକୃଷ୍ଣ ପରମହଂସ । |
2. |
ଶ୍ରୀ ରାମଚନ୍ଦ୍ର |
ମହର୍ଷି ବଶିଷ୍ଟ । |
3. |
ଶଙ୍କରାଚାର୍ଯ୍ୟ |
ଗୋବିନ୍ଦପାଦ । |
4. |
ବ୍ୟାସଦେବ |
ପାରାଶର ଋଷି । |
5. |
ଶ୍ରୀ ରାମକୃଷ୍ଣ ପରମହଂସ |
ତୋଟାପୁରୀ । |
6. |
ଶ୍ରୀ ଚୈତନ୍ୟ |
କେଶବ ଭାରତୀ । |
7. |
ଶ୍ରୀକୃଷ୍ଣ |
ଗର୍ଗମୁନି । |
8. |
ଶୁକଦେବ |
ମହର୍ଷି ଜନକ । |
ପ୍ରଶ୍ନ
ଭାରତର ରାଷ୍ଟ୍ରୀୟ ଦିବସ କେବେ ପାଳନ କରାଯାଏ ?
ଉତ୍ତର
1. |
ଜଣରାଜ୍ୟ ଦିବସ |
୨୬, ଜାନୁୟାରୀ । |
2. |
ସ୍ଵାଧୀନତା ଦିବସ |
୧୫, ଅଗଷ୍ଟ । |
3. |
ସ୍ଵତନ୍ତ୍ର ଉତ୍କଳ ଦିବସ |
ଏପ୍ରିଲ । |
4. |
ଜାତୀୟ ସଂହତି ଦିବସ |
୨୦, ଅକ୍ଟୋବର । |
5. |
ଗାନ୍ଧୀ ଜୟନ୍ତୀ |
୨, ଅକ୍ଟୋବର । |
6. |
ସହୀଦ ଦିବସ |
୩୦, ଜାନୁୟାରୀ । |
7. |
ଶିଶୁ ଦିବସ |
୧୪, ନଭେମ୍ବର । |
8. |
ପତାକା ଦିବସ |
୭, ଡିସେମ୍ବର । |
9. |
ଗୁରୁ ଦିବସ |
୫, ଡିସେମ୍ବର । |
10. |
ବଡଦିନ |
୨୫, ଡିସେମ୍ବର । |
11. |
ଶ୍ରମିକ ଦିବସ ବା ମଇ ଦିବସ |
୧, ମଇ । |
12. |
ଜାତିସଂଘ ଦିବସ |
୨୪, ଅକ୍ଟୋବର । |
ପ୍ରଶ୍ନ
ଭାରତର କେତେକ ପ୍ରସିଦ୍ଧ ସ୍ଲୋଗାନ କିଏ କହିଥିଲେ ?
ଉତ୍ତର
1. |
. ଗରିବୀ ହଟାଅ |
ଇନ୍ଦିରା ଗାନ୍ଧୀ । |
2. |
ଜୟ ଯବାନ ଜୟ କିଶାନ ଜୟ ବିଜ୍ଞାନ |
ଅଟଳବିହାରୀ ବାଜପେୟୀ । |
3. |
କର ବା ମର |
ମହାତ୍ମା ଗାନ୍ଧୀ । |
4. |
ଜୟ ଯବାନ ଜୟ କିଶାନ |
ଲାଲ ବାହାଦୁର ଶାସ୍ତ୍ରୀ । |
5. |
ଦିଲ୍ଲୀ ଚଲୋ |
ସୁବାସ ଚନ୍ଦ୍ର ବୋଷ । |
6. |
ଆ ରାମ ହା ରାମ ହୈ |
ଜବାହାରଲାଲ ନେହେରୁ । |
7. |
ସ୍ଵରାଜ ଆମର ଜନ୍ମଗତ ଅଧିକାର |
ବାଳ ଗଙ୍ଗାଧର ତିଳକ । |
ପ୍ରଶ୍ନ
ଭାରତର ନଦୀ କୂଳରେ ଅବସ୍ଥିତ ସହରଗୁଡିକ କେଉଁ ରାଜ୍ୟରେ ?
ଉତ୍ତର
1. |
କଟକ |
ମହାନଦୀ, କାଠଯୋଡି |
ଓଡିଶା । |
2. |
ଅଯୋଧ୍ୟା |
ସରଜୁ ନଦୀ |
ଉତ୍ତର ପ୍ରଦେଶ । |
3. |
ଲକ୍ଷ୍ନୋ |
ଗୋମତୀ ନଦୀ |
ଉତ୍ତର ପ୍ରଦେଶ । |
4. |
ବଦ୍ରିନାଥ |
ସରସ୍ଵତୀ ନଦୀ |
ଉତ୍ତର ପ୍ରଦେଶ । |
5. |
କାନପୁର |
ଗଙ୍ଗାନଦୀ |
ଉତ୍ତର ପ୍ରଦେଶ । |
6. |
ଆଗ୍ରା |
ଯମୁନା ନଦୀ |
ଉତ୍ତର ପ୍ରଦେଶ । |
7. |
ବାରଣାସୀ |
ଗଙ୍ଗାନଦୀ |
ଉତ୍ତର ପ୍ରଦେଶ । |
8. |
ହରିଦ୍ଵାର |
ଗଙ୍ଗାନଦୀ |
ଉତ୍ତର ପ୍ରଦେଶ । |
9. |
ପାଟନା |
ଗଙ୍ଗାନଦୀ |
ବିହାର । |
10. |
ଉଜ୍ଜୟିନୀ |
ସିପ୍ରାନଦୀ |
ମଧ୍ୟ ପ୍ରଦେଶ । |
11. |
ଜବଲପୁର |
ନର୍ମଦା ନଦୀ |
ମଧ୍ୟ ପ୍ରଦେଶ । |
12. |
ଗୟା |
ଫଲଗୁ ନଦୀ |
ବିହାର । |
13. |
ଭାଗଲପୁର |
ଗଙ୍ଗାନଦୀ |
ବିହାର । |
14. |
ମୁଙ୍ଗେର |
ଗଙ୍ଗାନଦୀ |
ବିହାର । |
15. |
କୋଲକତା |
ହୁଗୁଳି ନଦୀ |
ପଶ୍ଚିମ ବଙ୍ଗ । |
16. |
ତ୍ରିଚିନା ପଲ୍ଲୀ |
କାବେରୀ ନଦୀ |
ତାମିଲନାଡୁ । |
17. |
ଜାମସେଦପୁର |
ସୁବର୍ଣ୍ଣରେଖା ନଦୀ |
ଝାଡଖଣ୍ଡ । |
18. |
ରାଜମହେନ୍ଦ୍ରୀ |
ଗୋଦାବରୀ ନଦୀ |
ଆନ୍ଧ୍ର ପ୍ରଦେଶ । |
19. |
ବିଜୟୱାଡ |
କୃଷ୍ଣା ନଦୀ |
ଆନ୍ଧ୍ର ପ୍ରଦେଶ । |
20. |
ଲୁଧିଆନା |
ସତଲେଜ ନଦୀ |
ପଞ୍ଜାବ । |
21. |
ଫିରୋଜପୁର |
ସତଲେଜ ନଦୀ |
ପଞ୍ଜାବ । |
22. |
ଲେହ |
ସିନ୍ଧୁ ନଦୀ |
କାଶ୍ମୀର । |
23. |
ଶ୍ରୀନଗର |
ଝେଲମ ନଦୀ |
କାଶ୍ମୀର । |
24. |
ଜାମ୍ମୁ |
ତାୱା ନଦୀ |
କାଶ୍ମୀର । |
25. |
ଦିଲ୍ଲୀ |
ଯମୁନା ନଦୀ |
ଦିଲ୍ଲୀ । |
26. |
ନାସିକ |
ଗୋଦାବରୀ ନଦୀ |
ମହାରାଷ୍ଟ୍ର । |
27. |
ୱାର୍ଦ୍ଧା |
ୱାର୍ଦ୍ଧା ନଦୀ |
ମହାରାଷ୍ଟ୍ର । |
ଆଧାର – ଇତିହାସ ପୃଷ୍ଠା
Last Modified : 10/29/2019