ଏଲର୍ଜି ଏକ ପ୍ରତିକ୍ରିୟା ଯାହା କେବଳ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ ଠାରେ ଦେଖା ଦେଇଥାଏ କାରଣ, ସେମାନେ ଯେଉଁ ଜିନିଷ ଗୁଡିକ ପ୍ରତି ସମ୍ବେଦନଶୀଳ ବା ଏଲର୍ଜିକ୍ ସେଗୁଡିକୁ :-
ଅନୁର୍ଜତା ଜନିତ ପ୍ରତିକ୍ରିୟା ସାଧାରଣ ବା ଗୁରୁତର ମଧ୍ୟ ହୋଇପାରେ । ଯଥା-
ଆଲର୍ଜି ଏକ ସଂକ୍ରମଣ ନୁହେଁ ଏବଂ ଏହା ଗୋଟିଏ ବ୍ୟକ୍ତିଠାରୁ ଅନ୍ୟ ଜଣକ ପାଖକୁ ଡିଏଁ ନାହିଁ । କିନ୍ତୁ ଏଲର୍ଜି ଥିବା ପିତା ମାତାଙ୍କର ସନ୍ତାନ ମାନଙ୍କ ଠାରେ ମଧ୍ୟ ଏଲର୍ଜି ରହିପାରେ ।
ପ୍ରାୟତଃ ଏହି ରୋଗୀ ମାନେ କେତେକ ବିଶେଷ ଋତୁରେ ପୀଡିତ ହୋଇଥାନ୍ତି କିମ୍ବା ଯେତେବେଳେ ସେମାନେ ସେମାନଙ୍କ ପାଇଁ ଏଲର୍ଜିକ୍ ଜିନିଷ ସଂସ୍ପର୍ଶରେ ଆସିଥାନ୍ତି ।
ପ୍ରଶ୍ଵାସ ମଧ୍ୟ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥିବା କୌଣସି ଜିନିଷର ଅନୁର୍ଜତା ପ୍ରତିକ୍ରିୟା ଯୋଗୁଁ ନାକରେ ସିଘାଂଣି ବା ଆଖି କୁଣ୍ଡାଇ ହୋଇପାରେ । ବର୍ଷର କେତେକ ସମୟରେ ପ୍ରାୟତଃ, ଏହା ଅଧିକ ଖରାପ ହୋଇଥାଏ ।
କ୍ଳୋରୋଫେନିରାମାଇନ ଔଷଧ ସଦୃଶ୍ୟ କୌଣସି ଏକ ଆଣ୍ଟିହିଷ୍ଟାମାଇନ ବ୍ୟବହାର କରନ୍ତୁ। ଯାନବାହାନରେ ଯାତ୍ରା କଲାବେଳେ ଯେଉଁ ଅସୁସ୍ଥତା କେତେକଙ୍କ ପାଖରେ ଦେଖାଯାଏ, ସେମାନଙ୍କୁ ଡାଇମେନହାଇଡ୍ରିନେଟ ଔଷଧ ଦିଆଯାଇଥାଏ ।
ନିବାରଣ
କେଉଁ କାରଣରୁ ଏ ପ୍ରତିକ୍ରିୟା ହେଲା ତା’ର କାରଣ ବାହାର କରନ୍ତୁ ଏବଂ ଏଗୁଡିକ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।
ତଳିପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତି ଉପଯୁକ୍ତ ଭାବରେ ପରୀକ୍ଷା ହେବା ଉଚିତ୍ । କାରଣ ଏହା ବିପଦଜନକ ଅଟେ । ତଳିପେଟ ଯନ୍ତ୍ରଣାର ବିବିଧ କାରଣ ଅଛି । ଅନ୍ତ୍ର, ମୂତ୍ରାଶୟ, ଯକୃତ ଓ ପିତ୍ତାଶୟ ସଂକ୍ରମଣ ହେତୁ ଏହା ହୋଇଥାଏ । ଶାରୀରିକ ଯାଞ୍ଚ ତଳିପେଟ ଯନ୍ତ୍ରଣାର କାରଣ ନିର୍ଦ୍ଧାରଣରେ ସାହାଯ୍ୟ କରିଥାଏ।
ତଳିପେଟ ଯନ୍ତ୍ରଣା ପାଇଁ ଚିକିତ୍ସା କରିବା ପୂର୍ବରୁ ଏହା ତୀବ୍ର କି ନୁହେଁ ଜାଣିବା ଉଚିତ୍ । ଯଦି ବ୍ୟକ୍ତିର ତୀବ୍ର ତଳିପେଟ ଯନ୍ତ୍ରଣା ହେଉଥାଏ। ତଳି ପେଟ ଯନ୍ତ୍ରଣା ସମୟରେ ରୋଗୀକୁ ଔଷଧ ଦେବା ବିପଦଜନକ ହୋଇଥାଏ। ଏପରି ଅବସ୍ଥାରେ ରୋଗୀକୁ ଡାକ୍ତରଖାନା ନେଇଯିବା ଉଚିତ୍
ଯଦି ରୋଗୀର ଅଧିକ ତଳିପେଟ ଯନ୍ତ୍ରଣା ହେଉ ନ ଥାଏ, ତେବେ :-
ତଳିପେଟ ଯନ୍ତ୍ରଣାର କାରଣ ନିର୍ଦ୍ଧାରଣ କରି ଚିକିତ୍ସା କରନ୍ତୁ ।
Last Modified : 8/9/2019