অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଲିସିଷ୍ଟିକ ବୃକକ୍ ରୋଗ

ପଲିସିଷ୍ଟିକ ବୃକକ୍ ରୋଗ

ଉପକ୍ରମ

ଅକ୍ଟୋସୋମାଲ ଡୋମିନା0 ପଲିସିଷ୍ଟିକ ବୃକ୍‌କ ରୋଗ (ଏ.ଡି. ପି.କେ ତି) ହେଉଛି ସାଧାରଣତଃ ବଂଶାନୁଗତ ରୋଗ । ଏହାର ଚାରିତ୍ରିକ ଗୁଣ ହେଉଛି ବ୍ଳକରେ ସଂଖ୍ୟାଧୁଜ ଅର୍ବୁଦ ହେବା । ପଲିସିଷ୍ଟିକ ବୃକ୍‌କ ରୋଗ (ପି କେ ତି) କ୍ରନିକ ବୃକ୍‌କ ରୋଗର ଚତୁର୍ଥ ମୁଖ୍ୟ କାରଣ । (ପି କେ ତି) ରେ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଯେଉଁଥୁରେ ଅର୍ବୁଦ ଦେଖାଯାଇପାରେ ସେଗୁଡିକ ହେଲା ଯକୃତ, ମସ୍ତିଷ୍ଠ, ପାକସ୍ଥଳୀ, ପାଚନ ଗ୍ରନ୍ତି, ଡିମ୍ବାଶୟ ଏବଂ ୟିହା ।

ପି କେ ତିର ପରିସର କ'ଣ ?

ଅକ୍ଟୋସୋମାଲ ଡୋମିନାର୍ଚ ପି କୋ ତି। ସବୁ କ୍ଷେତ୍ରରେ ସମାନ, ଏହା ସମାନ ଭାବରେ ପୁରୁଷ ଏବଂ ମହିଳାଙ୍କ ଠାରେ ଡକାଯାଇଥାଏ  | ସାରା ପୃଥବୀରେ ଏହା ୧୦୦୦ ଲୋକଙ୍କ ମଧରୁ ଜଣକୁ ଆକ୍ରା' କରିଥାଏ । ସବୁ କ୍ରନିକ ବୃକକରେ ଆକ୍ରା ରୋଗୀଙ୍କ ମଧ୍ୟରୁ ପ୍ରାୟତଃ ୫% ରୋଗୀ ଡାୟାଲିସିସ୍ ଅଥବା ବୃକକ ପ୍ରତିରୋପଣ ଆବଶ୍ୟକ ଜର୍ଗ', ଯଦି ସେମାନେ ପି.କେ ତିରେ ଆକ୍ରା' ହୋଇଥାଆଁ ।

କିପରି ବୃକ୍‌କ ପି.ଜେ ତିରେ ଆକ୍ରା' ହୁଏ ?

0 ଅକ୍ଟୋସୋମାଲ ଡୋମିନା0। ପିକେତିରେ ବହୁଗୁଣିତ ଅର୍ବୁଦ ଗୁଚ୍ଛ (ତରାଳ ଭ[] ମୁଣା), ଦୁଇଟି ବୃକ୍‌କ ଭିତରେ ଦେଖାଯାଏ ।

0 ଅର୍ଜୁନ୍ଦର ଆକାର ପି. ଜେ ଡିରେ ବଳଦିଥାଏ। (ଡାୟାମିଟର ଏକ ଛୁ । ମୁନରୁ ଆରମ୍ଭ କରି ୧୦ ସେ:ମି: କିମ୍ବା ତା'ଠାରୁ ଅଧୁକ) ।

0 ସମୟ ବୃଦ୍ଧି ଅନୁସାରେ ଅର୍ବୁଦର ମାପ ବୃଦ୍ଧିପାଏ, ଯାହାକି ଧୀରେ ଧୀରେ ସୁସ୍ଥ ବୃକ୍‌କ ପେଶୀ ଗୁଡିକୁ ଚାପି ନଷ୍ଟ କରିଦିଏ ।


ଆଧାର : Kidney Education Foundation

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate