অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୂମେହ ଜନିତ ବୃକକ୍ ରୋଗ

ଉପକ୍ରମ

ଡ଼ାଇବେଟିକ୍ ମେଲିଟୋସ ବା ମଧୁମେହ ମେଲିଟୋସରେ ପୀଡିତ ରୋଗୀଙ୍କ ସଂଖ୍ୟା ଭାରତରେ ନୁହେଁ ସାରା ପୃଥ୍ବୀରେ ବଢିବାରେ ଲାଗିଛି । ମଧୁମେହରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ‘ଡାଇବେଟିକ୍ ବୃକ୍‌କ ରୋଗ" ପରି ସମସ୍ୟା ବୃଦ୍ଧି ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ସୃଷ୍ଟି କରୁଛି । ମଧୁମେହ ଜନିତ ବୃକ୍‌କ ରୋଗ ଏକ ମନ୍ଦ୍ରତମ ଅବସ୍ଥା ଯାହାକି ବହୁମୂତ୍ର ଜନିତ ଜଟିଳତା ବଢ଼ାଇଦିଏ, ଯଦ୍ବାରା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଏ ।

ମଧୁମେହ ଜନିତ ବୃକ୍‌କ ରୋଗ କ’ଣ ?

କ୍ରମାଗତ ରକ୍ତ ଶର୍କରା ଶରୀରର ଛୋଟ ଛୋଟ ରକ୍ତବାହୀ ନାଳୀକୁ କ୍ଷତି ପହ0ଇଥାଏ । ଦୀର୍ଘଦିନ ମଧୁମେହରେ ଆକ୍ରା' ବ୍ୟକ୍ତିର ବ୍ଳକର ରକ୍ତବାହୀ ନାଳୀ ମଧ୍ୟ କ୍ଷତି ହେବାଯୋଗୁଁ ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ଏହି ପ୍ରକାର କ୍ଷତିର ପ୍ରାଥମିକ କାରଣ ମଧ୍ୟରେ ରହିଥାଏ। ପ୍ରେଟିନର କ୍ଷୟ, ଯାହାକି ପରବ0। ସମୟରେ ଉଚ୍ଚରକ୍ତ ଚାପ ଏବଂ ପ୍ରଦାହ ସୃଷ୍ଟି କରେ। ଫଳରେ ବୃକ୍‌କ କ୍ଷତିର କାରଣ ପାଲଟି ଯାଏ । ଶେଷରେ ଅପ୍ରକୃଷ୍ଟତାର କ୍ରମୋନ୍ନତି ଯୋଗୁଁ ଚୁକ୍ଳକ ଅଚଳ ହୋଇଯାଏ (ବୃକ୍‌କ ରୋଗର ଶେଷ ସ୍ତର) । ବହୁମୂତ୍ର ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାହାକୁ ମଧୁମେହ ଜନିତ ବୃକକ ରୋଗ ଜୁହାଯାଏ । ‘ଡାଇବେଟିକ ନେଫ୍ରେପଥ୍ୟାଥ ହେଉଛି ଏକ ଡ୍ରାକ୍ତରୀ ନାମ ଯାହାକୁ ମଧୁମେହ ଜନିତ ବୃକ୍‌କ ରୋଗ ନାମରେ ଜଣାଯାଏ ।

ମଧୁମେହ ବୃକ୍‌କ ରୋଗ ବିଷୟରେ ଜାଣିବା ଗୁରୁତ୍ବପୂର୍ଣ୍ଣ କାହିଁକି ?

0 ଆପାତତଃ ମଧୁମେହ ରୋଗ ଭାରତରେ ଅତି ଦୃତ ଗତିରେ ବୃଦ୍ଧି ପାଉଛି ଏବଂ ପୃଥ୍ବୀ ସାରା ମଧ୍ୟ ବ୍ୟାପିବାରେ ଲାଗିଛି । ଦିନ ଆସିବ ଯେବେ ଭାରତ ମଧୁମେହର ଗୀଘର ପାଲଟିଯିବ ।

D। ମଧୁମେହ ଜନିତ ବୃକ୍‌କ ରୋଗ (ଦ୍ଭାଇବେଟିକ୍ ମେନଫ୍ରେ ପନ୍ୟାଥ), କ୍ରନିକ ବୃକ୍‌କ ରୋଗର ପ୍ରଧାନ କାଗଣା ।

O। ଇ.ଏସ୍କେତି (ରଖ କଉ) ଆକ୍ରା' ନୂତନଭାବେ ଚିହ୍ନିତ ହେଉଥବା ରୋଗୀମାନଙ୍କ ମଧ୍ୟରୁ ଡାଇବେଟସ୍ ମେଲିଟସରେ ଆକ୍ରା ରୋଗୀ ହେଉଛି ଶେଷ ସ୍ତରର ବୃକ୍‌କ ରୋଗୀ ।

O। ଏହି ରୋଗରେ ମୂଲ୍ୟାଧୁଜ ଚିକିତ୍ସା ଖର୍ଜ ଭାରତ ପରି ପ୍ରଗତିଶୀଳ ରାଷ୍ଟ୍ରରେ ରୋଗୀମାନଙ୍କ ପକ୍ଷରେ ଅବ୍ଯ କଷ୍ଟକର ।

D। ପ୍ରାଥମିକ ସ୍ତରରେ ରୋଗୀ ନିର୍ଣ୍ଣୟ କରାଗଲେ ତାହା ମଧୁମେହ ଜନିତ ବୃକ୍‌କ ରୋଗର ନିରାକରଣ ଜରି ପ୍ରତି ଶେଷ ବ୍ୟବସ୍ଥା କରାଯାଇପାରେ ।


ଆଧାର : Kidney Education Foundation

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate