অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିନିକ ବୃକକ ରୋଗରେ ଆହାର

ଉପକ୍ରମ

ବୃକକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ବିଜାତୀୟ ଉତ୍ପାଦର ନିଷ୍କାସନ ଏବଂ ରକ୍ତ ପରିଷ୍କୃତି । ଏହା ବାଦ ଶରୀରରୁ ବଳକା ଜଳ, ମିନେରାଲ ଏବଂ ରାସାୟନିକ ପଦାର୍ଥ ନିଷ୍କାସନ କରିବାରେ ମଧ୍ୟ ବୃକକ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ ଜଳ ଏବଂ ମିନେରାଲ ଯେପରିକି ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଫସଫରସ ଏବଂ ବାଇକାର୍ବୋନେଟ୍ ଇତ୍ୟାଦିକୁ ମଧ୍ୟ ନିୟନ୍ତ୍ରଣ କରେ ।

କ୍ରନିକ ବ୍ଲକକ ରୋଗରେ ଆକ୍ରା’ ରୋଗୀର ତରଳଦ୍ରବ୍ୟ ଏବଂ ଇଲେକ୍ନୋଲାଇଟର ପରିଚାଳନାରେ ବିଶୃଙ୍ଖଳା ହୋଇପାରେ । ଏହି କାରଣରୁ ଏପରିକି ସାଧାରଣ ଭାବେ ଜଳ ପିଉଥଲେ ଚରମ ବିଶୃଙ୍ଖଳାର କାରଣ ହୋଇପାରେ ।

ବୃକକ ଉପରେ ବୋଝ କମ କରିବା ସହିତ ବୃକକର କାର୍ଯ୍ୟ କ୍ଷମତାକୁ ନିର୍ବଳ ନକରିବା, ତରଳ ଏବଂ ଇଲେକ୍ନୋଲାଇଟ୍ ସମତାରେ ଅବା ବିଭାଟକୁ ଏଡାଇଦେବା ପାଇଁ କ୍ରନିକ୍ ବୃକକ ରୋଗରେ ଆକ୍ରା’ ରୋଗୀ ସେମାନଙ୍କ ଖାଦ୍ୟ, ଡାକ୍ତର ଏବଂ ପଥ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶକାରୀଙ୍କ ଅନୁସାରେ ଖାଇବା ଉଚିତ । ସି କୋ ଡି ରୋଗୀଙ୍କ ପାଇଁ ସେମିତି କିଛି ନିର୍ଦିଷ୍ଟ ଖାଦ୍ୟ ନାହିଁ । ପ୍ରତ୍ୟେକ ରୋଗୀଙ୍କୁ ତାଙ୍କର ଡାକ୍ତରୀ ସ୍ଥିତି, ବୃକକ ହାନିର ଅବସ୍ଥା ଏବଂ ଅନ୍ୟାନ୍ୟ ଡାକ୍ତରୀ ସମସ୍ୟାକୁ ଦେଖୁ ଅଲଗା ଅଲଗା ଖାଦ୍ୟର ପରାମର୍ଶ ଦିଆଯାଏ । ଏପରିକି ସମାନ ପ୍ରକାରର ରୋଗୀଙ୍କୁ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଖାଦ୍ୟର ପରାମର୍ଶ ଦିଆଯାଏ ।

ସିକେଡି ରୋଗୀର ପଥ୍ୟ ଜନିତ ଚିକିତ୍ସାର ଲକ୍ଷ୍ୟ

୧. ଏହି ଚିକିତ୍ସା କ୍ରନିକ ବ୍ଲକକ ରୋଗର ଗତିକୁ କମ୍ କରିବାପାଇଁ ଏବଂ ଡାୟାଲିସିସ୍‌କୁ ସୁଗିତ କରିବା ପାଇଁ ପଥ୍ୟ ନିତh’ ଆବଶ୍ୟକ ।

୨. ଶରୀରରୁ ବିଷାକ୍ତ ପଦାର୍ଥର ପ୍ରଭାବ ବଳକା ୟୁରିଆକୁ ରକ୍ତରୁ କମ୍ କରିବା ପାଇଁ ପଥ୍ୟ ଜରୁରୀ ।

୩. ସର୍ବୋଚ୍ଚ ପୃଷ୍ଟି ସାଧନ ସ୍ତରର ସମତା ରକ୍ଷା କରିବା ଏବଂ ଶାରୀରିକ ଦୁର୍ବଳତା ଓ ଝୋଲାମାରିବାରୁ colo alo aан офоти

୪. ତରଳ ଏବଂ ଇଲେକ୍ରୋଲାଇଟ ବିଶୃଙ୍ଖଳାର ବିପଦକୁ କମ କରିବା ପାଇଁ ପଥ୍ୟ ଆବଶ୍ୟକ । ୫. କାର୍ଡିଓ ଭାସ୍କୁଲାର ରୋଗର ବିପଦକୁ କମ କରିବା ପାଇଁ ପଥ୍ୟ ନିତ୍ୟା’ ଗୁରୁତ୍ବପୂର୍ଣ ।

ସିକେଡି ରୋଗୀଙ୍କ ପାଇଁ ପଥ୍ୟ ଚିକିତ୍ସାର ମୌଳିକ ନିୟମ

  1. ପ୍ରୋଟିନ ଖାଇବାରେ ନିୟନ୍ତ୍ରଣ. ଶରୀରର ଓଜନ ଅନୁସାରେ ଦିନକୁ ପ୍ରାୟତଃ
  2. ୮ଗ୍ରାମକେଳି ।
  3. ଶରୀରକୁ ଶକ୍ତି ଯୋଗାଇବା ପାଇଁ ପର୍ଯ୍ୟାପ୍ତ କାର୍ବୋହାଇଡ୍ରୋଡ଼ ଖାଦ୍ୟ ।
  4. ମଧ୍ୟମ ପରିମାଣର ଫhଟଯୁକ୍ତ ବା ତୈଳ କମ ପରିମାଣର ଖାଇବା ଉଚିତ୍ ।
  5. ସୋଡିୟମ, ପୋଟାସିୟମ, ଫସଫରସ ଯୁକ୍ତ ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ।
  6. ପର୍ଯ୍ୟାପ୍ତ ପରିମାଣର ଭିଟାମିନ ଏବଂ ସୀମିତ ପଦାର୍ଥ ଯୁକ୍ତ ପର୍ଯ୍ୟାପ୍ତ ପରିମାଣ ଶରୀରକୁ ଯୋଗାଣ ଏବଂ ଅଧୁକ ତ୍ୟୁଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ ।
  7. ସିଜେଡି ଆକ୍ରା’ ରୋଗୀଙ୍କର ପଥ୍ୟରେ ଚୟନ ଏବଂ ପରିବoନର ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା ।

ପ୍ରେରିଟିନ ଖାଦ୍ୟ ଉପରେ କଟକଣା

ଶରୀରର ପେଶୀକୁ ସଜାଡିବା ପାଇଁ ଏବଂ ଠିକ ରଖୁବା ପାଇଁ ପ୍ରୋଟିନ ଏକା’ ଜରୁରୀ । ଏହାମଧ୍ୟ ଶରୀରର କ୍ଷତ ଭରିବାକୁ ସାହାଯ୍ୟ କରେ, ଏବଂ ସଂକ୍ରମଣର ପ୍ରତିରୋଧ କରେ ।

ଡ଼ାୟଲିସିସ୍ ପୂର୍ବରୁ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟଠୁ ଦୂରରେ ରହିବା ଉଚିତ୍ । ପ୍ରୋଟିନ ଖାଇବାର ମାତ୍ରାକୁ CSCOS କିମ୍ବା ଜୈବିକ ମୂଲ୍ୟ ଅବା ପ୍ରୋଟିନ ଅଧକ ଗ୍ରହଣଯୋଗ୍ୟ । ପ୍ରୋଟିନର ନିୟନ୍ତ୍ରଣ, ବୃକକର କାର୍ଯ୍ୟକ୍ଷମତା କ୍ରମାଗତ କମିବାର ମାତ୍ରାକୁ ନିୟନ୍ତ୍ରଣ କରେ । ସେଥଯୋଗୁଁ ଡାୟାଲିସିସ୍‌ର ଆବଶ୍ୟକତା ଏବଂ ବୃକକ ପ୍ରତିରୋପଣର ସମୟ ବିଳମ୍ବିତ ହୋଇଯାଏ । ପ୍ରୋଟିନର ନିୟନ୍ତ୍ରଣ ୟୁରିଆ ଉତ୍ପାଦନକୁ ସୀମିତ କରିବା ଯୋଗୁଁ ୟୁରିଆ ବୃଦ୍ଧିରେ କ୍ଳା' ଅନୁଭବ, ଅରୁଛି, ବାଁ’, ପାଟିର ସ୍ଵାଦ ଖରାପ ହେବା ପ୍ରକ୍ରିୟା, ଭେକ ନ ଲାଗିବା ପରି ସମସ୍ୟା ମଧ୍ୟ କମିଯାଏ । ରକ୍ତରରେ ଫସଫେଟର ମାତ୍ରା କମାଇବାରେ ଏବଂ ଅମ୍ବରୁ ମୁକ୍ତି ଦେବାରେ ପ୍ରୋଟିନର ନିୟନ୍ତ୍ରଣ ସାହାଯ୍ୟ କରିଥାଏ ।

ଡାୟଲିସିସ୍ ପୂର୍ବରୁ ପ୍ରୋଟିନର ବାରଣ ଲାଭଦାୟକ ହୋଇଥାଏ, କି ଆବଶ୍ୟକତାଠାରୁ କମ୍ ପ୍ରୋଟିନ୍ ଖାଇବା ମଧ୍ୟ ଅନୁଚିତ । ସିକେଡି ରୋଗୀଙ୍କୁ ଭୋକ ନ ଲାଗିବା ଏକ ସାଧାରଣ ପ୍ରକ୍ରିୟା ଭୋକ ନଲାଗିବା ଏବଂ ପ୍ରୋଟିନ ଖାଇବାରେ ଶକ୍ତ ବାରଣ, ପୃଷ୍ଟିହୀନତା ସୃଷ୍ଟି କରିପାରେ, ଓଜନ କମିଯାଇପାରେ, ଶକ୍ତି କମିଯାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଫଳରେ ମୃତ୍ୟୁର ବିପଦ ବଢିଯାଏ ।

ଡ଼ାୟଲିସିସ୍ ଚିକସ୍ଥା ଆରମ୍ଭ ହେଲାପରେ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ କୁହାଯାଏ। ସ୍ଵତନ୍ତ୍ରଭାବେ ସି ପି ଏଡି ରେ ଆକ୍ରା’ ରୋଗୀ ନିଶ୍ଚିତ ଭାବେ ଉଚ୍ଚପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ କାରଣ ଡାୟଲିସିସ୍ ସମୟରେ ବାହାରି ଯାଉଥବା ତରଳ ଏବଂ ପ୍ରୋଟିନର ଅଭାବକୁ ପୁରଣ କରିବା ପାଇଁ ।

୨. ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା

ଦୈନନ୍ଦିନ କାର୍ଯ୍ୟ କରିବା ସହ, ତାପମାତ୍ରାର ସମତା ରକ୍ଷା କରିବା, ଶାରୀରିକ ଅଭିବୃଦ୍ଧି ଏବଂ ଆବଶ୍ୟକ ଶାରୀରିକ ଓଜନ ରକ୍ଷା କରିବାପାଇଁ ଶରୀର ଶକ୍ତି ଆବଶ୍ୟକ କରେ । ମୁଖ୍ୟତଃ ଚର୍ବିଜାତୀୟ ଖାଦ୍ୟ ଏବଂ ଶ୍ରେତସାର ଶରୀରକୁ ଶକ୍ତି ଯୋଗାଇଥାଏ । ସି କୋ ଡି ରୋଗୀର ଆବଶ୍ୟକ ପରିମାଣର ଶକ୍ତି ହେଉଛି ୩୫-୪o କମବକ୍ଷକ୍ସ/କେଜି ଶାରୀରିକ ଓଜନ ଅନୁସାରେ ମପାଯିବ । ଯଦି କ୍ୟାଲୋରୀ ଯୁକ୍ତ ଖାଦ୍ୟ ପର୍ଯ୍ୟାପ୍ତ ନହୁଏ ତେବେ କ୍ୟାଲୋରୀ ଉପଲବ୍ଧ କରାଇବା ନିମନ୍ତେ ପ୍ରୋଟିନ କୁ ବ୍ୟବହାର କରାଯାଇପାରେ । ଏହି ପ୍ରୋଟିନର ଅନୁପଲବଧତା କ୍ଷତି ସାଧନକାରୀ ସାବ୍ୟସ୍ତ ହୋଇପାରେ । ଯେପରିକି ଅପୁଷ୍ଟି ସାଧନତା ଏବଂ ବିଜାତୀୟ ପଦାର୍ଥର ବହୁତ ପରିମାଣର ଉତ୍ପାଦନ । ତେଣୁ ସି କେ ଡି ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ପ୍ରଦାନକାରୀ ଖାଦ୍ୟ ଉପଲବ୍ଧ କରାଇବା ଜରୁରୀ ।

କାର୍ବୋହାଇଡ୍ରେଟସ୍ 'ବା' ଶ୍ରେତସାର କାର୍ବୋହାଇଡ୍ରେଟସ୍ ଶରୀରପାଇଁ ପ୍ରାଥମିକ ସ୍ତରର କ୍ୟାଲୋରୀ ବା ଶକ୍ତି ପ୍ରଦାନକାରୀ । ପାଉଁରୁଟ, ଶସ୍ୟ ଜାତୀୟ ଖାଦ୍ୟ, ଚାଉଳ, ଆଳୁ, ଫଳ ଏବଂ ପନିପରିବା, ଚିନି, ମହୁ, କୁକିନ, କେକ, ମିଠା ଏବଂ ପାନୀୟରେ କାର୍ବୋହାଇଡ୍ରୋଡ଼ ବା ଶ୍ରେତସାର ଥାଏ । ମଧୁମେହ ଏବଂ ମେଦବହୁଳ ରୋଗୀ ସ୍କନ୍ତ୍ର ପରିମାଣର ଶ୍ରେତସାର ଆବଶ୍ୟକ କର୍ଲ’ ।

ଫଖ୍ୟାଗ ‘ବା’ ଚର୍ବି ଶକ୍ତି ପାଇଁ ଚର୍ବି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ । ଏବଂ କାର୍ବୋହାଇଡ୍ରୋଡ଼ କିମା ପ୍ରୋଟିନ ଅପେକ୍ଷା ଚର୍ବି ଦୁଇଗୁଣ ପରିମାଣର ଶକ୍ତି ଯୋଗାଇପାରେ । ଚର୍ବି ଜାତୀୟ ଖାଦ୍ୟ ଯଥା ମାଂସ, ଲହୁଣି, ଘିଅ, ତେଲ ଇତ୍ୟାଦି । ଶୋଧୁତ ଚର୍ବି କମ୍ ଖାଇବା ଉଚିତ । କୋଲେଷ୍ଟେଷ୍ଟାଲ ଏବଂ ଚର୍ବି ଉଭୟେ ହୃଦରୋଗ ସୃଷ୍ଟି କରିପାର୍ଲ’ ଏବଂ ବୃକକ ହାନି ମଧ୍ୟ କରିପାଇଁ ।

୩. ତରଳ ଗ୍ରହଣ

ସିକେଡି ଆକ୍ରା’ ରୋଗୀ ତରଳ ଗ୍ରହଣ କରିବାପୂର୍ବରୁ ପ୍ରାକ ସାବଧାନତା ନେବା ଆବଶ୍ୟକ କାହିଁକି ?

ବୃକକ, ଶରୀରରେ ଆବଶ୍ୟକ ପରିମାଣ ଜଳ ଗ୍ରହଣ କରି ସମତା ରକ୍ଷା କରିବା ସହ ବଳକା ଜଳକୁ ପରିଶ୍ରା ମାଧ୍ୟମରେ ନିଷ୍କାସିତ କରିବା ପରି ଏକ ଗୁରୁତ୍ବପୂର୍ଣ କାର୍ଯ୍ୟ ସଂପାଦନ କରେ । ସି କୋ ଡି

ଆକ୍ରାନ୍ତ ରୋଗୀର ବୃକକ ଅତ୍ୟ ଖରାପ ହେଲେ, ପରିଶ୍ରାର ମାତ୍ରା ସାଧାରଣତଃ କମିଯାଏ । ପରିଶ୍ରାର ମାତ୍ରା କମିଗଲେ ତାହା ଶରୀରରେ ଜଳର ମାତ୍ରାକୁ ବଚ୍ଚାଇଦିଏ ଏବଂ ଏହା ମୁହଁ ଫୁଲିବାର କାରଣ ହୋଇଥାଏ । ଏହା ସହ ଗୋଡ ଫୁଲା, ହାତ ଫୁଲା ଏବଂ ଉଚ୍ଚ ରକ୍ତଚାପ ହେବାର କାରଣ ମଧ୍ୟ ହୋଇଥାଏ । ଫୁସଫୁସରେ ଜଳ ଜମି ବଢିବା ଯୋଗୁଁ ନିଶ୍ବାସ ପ୍ରଶ୍ବାସ କମିଯାଏ । ଯଦି ଏହାକୁ ନିୟନ୍ତ୍ରଣ କରାନଯାଏ ତେବେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ ।

ଶରୀରରେ ବଳକା ଜଳ ରହିବାର ସନ୍ଧାନର ସୂତ୍ର କ'ଣ ?

ବଳକା ଜଳ ଶରୀରରେ ଅଲେ ତାକୁ ତରଳ ଭାରାକ୍ରା’ କୁହାଯାଏ । ଫୁଲା ଆସାଇସିଟ (ପେଟରେ ଅବା ଛିଦ୍ର ଦ୍ବାରା ତରଳ ମିଶିଯିବା), ନିଶ୍ବାସ, ପ୍ରଶ୍ବାସ ଖର ହେବା ଏବଂ ଓଜନ ବୃଦ୍ଧି ବହୁତ କମ ସମୟରେ ହୋଇଯିବା ପରି ଲକ୍ଷଣା ତରଳ ଭାରାକ୍ରା' ହେବାର ସୂଚନା ଦିଏ, ଏବଂ ଏହା ମଧ୍ୟ ଶରୀରରେ ବଳକା ଜଳ ରହିଥୁବାର ସନ୍ଧାନର ସୂତ୍ର ।

ସିକେଡି ଆକ୍ରା’ ରୋଗୀ କେଉଁସବୁ ପ୍ରାକ ସାବଧାନତା ଅବଲମ୍ବନ କରିବେ, ତରଳ ଗ୍ରହଣକୁ ନିୟନ୍ତ୍ରଣ କରିବା ପାଇଁ ?

ତରଳ-ଭାରାକ୍ରା’ କିମା ନିଆ0ଆ ପରିସ୍ଥିତିକୁ ଏଡାଇଯିବା ପାଇଁ ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଉଚିତ ମାତ୍ରାର ତରଳ ଗ୍ରହଣ କରିବ । ପ୍ରତ୍ୟେକ ରୋଗୀର ପରିଶ୍ରାର ପରିମାଣ ଏବଂ ତରଳର ମାତ୍ରା ଅନୁସାରେ ଜଣେ ସିକେଡି ଆକ୍ରା’ ରୋଗୀଠାରୁ ଅନ୍ୟ ରୋଗୀଙ୍କୁ ତରଳ ସେବନ ପାଇଁ ପରାମର୍ଶ ଦିଆଯାଏ । କ୍ରନିକ ବ୍ଲକକ ରୋଗୀ କେତେ ପରିମାଣର ତରଳ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇପାରିବ ?

  1. ଯଦି ଜଣେ ରୋଗୀର ଫୁଲା ନଥାଏ ଏବଂ ଉଚିତ ପରିମାଣର ପରିଶ୍ରା ହେଉଥାଏ ତେବେ ତାକୁ ତରଳ ଗ୍ରହଣ କରିବାରେ କୌଣସି କଟକଣା ନଥାଏ। କିନ୍ତୁ କ୍ରନିକ ବୃକକ ରୋଗୀ ବହୁତ ପରିମାଣର ତରଳ ପିଇବା ଦ୍ବାରା ତା’ର ଚୂଳକ ସୁରକ୍ଷିତ ରହେ, ଏହି ଧାରଣା ଏକ ଭ୍ରା’ ଧାରଣା ।
  2. ରୋଗୀର ଫୁଲା ଦେଖାଦେଲେ ଏବଂ ପରିଶ୍ରାର ପରିମାଣ କମିଗଲେ ତାକୁ ତରଳ ପିଇବା ଉପରେ ନିୟନ୍ତ୍ରଣ କରିବାକୁ କୁହାଯାଏ । ଫୁଲା କମାଇବା ପାଇଁ ଦିନକର ପରିଶ୍ରାର ପରିମାଣ ଠାରୁ କମ। ପରିମାଣର ଜଳ ୨୪ ଘoiରେ ପିଇବା ପାଇଁ ଅନୁମତି ଦିଆଯାଏ ।
  3. ସାଧାରଣତଃ ପୂର୍ବ ଦିନର ପରିଶ୍ରାର ପରିମାଣ +୫୦୦ ମିଲି, ଦିନକୁ ପିଇବାକୁ କୁହାଯାଏ ଯଦ୍ବାରା ଅଧୁକ ତରଳମାତ୍ରା କିମ୍ବା ତରଳ ମାତ୍ରାର ଅଭାବକୁ ଏଡାଇ ଦେବାପାଇଁ ସମ୍ଭବ ହୋଇଥାଏ । ଅତିରିକ୍ତ ୫୦୦ ମିଲି ତରଳ, ଝାଳ ଓ ନିଶ୍ବାସ ପ୍ରଶ୍ବାସରେ କ୍ଷୟ ହେଉଥୁବାରୁ ତାର ସମତା ରକ୍ଷାପାଇଁ ଦିଆଯାଇଥାଏ ।

ସିକେଡି ରୋଗୀ ପ୍ରତ୍ୟେକ ଦିନ ନିଜ ଓଜନକୁ ମାପି ରେକର୍ଡ କରିବା ଉଚିତ୍ କାହିଁକି ? ଶରୀରରେ ତରଳର ମାତ୍ରା ସନ୍ଧାନ, ପୂର୍ବାବସ୍ମାରେ ଅବା ମାତ୍ରା ଠାରୁ ଓଜନ ସମୟର ମାତ୍ରା କମିଛି କିମ୍ବା ବୃଦ୍ଧି ପାଇଛି ତାକୁ ଜାଣିବା ପାଇଁ ରୋଗୀ ନିଜେ ପ୍ରତିଦିନ ଓଳନ ହୋଇ ତାକୁ ଲିପିବଦ୍ଧ କରି ରଝବା ଉଚିତ । ଯଦି ଶରୀରର ଓଜନ ସମାନ ରହେ ତେବେ ଦିଆଯାଇଥବା ପରାମର୍ଶକୁ ଦୂଚତାର ସହ ଅନୁକରଣ କରିବା ଆବଶ୍ୟକ । ଅଧୁକ ତରଳ ପିଇବା ଯୋଗୁଁ ଶରୀରରେ ଓଜନ ବୃଦ୍ଧି ତାହା ଦର୍ଶାଇ ଥାଏ । ଓଜନ ବୃଦ୍ଧି, ରୋଗୀକୁ ହିସାବ ଅନୁସାରେ ତରଳ ଗ୍ରହଣ, ଅତ୍ୟଧୁକ ତରଳ ଗ୍ରହଣ ଉପରେ ନିଷେଧକୁ ମାନିବା ଜରୁରୀ ହୋଇପଡେ । ଓଜନର ହ୍ରାସ ମଧ୍ୟ ଦେୃତ ପ୍ରଭାବର ହୋଇପାରେ । ତାହା ହେଲା ତରଳ ଗ୍ରହଣ ଉପରେ ନିଷେଧ ଏବଂ ଡାଇୟୁରେଟିସ୍‌ର ସମ୍ଭାବନା ଯୋଗୁଁ ମଧ୍ୟ ହୋଇପାରେ ।

ତରଳ ଦ୍ରବ୍ୟ କମ ପିଇବା ପାଇଁ ଆବଶ୍ୟକ ସୂଚନା

ତରଳ ଦ୍ରବ୍ୟ ଗ୍ରହଣ ଉପରେ ନିଷେଧାଜ୍ଞା ବହୁତ କଷ୍ଟ ସାଧ୍ୟ । କି, ଏହି ସୂଚନା ରୋଗୀଙ୍କୁ ସାହାଯ୍ୟ କରିବ ।

୧. ଏକ ନିର୍ଦିଷ୍ଟ ସମୟରେ ପ୍ରତିଦିନ ନିଜକୁ ଓଜନ କରି ସେହି ଅନୁସାରେ ତରଳ ଦ୍ରବ୍ୟ ପିଇବାକୁ ଯଥାପୋଯୁକ୍ତ ବ୍ୟବସ୍ଥା କରିବ ।

୨. ଡ଼ାକ୍ତରଙ୍କ ଅନୁସାରେ ପ୍ରତିଦିନ ତରଳ ଗ୍ରହଣର ମାତ୍ରା ନିର୍ବାରଣ କରି ସେହି ଅନୁସାରେ ଦିନକୁ କେତେଥର, କେତେ ମାତ୍ରାରେ ପିଇବ ତାହାର ଏକ ତାଲିକା କରି, ସେହି ଅନୁପାତରେ ପିଇବ । ତରଳ ଦ୍ରବ୍ୟ କହିଲେ କେବଳ ପାଣିକୁ ବୁଝାଏ ନାହିଁ, ତା ସହିତ ଚା, କଫି, ଫଳରସ, ଘୋଳଦହି, ଆଇସକ୍ରିମ ଏବଂ ଥଣ୍ଡା ପାନୀୟକୁ ମଧ୍ୟ ବୁଝାଏ । ତେଣୁ ଯେତେବେଳେ ତରଳ ଦ୍ରବ୍ୟର ହିସାବ ନେବ ସେତେବେଳେ ଖାଦ୍ୟରେ ଅବା ତରଳ ଯେପରିକି ସୁୟ, ଡାଲିପାଣି, କୌ ଇତ୍ୟାଦିକୁ ମଧ୍ୟ ହିସାବରେ ନେବ । କେତେକ ଖାଦ୍ୟ ପ୍ରତି ସତର୍କ ହେବ, ଯଥା - ତରଭୁଜ, ଅଙ୍ଗୁର, ଲିଛୁ, ଟମାଟୋ, ସେଲେରି, ଗ୍ରେଭି. ଜିଲେଟିନ, ଟେଫ୍ରାଜନ୍ ଟ୍ରଟସ ଯେପରିକି ପୟସିକଲସ୍

----

ଇତ୍ଯାଦି, ଯେଉଁଥୁରେ କି ଅଧୁକ ପରିମାଣର ଜଳଭାଗ ଥାଏ । ୩. ଲୁଣି, ମସଲାଯୁକ୍ତ ଏବଂ ଛଣା ଖାଦ୍ୟ ଖାଇଲେ ତାହା ଅଧୁକ ଶୋଷ କରାଏ ତେଣୁ ଅଧୂକ ପାଣି ପିଇବାକୁ ଇଚ୍ଛା ହୁଏ ତେଣୁ ସେସବୁ ଖାଦ୍ୟ କମ୍ ଖାଇବା ଉଚିତ । ୪. ପାଣି ପିଇବାକୁ ଏକ ଅଭ୍ୟାସ ନକରି ଯେତେବେଳେ ଶୋଷ ଲାଗିବ ସେତେବେଳେ ପାଣି ପିଇବା ଉଚିତ । ସମସ୍ତେ ପିଉଛି' ତେଣୁ ମୁଁ ବି ପିଇବି, ଏ ଅଭ୍ୟସ ରଖୁବା ଅନୁଚିତ । ୫. ଶୋଷ ଲାଗିଲେ ଅଳ୍ପ ଅଳ୍ପ ପାଣି ପିଇବା ସହ ଛୋଟ ଖଣେ ବରଫ ପାଟିରେ ଚୁଚୁମି ଖାଇବ । କାରଣ ବରଫ ପାଣି ଅପେକ୍ଷା ଅଧୁକ ସମୟ ପାଟିରେ ରହେ ତେଣୁ ବରଫ ପରିମାଣର ଜଳ

ଅପେକ୍ଷା ବରଫ ଖଣ୍ଡ ଅଧୁକ ତୃପ୍ତ ପ୍ରଦାନ କରିଥାଏ । ଏହା ମନେରଖୁବା ଉଚିତ ହେବ ଯେ ବରଫ ମଧ୍ୟ ତରଳ ଦ୍ରବ୍ୟ ଗଣତିରେ ଯାଏ । ସହଜ ଗଣତି ପାଇଁ ଯେତିକି ପରିମାଣର ପାଣି ପିଇବାକୁ ଅନୁମତି ମିଳେ ସେତିକି ପରିମାଣର ପାଣି ଆଇସ୍ ଟ୍ରେରେ ରଖୁଦିଅ ।

ପାଟିର ଶୁଷ୍କତା ଦୂରକରିବା ପାଇଁ ଜଣେ କେହି ପାଣି କୂଳକୁଟା କରି ବାହାର କରିଦେବ ଗୋଚାକିବା ନାହିଁ । ଚୁଇଁଗମ ଚୋବାଇବା ଦ୍ବାରା ପାଟିର ଶୁଷ୍କତା ଚାଲିଯାଏ । ଲେସୁ କିମା ମିଷ୍ଟ ସାଦ ଅବା ଟାଣ ଚକୋଲେଟ୍ ଚୁଚୁମିବା ଦ୍ବାରା ଓ ମାଉଥଷ୍ପାସ ବ୍ୟବହାର କରିବାଦ୍ବାରା ପାଟିକୁ ଓଦା

- -

ରଖୁପାରିବା । ସିମୀତ ତରଳ ପାନୀୟ, ପିଇବାପାଇଁ ସର୍ବଦା ଛୋଟ ଛୋଟ ଗ୍ରାସ୍ ବା କପ୍ ବ୍ୟବହାର କରିବା ଉଚିତ । ଖାଦ୍ୟ ଖାଇସାରି ପାଣି ପିଇବା ସମୟରେ ଖାଦ୍ୟପରେ ଖାଉଥବା ଔଷଧ ଖାଇଦେବା ଉଚିତ । ନଚେତ୍ ଔଷଧପାଇଁ ଅଧୁକ ପାଣି ପିଇବାକୁ ପଡିବ । ଜଣେ ରୋଗୀ ନିଜକୁ କର୍ମବ୍ୟସ୍ତ ରଖୁବା ଉଚିତ । କର୍ମ ବ୍ୟସ୍ତତାରେ ମଝିରେ ମଝିରେ ପାଣି ପିଇବାକୁ ଇଚ୍ଛା ହେବା ସ୍ଵଭାବିକ । ମଧୁମେହ ରୋଗୀଙ୍କର ରକ୍ତ ଶର୍କରା ଯୋଗୁ ଅଧକ ଶୋଷ ଲାଗିପାରେ । ତେଣୁ ଶୋଷ କମାଇବାପାଇଁ ରକ୍ତ ଶର୍କରାର କଠୋର ନିୟନ୍ତ୍ରଣା ଜରୁରୀ । ଗରମ ପାଗରେ ଜଣେ ଅତ୍ୟଧକ ଶୋଷିଲା ହୁଏ ତେଣୁ ଥଣ୍ଡାରେ ସଚ୍ଛନ୍ଦରେ ବା0ବାପାଇଁ କଠୋଣା ପଦକ୍ଷେପ ନେଇପାଗୋର |

ଡାକ୍ତରଙ୍କ ନିର୍ଷାରଣ ଅନୁସାରେ ଗୋଟିଏ ଦିନରେ ପିଇବାକୁ ଅବା ତରଳର ମାପ କିପରି କରିବା ?

 

ଗୋଟିଏ ପାତ୍ରରେ ପାଣି ଭା0 କରିବ । ଡାକ୍ତରଙ୍କ ନିର୍ଦେଶ ଅନୁସାରେ ସମାନ ପରିମାଣର ତରଳ ସେହିପରି ପାତ୍ରରେ ଭା0 କରିବ ଏବଂ ତାହାକୁ ଦିନସାରା ପିଇବେ । ରୋଗୀ ମନକୁ ଦୃଢ଼ ନିଶ୍ଚିତ କରିବ ଯେ ଦିନ ମଧ୍ୟରେ ଡାକ୍ତରଙ୍କ ଅନୁମୋଦନ ମାତ୍ରାରୁ ଅଧୂକ ତରଳ ପିଇବା ନାହିଁ ।

ପ୍ରତ୍ୟେକ ଥରରେ ରୋଗୀ ଏକ ନିର୍ଦିଷ୍ଟ ପରିମାଣର ତରଳ କିମ୍ବା ଜଳ ପିଇବ । ମାପ ଅନୁସାରେ ପିଇବାପାଇଁ, ପ୍ରତ୍ୟେକ ଥର ଯେତିକି ତରଳ ପିଇବ ସେତିକି ପାଣି ପାତ୍ରରୁ କାଢି ଦିଆଯାଉଥବା ଉଚିତ ।

ଯେତେବେଳେ ପାତ୍ରରୁ ଜଳ ସରିଯିବ, ରୋଗୀ ବୁଝିନେବ ଯେ ତା’ର ଦିନକର ତରଳମାତ୍ରା

ପୁରିଗଲା ଆଉ ଅଧୁକ ପିଇବା ଅନୁଚିତ । ରୋଗୀ ଦିନସାରା କେତେ ମାତ୍ରାରେ କେଉଁ ପରିମାଣରେ ତରଳ ପିଇବ ତା’କୁ ଭାଗ ଭାଗ କରି ମାତ୍ରା ସୁର କରିଦେଲେ ସେ ଆଉ ଅଧୁକ ତରଳ ବା ଜଳ ପିଇବ ନାହିଁ ।

  • ଏ ପ୍ରକାର ନିୟନ୍ତ୍ରଣ ପ୍ରଣାଳୀକୁ ପ୍ରତିଦିନ ବାରମାର ବ୍ୟବହାର କରାଯାଇ ପାରିବ ।
  • ଏ ପ୍ରକାର ସହଜ ଓ ସାଧାରଣ କି ଅତ୍ୟ' ପ୍ରଭାବଯୁକ୍ତ ପ୍ରଣାଳୀ ଆପଣାଇଲେ ଅନୁମୋଦିତ ମାତ୍ରାର ତରଳ ଯଥାଯଥ ଭାବରେ ରୋଗୀକୁ ଦିଆଯାଇ ପାରିବା ସହ ତରଳ ପିଇବାକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ ।

୪. ଲୁଣ (ସୋଡିୟମ) ଖାଦ୍ୟରେ ନିୟନ୍ତ୍ରଣ

ଉପରୋକ୍ତ ଯୌଗିକ ପଦାର୍ଥଗୁଡିକରେ ଲୁଣର ମାତ୍ରା ଅଲେ ମଧ୍ୟ ସେଗୁଡିକ ସାଦରେ ଲୁଣିଆ

ନୁହେଁ । ଏହି ଯୌଗିକରେ ସୋଡିୟମ ଲୁକ୍କାୟିତ ଭାବରେ ରହିଥାଏ ।

ଜଣେ ବ୍ୟକ୍ତି କେତେ ଲୁଣ ଖାଇପାରିବ ?

ଜଣେ ଭାରତୀୟ ବ୍ୟକ୍ତି ଦିନକୁ ୬ରୁ ୮ ଗ୍ରାମ ଲୁଣ ଖାଇ ପାରିବେ । ମାତ୍ର ସି କୋ ଡି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲୁଣ ଖାଇବ । ଫୁଲାଥବା ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ହୋଇଥୁବା ରୋଗୀ ଦିନକୁ ୩ଗ୍ରାମ ଲୁଣ ଖାଇପାରିବେ ।

କେଉଁ ଖାଦ୍ୟରେ ଉଚ୍ଚ ମାତ୍ରାର ସୋଡିୟମ ଅଛି ? ଅଧୁକ ସୋଡିୟମ ଯୁକ୍ତ ଖାଦ୍ୟ ଗୁଡିକ ହେଲା : o ସାଧାରଣ ଲୁଣୀ, ବେକିଙ୍ଗ ପାଉଡର । o ପାମ୍ପଡ, ଲୁଣିଆ ଆଚାର, ଲୁଣି ଚଟଣୀ, ସସ୍, ଚାଟ ମସଲା ଏବଂ ସମ୍ବର ଇତ୍ୟାଦି । o ବେକ କରାଯାଇଥୁବା ଖାଦ୍ୟ ଯଥା :- ବିସୁଟ, କେକ, ପିଜା, ପାଉରୁଟି ଇତ୍ୟାଦି ।

ବେକିଙ୍ଗ ପାଉଡର ଓ ଖାଇବା ସୋଡ଼ା ଦେଇ ତିଆରି କରାଯାଉଥୁବା ଖାଦ୍ୟ ଯଥା : ଗାଣ୍ଡିଆ, ପକୋଡା, ତୋକଲା, ହଣ୍ଡ, ସଙ୍ଗଡା, ରଗଡା, ପେଟିସ୍, ଦହିବରା ଇତ୍ୟାଦି ।

ଫର, ଚିୟସ, ପୟକର୍ଣ୍ଣ, ଲୁଣି ବାଦାମ, ଲୁଣି ଶୁଝଲାଫଳ, ଯେପରିକି ସଲଟେଉ କାଜୁ, ପିସ୍ତାବାଦାମ, କେନଡ ଇତ୍ୟାଦି ଏବଂ ଶିଘ୍ର ତିଆରି ହୋଇପାରୁଥବା ଖାଦ୍ୟ ଯେପରିକି ଛଣାସେଉ, ଚିଞ୍ଚୁଡା, ଚକ୍ରି, ମସ୍ତି ଇତ୍ୟାଦି ।

ବିକ୍ରି ଯୋଗ୍ୟ ଲୁଣି ଲହୁଣି ଏବଂ ଛେନା । o ଶିଘ୍ର ତିଆରି ଯୋଗ୍ୟ ଖାଦ୍ୟ ଯେପରିକି : ନୁତଲସ, ମାକାରୋନି, କର୍ଣ୍ଣପେଫୁଲ୍ବ ଇତ୍ୟାଦି ।

ପରିବା ଯେପରିକି : ବନ୍ଧାକୋବି, ଫୁଲକୋବି, ସାଗ, ମୂଳା, ଧନିଆପତ୍ର, ବିଟ, ଫେନୁଗ୍ରୀକ ପତ୍ର

ଇତ୍ଯାଦି ।

ଲୁଣି ଲସି, ମସଲା ସୋଚ୍ଚା, ସତେଜ ଲାଇମ ଏବଂ ପଇଡ ପାଣି ଇତ୍ୟାଦି । C gOS BSBOS o ଆମିଷ ଖାଦ୍ୟ ଯେପରିକି : ମାଂସ, କୁକୁଡ଼ା ମାଂସ, ପ୍ରାଣୀ ଶରୀର ଯନ୍ତ୍ର ଯଥା :- ବୃକକ, କଲିଜା,

ମୁଣ୍ଡ ଇତ୍ୟାଦି ।

ସାମୁଦ୍ରିକ ଖାଦ୍ୟ ଯଥା :- କଙ୍କଡା, ଚିଙ୍ଗୁଡି. ଶାମୁକା, ତେଲିଆ ମାଛ ଯଥା :- କଲମି, ଜୁରାଙ୍ଗ,

କେକଡା, ବଙ୍ଗଦା ଏବଂ ଶୁଖୁଆ ।

ବ୍ୟବହାରିକ ଇସାରା ଖାଦ୍ୟରେ ସୋଡିୟମ କମାଇବା ପାଇଁ

Q.

ଖାଦ୍ୟରେ ଝୁରାଲୁଣୀ ଏବଂ ବେକିଙ୍ଗ ସୋଡ଼ା ନଖାଇବା ଉଚିତ । ବିନା ଲୁଣରେ ଖାଦ୍ୟ ରାନ୍ଧି ଅନୁମୋଦିତ ପରିମାଣର ଲୁଣ ମିଶାଇ ଖାଇବା ଉଚିତ । ଏହା ଲୁଣା କମ୍ ଖାଇବା ପାଇଁ ଏକ ଉOମ ବିକଳ୍ପ । ଏହା ମଧ୍ୟ ଜାଣିବା ଦରକାର ଯେ ଅନୁମୋଦିତ ପରିମାଣର ଲୁଣା ଜଣେ ପ୍ରତିଦିନ ଖାଉଛି । ଉଚ୍ଚ ସୋଡିୟମଯୁକ୍ତ ଖାଦ୍ୟକୁ ଏଡାଇଯିବା ଉଚ୍ଚି (ଯେପରି ଉପରେ ଦର୍ଶାଗଲାi> । ଖାଇବା ଟେବୁଲରେ ଲୁଣିଆ ମସଲା ଛି0ଖାଇବ ନାହିଁ ନଚେତ୍ ଲୁଣୀ ଡବାକୁ ଖାଇବା ଟେବୁଲରୁ ହଟାଇ ଦେବ । ସାଲାଡ, ଘୋଳଦହି, ଭାତ, ରୁଟି, ଭାକ୍ରି, ପରଟା ଇତ୍ୟାଦିରେ ଲୁଣ ଛିD] ଖାଇବନାହିଁ ।

ବ୍ୟବସାୟିକ ଭି0ରେ ବିକ୍ରି ହେଉଥବା ପ୍ୟାକେଡ କରାଯାଇଥବା ପ୍ରୋସେସ୍ ଖାଦ୍ୟରେ ଦିଆଯାଇଥୁବା ଚିହ୍ନ ଏବଂ ଲେଖା ଉଭୟକୁ ଧାନପୂର୍ବକ ପଡ଼ିବା ଉଚିତ । କେବଳ ଲୁଣ ନୁହେଁ ଅନ୍ୟାନ୍ୟ ସେଡିୟମର ମାତ୍ରାକୁ ଦେଖ । ଯନ୍ତ୍ର ସହକାରେ ଲିଖୁତ ବିହ୍ନକୁ ଦେଖ ସେଥୁରେ 'ସୋଡିୟମ ମୁକ୍ତ କିସା 'କମ ସୋଡିୟମ ମାତ୍ରା' ଖାଦ୍ୟ ଲେଖାଥାଏ, ଏପରି ଖାଦ୍ୟକୁ ଖାଇବାକୁ ଆଣିବା ଉଚିତ ।

ଔଷଧର ସୋଡିୟମ ପରିମାଣକୁ ପରଖୁବା ଆବଶ୍ୟକ । ଉଚ୍ଚ ସୋଡିୟମ ଯୁକ୍ତ ପରିବାକୁ ସିଝାଇ ତାର ପାଣି ଫିଙ୍ଗି ଦେବାପରେ ତାହା ସୋଡିୟମ ଯୁକ୍ତ ସିଝା ପରିବା ହୋଇପାରିବ । କମ ଲୁଣଯୁକ୍ତ ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ଜଣେ, କଟା ପିଆଜ, ରସୁଣ, ଲେମ୍ବୁରସ, ଆମୁଳଚୂନା, ଭୃସଙ୍ଗ ପତ୍ର, ଭିନେଗାର, ଡାଳଚିନି, ଗୁଜୁରାତି, ତେନ୍ତୁଳି, ଲବଙ୍ଗ କେଶର, କoଲଙ୍କା,

ଗୋଲମରିଚ, ଧନିଆ, ଜିରାଗୁଣ୍ଡ, ନଟମେଗ ଫେନେଲ ପପସିଡ ଇତ୍ୟାଦି ମିଶାଇ ଖାଇ ପାରିବା ।

୮. ସାବଧାନତା : ଅଧୁକ ପୋଟାସିୟମ ଯୁକ୍ତ ଲୁଣର ବ୍ୟବହାରକୁ ଏଡାଇଯିବା ଉଚିତ । ଏହା ଏବଂ ଏହାର ବିକଳ୍ପ ରକ୍ତରେ ପୋଟାସିୟମର ମାତ୍ରାକୁ ବୃଦ୍ଧିକରି ସି କୋ ଡି ରୋଗୀକୁ ବିପଦପୂର୍ଣ୍ଣ ସ୍ତରରେ ପହ0ଇ ଥାଏ ।

୯. କୋମଳ ଜଳ ପିଅ ନାହିଁ । ଜଳକୁ କୋମଳ କରିବା ପାଇଁ ପ୍ରକ୍ରିୟାକରଣ ବେଳେ ସୋଡିୟମ ଦ୍ବାରା କ୍ୟାଲସିୟମ ସୁନା’ରିତ ହୋଇଯାଏ । ବିପରିତ ଓସମୋସିସ୍ ପ୍ରୋସେସରେ ଜଳ ବିଶୋଧନ ହେଲେ ସୋଡିୟମ ସହିତ ସମସ୍ତ ମିନେରାଲର ମାତ୍ରା କମ୍ ଥାଏ ।

୧୦. ଭୋଜନାଳୟରେ ଯାଇ ଖାଦ୍ୟ ଖାଇଲାବେଳେ କମ୍ ସୋଡିୟମ ଅବା କେତେକ ବଛା ବଛା ଖାଦ୍ୟ ଖାଇବା ଉଚିତ ।

୫. ଖାଦ୍ୟରେ ପୋଟାସିୟମର ନିୟନ୍ତ୍ରଣାକଟକଣା କାହିଁକି ସିକେଡି ରୋଗୀଙ୍କ ଖାଦ୍ୟରେ ପୋଟାସିୟମ ନିଷେଧ କରାଯାଏ ।

ପୋଟାସିୟମ ଶରୀର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମନେରାଲ । କାମ କରିବାପାଇଁ, ମାଂସପେଶୀ, ସ୍ନାୟୁ

ସାଧାରଣତଃ ପୋଟାସିୟମର ମାତ୍ରା ପୋଟାସିୟମଯୁକ୍ତ ଖାଦ୍ୟ ଖାଇବା ଏବଂ ବଳକା ପୋଟାସିୟମ ପରିଶ୍ରାରେ ବାହାରିଯିବା ଦ୍ବାରା ସ୍'ଳନ ଅବସ୍ଥାରେ ରହିଥାଏ । ଯଦି ପରିଶ୍ରାଦ୍ବାରା ବଳକା ପୋଟାସିୟମ ଶରୀରରୁ ନ ବାହାରେ ତେବେ ବୃକକ ରୋଗୀର ରକ୍ତରେ ପୋଟାସିୟମର ମାତ୍ରା ବଢିଯିବା (ଯେଉଁ ଅବସୁର ନାମ ହେଉଛି ହାଇପର କାଲେମି। ହେମୋଡାୟଲିସିସ୍ ରୋଗୀଙ୍କ ଅପେକ୍ଷା ପେରିଟୋନିଏଲ ଡାୟଲିସିସରେ, ହାଇପରକାଲେମିଆଁର ବିପଦ ତୁଳନାତ୍ମକ ଭାବରେ କମ୍ ଥାଏ । ଉଭୟ କ୍ଷେତ୍ରରେ ବିପଦ ଅଲଗା ଅଲଗା କାରଣ ପେରିଟୋନିଏଲ ଡାୟଲିସିସ୍‌ରେ ଡ଼ାୟଲିସିସ୍ ପ୍ରଣାଳୀ ଅବିରତ ଭାବରେ ଚାଲେ, ଯେଉଁଠିକି ହେମୋଡାୟଲିସିସ୍ ସବିରାମର ସହ କରାଯାଏ ।

ମାତ୍ରାଧକ ପୋଟାସିୟମ ମାଂସପେଶୀ ଶିଥୁଳତାର କାରଣ ହୋଇପାରେ କିମ୍ବା କ୍ରମାଗତ ହୃଦସ୍କନ୍ଦନ ହୋଇନପାରେ । ଯାହାକି ବିପଦପୂର୍ଣ୍ଣ । ଯେତେବେଳେ ପୋଟାସିୟମ ବହୁତ ବଢିଯାଏ, ଅବାନକ ଭାବରେ ଦୃଦସ୍ପନ୍ଦନ ହଠାତ୍ ବନ୍ଦ ହୋଇଯାଏ ଏବଂ ରୋଗୀ ମୃତ୍ୟୁ ମୁଖରେ ପଡେ । ଆଖୁଦୃଶିଆ ଲକ୍ଷଣ ନ ଦେଖାଇ ମଧ୍ୟ ଉଚ୍ଚ ପୋଟାସିୟମ ମାତ୍ରା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ଏହାକୁ ନୀରବ ଘାତକ ଜୁହାଯାଏ ।

ତେଣୁ ଉଚ୍ଚ ପୋଟାସିୟମର ଶୋଚନୀୟ ପରିମାଣ ଏଡାଇବା ପାଇଁ ସି କୋ ଡି ରୋଗୀଙ୍କୁ ପରାମର୍ଶ ଦିଆଯାଏ ଏବଂ ପୋଟାସିୟମର ବିପଦକୁ ଏଡାଇବା ପାଇଁ ପୋଟାସିୟମର ନିୟନ୍ତ୍ରଣା ଜରୁରୀ ।

ରକ୍ତରେ ସାଧାରଣ ପୋଟାସିୟମର ମାତ୍ରା କେତେ ? କେତେବେଳେ ଏହା ବଢିଲା ବୋଲି ବିବେଚନା କରାଯିବ ?

ରକ୍ତରେ ସାଧାରଣ ପୋଟାସିୟମର ମାତ୍ରା ହେଉଛି ୩.୫ ଏମ୍ ଇ କ! / ୧ ରୁ ୫.୦ ଏମ ଇ କ! | Q

ଯେତେବେଳେ ପୋଟାସିୟମର ମାତ୍ରା ୫ ଠାରୁ ୬.o ଏମଇ କ! / ୧ ରେ ପହଞ୍ଚେ0ସେତେବେଳେ ଖାଦ୍ୟରେ ପୋଟାସିୟମର କଟକଣା ଆବଶ୍ୟକ ହୁଏ ।

ଯେତେବେଳେ ପୋଟାସିୟମର ମାତ୍ରା ୬.o ଏମ୍ ଇ ଜ୍ୟ / ୧ ରୁ ଅଧୁକ ହୁଏ, ସେତେବେଳେ ଏହା ଅତ୍ୟ' ବିପଦଜନକ ଅବସ୍ମାରେ ପହଯୋo ଏବଂ ସେଥୁପାଇଁ ସକ୍ରିୟ ପଦକ୍ଷେପ ନେବା ଜରୁରୀ  |

ଯେତେବେଳେ ପୋଟାସିୟମର ମାତ୍ରା ୭.o ଏମ ଇ କ! / ୧ ରୁ ଅଧୂକ ହୋଇଯାଏ ଏହା ଜୀବନ ପ୍ରତି ବିପଦ ସୃଷ୍ଟିକରେ ଏଥପାଇଁ ତୁର ଚିକିତ୍ସା ଆବଶ୍ୟକ ପଡେ ।

ପୋଟାସିୟମର ମାତ୍ରାନୁସାରେ ଖାଦ୍ୟଦ୍ରବ୍ୟର ସ୍ତରୀକରଣ ରକ୍ତରେ ପୋଟାସିୟମର ମାତ୍ରା ଆବଶ୍ୟକ ପରିମାଣରେ ରଝବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଉପରେ ନିୟନ୍ତ୍ରଣ ଜରୁରୀ । ପୋଟାସିୟମ ମାତ୍ରା ଆଧାରରେ ଖାଦ୍ୟକୁ ତିନୋଟି ଦଳରେ ବିଭକ୍ତ କରାଯାଇଛି ଯଥା (ଉଚ୍ଚ, ମଧ୍ୟମ, ନିମ୍ନ ପୋଟାସିୟମ ମାତ୍ରାଯୁକ୍ତ ଖାଦ୍ୟ ।

ଉଚ୍ଚପୋଟାସିୟମ ମାତ୍ରାଯୁକ୍ତ – ୧୦ o ଗ୍ରାମ ଖାଦ୍ୟରେ ୨୦୦ ମି.ଗ୍ରାରୁ ଅଧୁକ ପୋଟାସିୟମ ମାତ୍ରା ମଧ୍ୟମ ପୋଟାସିୟମ ମାତ୍ରାଯୁକ୍ତ – ୧ o o ଗ୍ରାମ ଖାଦ୍ୟରେ   ୧ o o ରୁ ୨ o o ମି.ଗ୍ରା ପୋଟାସିୟମ ମାତ୍ରା । ନିମ୍ନ ପୋଟାସିୟମ ମାତ୍ରାଯୁକ୍ତ – ୧୦୦ ଗ୍ରାମ ଖାଦ୍ୟରେ ୧୦୦ ରୁ କମ। ମି.ଗ୍ରା. ପୋଟାସିୟମ ମାତ୍ରା ।

ଉଚ୍ଚ ମାତ୍ରାର ପୋଟାସିୟମ ଯୁକ୍ତ - ଖାଦ୍ୟ

ଫଳ : ଅଁଳା, ଚେରୀ, ସତେଜ ଆପ୍ରକୋଟ, ଚିକୁ, ପଇଡ, ଆତ, ଅଙ୍ଗୁର, ଗୁସ୍ବେରୀ, କିର୍ତ୍ତି, ଲେମ୍ବୁ, ପାଚିଲା ଆମ୍ବ, ଖରଭୁଜା, ମୌସସି, ମଟର, ପୃମ, ସପେଟା ଇତ୍ୟାଦି ।

ପନିପରିବା : ଅପରାଜିତା, ବାଇଗଣ, ବ୍ରୋକୋଲି, କୃଷ୍ଟର ବିନ, କୋଲୋକେଶିଆ, ଧନିଆ, ସଜନାଛୁଇଁ, ଛତୁ, କO। ଅମୃତଭଣ୍ଡା, ଆଳୁ, ସାଗ, କନ୍ଦମୂଳ ଏବଂ ୟାମ (ସୁରନ) ଇତ୍ୟାଦି, ସାରୁ ଇତ୍ଯାଦି ।

ଶୁଖୁଲା ଫଳ : ପିସ୍ତା ବାଦାମ, କାଜୁବାଦାମ, ଖଜୁରୀ, ଆଲମଣ୍ଡ, କିସମିସ, ଅଖରୋଟ୍ ଏବଂ ଡ୍ରାଏଫିଗସ ।

ଶସ୍ୟ : ବାଜରା, ଗହମ ଅଟା, ମାଣ୍ଡିଆ ।

ଡାଲି ଜାତୀୟ : ମୁଗଡାଲି, ଚୂଟଡାଲି, ଚୁଟ (ଗୋଟାବୁଟ), ବିରିଡାଲି, ମୁଗଡାଲି, ମସୁରଡାଲି, ହରଡ ଡାଲି, କାଟୁଲି ଚୁଟ, ଚଣା ଡାଲି, ଗୋଟା ଚଣା ଇତ୍ୟାଦି ।

ମସଲା : ଜିରା, ଧନିଆ, ଶୁଝଲା ଲଙ୍କା, ମେଥୁ ।

ଆମିଷ ଜାତୀୟ ଖାଦ୍ୟ : ମାଛ ଯେପରିକି ରୋନ୍ଦୀ, ଚୁନାମାଛ, ଛୋଟମାଛ, ଧଳା ପାମ୍ପଲେଟ ମାଛ, ଚୂଙ୍ଗୁଡି, କଙ୍କଡା, ମାଂସ ।

ପାନୀୟ : ରେବାଣ୍ଡିଭିଟା, ପଇଡପାଣି, କଫି, ରାବିଡି, ଚକୋଲେଟ୍ ପାନୀୟ, ସତେଜ ଫଳରସ, ରସମ, ସୁୟ, ବିୟର, ମଦ୍ୟ, ଅନ୍ୟାନ୍ୟ ସର୍ବତ ଇତ୍ୟାଦି ।

ଅନ୍ୟାନ୍ୟ : ଚକୋଲେଟ, କ୍ୟାଡରେବାରି, ଚକୋଲେଟ କେକ, ଚକୋଲେଟ୍ ଆଇସ୍‌କ୍ରିମ, ଆଳୁ ଚିପ୍ସ, ଟମାଟୋସସ୍ ଓ ବିଟ ଲୁଣୀ ଇତ୍ୟାନଦି ।

ମଧ ମାତ୍ରାର ପୋଟାସିୟମଯୁକ୍ତ – ଖାଦ୍ୟ o ଫଳ : ଲିଚୁ, ଡାଳିମ୍ବ ଏବଂ ତରଭୁଜ, ସୁଇଟଲାଇମ ଇତ୍ୟାଦି ।

ପନିପରିବା : ବିଟ, କo। କଦଳୀ, କଲରା, ବନ୍ଧାକୋବି, ଗାଜର, ଫୁଲକୋବି, ବିନ, ଭେଣ୍ଡି, ପିଆଜ, କଖାରୁ, ମୂଳା, ଟମାଟୋ ।

ଏସ୍ୟ : ବାଲି, ମଇଦା, ଯଥ ଅଟା, ଗହମ ଅଟାରୁ ନିର୍ମିତ ନୂତଲସ୍, ଚୁଡା, ଗହମ ସିମୋଇ । ଆମିଷ ଜାତୀୟ ଖାଦ୍ୟ : ଚିOଳ, ଇଲିସି, ମାଗୁର, ଭାକୁର, କଲିଜା । ପାନୀୟ : ଗାଈ ଦୁଗ୍ଧ ଏବଂ ଦହି । ଅନ୍ୟାନ୍ୟ : ଗୋଲମରିଚ, ଲବଙ୍ଗ, ଡାଳଚିନି, ଗରମ ମସଲା ।

ଫଳ : ସେଓ, ଚେରି, ଜାମୁକୋଳି, ପିଜୁଳି, କମଳା, ପାଚିଲା ଅମୃତଭଣ୍ଡା, ସପୁରି, ନାସପାତି ।

ପରିବା : ଫୁଟିକାକୁଡି, ଛୁଡ଼ୁଙ୍ଗ, କ୍ୟାପ୍ସିକମ, କାକୁଡି, ମେଥୁ, ରସୁଣୀ, ମଟର ଛୁଇଁ, କOଆମ୍ବ, ଟିଣ୍ଡା, ପୋଟଳ, ପାଳଙ୍ଗସାଗ ।

ଶସ୍ୟ : ଚାଉଳ, ସୁଜି, ଗହମ ସେମୋଇ ।

ଡାଲି ଜାତୀୟ : ସବୁଜ ମଟର ଦାନା ।

ଆମିଷ ଜାତୀୟ : ଗୋରୁ ମାଂସ, ମେଣ୍ଡା ମାଂସ, ଘୁଷୁରୀ ମାଂସ, କୁକୁଡ଼ା ମାଂସ ଏବଂ ଅଣ୍ଡା ।

ପାନୀୟ : ମଇଁଷି କ୍ଷୀର, କୋକୋକୋଲା, ଫାO, ଲେମୋନେଉ, ଲାଇମ୍ ଜୁସ୍ (ପାଣିରେ୬,

ଲିମକା, ରିମକିମ, ସୋଡା ।

ଅନ୍ୟାନ୍ୟ : ଶୁଣ୍ଠି, ମହୁ, ପୋଦିନା ପତ୍ର, ସୋରିଷ, ଜାୟତ୍ରୀ ଏବଂ ଭିନେଗାର । ଖାଦ୍ୟରେ ପୋଟାସିୟମ ମାତ୍ରା କମ କରିବା ପାଇଁ ବ୍ୟବହାରିକ ସଙ୍କୋଙ୍କତ

୧. ଦିନକୁ କମ ପୋଟାସିୟମ ଜାତୀୟ ଗୋଟିଏ ଫଳ ଖାଆ ।

୨. ଦିନକୁ ଗୋଟିଏ କପ୍ କଫି କିମା ଚା ପିଅ ।

୩. ଯେତେବେଳେ ରକ୍ତରେ ପୋଟାସିୟମ ମାତ୍ରା କମ ହୋଇ ନିୟନ୍ତ୍ରଣରେ ରହିବ ସେତେବେଳେ ପୋଟାସିୟମ ଯୁକ୍ତ ପରିବା ଖାଇପାରିବେ (ନିମ୍ନରେ ପ୍ରଦo ହେଲା> ।

୪. ପଇଡ ପାଣି, ଫଳରସ, ପୂର୍ବ ପ୍ରଦ0 ଉଚ୍ଚ ପୋଟାସିୟମ ଯୁକ୍ତ ଖାଦ୍ୟକୁ ଏଡାଇ ଦେବା ଉଚିତ ।

୫. ସମସ୍ତ ଖାଦ୍ୟରେ କିଛି ନା କିଛି ପୋଟାସିୟମର ମାତ୍ରା ରହିଛି, ତେଣୁ ମୁଖ୍ୟ କଥା ହେଲା ଯଥାସମ୍ଭବ କମ ପୋଟାସିୟମ ମାତ୍ରା ଅବା ଖାଦ୍ୟ ଖାଇବା ପାଇଁ ବାଛିବା ଉଚିତ ।

୬. ସିକେଡି ରୋଗୀଙ୍କର ଡାୟଲିସିସ୍ ଆରମ୍ଭ ହେବା ପୂର୍ବରୁ ଏବଂ ଡାୟଲିସିସ୍ ଚାଲିଥୁବା ସମୟରେ ପୋଟାସିୟମ ଖାଦ୍ୟ ଖାଇବାରେ ବାରଣା କରାଯାଏ । କିପରି ପନିପରିବାରୁ ପୋଟାସିୟମ କମ୍ କରାଯାଇ ପାରିବ ? d ଚୋପା ଛଡାଇବା ଦ୍ବାରା ଏବଂ ଛୋଟ ଛୋଟ ଖଣ୍ଡ କାଟିବା ଦ୍ବାରା । o ଚୋପାଛଡା ପରିବାକୁ ନଖ ଉଷୁମ ପାଣିରେ ଧୋଇ ବଡ ଜାଗାରେ ରଖୁଦେବ । o ପରିବା ପାତ୍ରଟିକୁ ପରିବାର ତିନିଗୁଣ ଅଧୁକ ଗରମ ଜଳରେ ଅତିକମରେ ଏକଘo। ଚତୁରାଇ ରଝବା । o ଦୁଇରୁ ତିନିଘO। ବଢୁରାଇବାପରେ, ତାକୁ ଦୁଇ ତିନିଥର ଗରମ ପାଣିରେ ଧୋଇଦେବ । o ତାପରେ ତାକୁ ପାଣି ଦେଇ ସିଝାଇ ଦେବ ଏବଂ ସେ ଗରମ ପାଣିକୁ ଫିଙ୍ଗିଦେବ ।

ତା ପରେ ସିଝା ପରିବା ପୋଟାସିୟମ ମୁକ୍ତ ହୋଇଗଲା, ତା ପରେ ତା’କୁ ଇଛା ମୁତାବକ ରାନ୍ଧି ପାରିବା ।

ଏହି ପ୍ରକାରରରେ ପରିବାରୁ ବହୁ ପରିମାଣର ପୋଟାସିୟମ କମ୍ କରାଯାଇ ପାରିବ । କି: ପୁରା ମାତ୍ରାରେ ନୁହେଁ । ତେଣୁ ପୋଟାସିୟମ ଅଧୁକ ଅବା ପରିବାକୁ ଏଡାଇ ଯିବା ଉଚିତ କିମ୍ବା କମ୍ ପରିମାଣର ଖାଇବା ଉଚିତ ।

ପରିବା ସିଝାଇବା ଦ୍ବାରା ଯେହେତୁ ଭିଟାମିନ୍ ନଷ୍ଟ ହୋଇଯାଏ ତେଣୁ ଡାକ୍ତରଙ୍କ ମୁତାବକ ଭିଟାମିନ ଖାଇବା ଉଚିତ । ଆଳୁରୁ ପୋଟାସିୟମ ବାହାର କରିବାର ସ୍କତକ ପରାମର୍ଶ

ପଶାକାଠି କରି ପତଳା ଫାଳ କିମା କୋରି କରି ଆଳୁକୁ ଛୋଟ ଛୋଟ ଖଣ୍ଡରେ କାଟି ଭଲକରି ଦୁଇ ଚାରି ଥର ଧୋଇବା ଦ୍ବାରା ପୋଟାସିୟମ ମାତ୍ରା କମ୍ ହୋଇଥାଏ ।

ଆଳୁକୁ ବତୁରାଇବା କିମା ସିଝାଇବା ପାଇଁ ଯେଉଁ ତାପମାତ୍ରା ବ୍ୟବହାର କରାଯାଏ ତାହା ମଧ ପୋଟାସିୟମର ମାତ୍ରା କମ କରେ ।

ବହୁତ ପରିମାଣର ଜଳରେ ବତୁରାଇଲେ ବା ସିଝାଇଲେ ତାହା ପୋଟାସିୟମ ମାତ୍ରା କମାଇବାରେ ବହୁତ ସାହାଯ୍ୟ କରେ । ୬) ଖାଦhରେ ଫସଫରସର କଟକଣା

ସିକେଡି ରୋଗୀ କାହିଁକି କମ ଫସଫରସ ଯୁକ୍ତ ଖାଦ୍ୟ ଖାଇବେ ?

ଫସଫରସ ହେଉଛି ଏକ ପ୍ରକାର ଖଣିଜ ଲବଣ ଯାହା ହାଡକୁ ସୁସୁ ଏବଂ ସବଳ ରଖେ । ସାଧାରଣତଃ ଶରୀରର ବଳକା ଫସଫରସ ପରିଶ୍ରାବାଟେ ବାହାରିଯାଏ ତେଣୁ ରକ୍ତରେ ଫସଫରସର ମାତ୍ରା ନିୟନ୍ଧିତ ହୋଇ ରହେ ।

ସାଧାରଣତଃ ରକ୍ତରେ ଫସଫରସର ମାତ୍ରା ହେଉଛି ୪.o ଠାରୁ ୫.୫ ମିଗ୍ରା / ଡ଼ଏଲ ।

ଯେହେତୁ ସିକେଡି ରୋଗୀଙ୍କର ବଳକା ଫସଫରସ ପରିଶ୍ରାବାଟେ ବାହାରିପାରି ନଥାଏ ତେଣୁ ରକ୍ତରେ ଫସଫରସର ମାତ୍ରା ବଢିଯାଏ । ଏହି ଫସଫରସର ବୃଦ୍ଧି ହାଡରୁ କ୍ୟାଲସିୟମକୁ ବାହାର କରିଦିଏ ।

ଫସଫରସର ମାତ୍ରା ବଢିବା ଯୋଗୁଁ ଅନେକ ଜଟିଳତା ଯେପରିକି ଜୁର୍ବେଣ୍ଡଇହେବା ମାଂସପେଶୀ ଓ ହାଡ ଦୂର୍ବଳ ହେବା, ହାଡରେ ଯନ୍ତ୍ରଣା ହେବା, ହାଡ ଅନମନୀୟ ହେବା ଏବଂ ଗଣ୍ଠିରେ ଯନ୍ତ୍ରଣା ହେବା ଦେଖାଯାଏ । ଏହି ହାଡର ଅନମନୀୟତା ଯୋଗୁଁ ହାଡ ଭାଙ୍ଗିବାର ସମ୍ଭାବନା ବଢିଯାଏ ।

କେଉଁ ଉଚ୍ଚ ଫସଫରସ ଯୁକ୍ତ ଖାଦ୍ୟ କମ୍ ଖାଇବା ବା ଏଡାଇଦେବା ଉଚିତ ? ଉଚ୍ଚ ଫସଫରସ ଯୁକ୍ତ ଖାଦ୍ୟ ହେଉଛି -

ଦୂଗଧ ଏବଂ ଦୂଗଧ ଜିନିଷ : ଲହୁଣୀ, ଛେନା, ଚକୋଲେଟ, ରାବିଡି, ପନିର, ଆଇସକ୍ରିମ, ମିଲକ ସେକ ଇତ୍ୟାଦି ।

ଶୁଖୁଲା ଫଳ : କାଜୁ, ପିସ୍ତା, ନଡିଆରେକାରା ଗୁଣ୍ଡ (ଶୁଝଲା), ଆଲମଣ୍ଡ, ଅଖରୋଟ । o ଥଣ୍ଡା ପାନୀୟ : କୋକାକୋଲା, ଫାO, ମାଜା, ଫୁଟି, ବିୟର । o ପରିବା : ଗାଜର, ସାରୁପତ୍ର, ମକା, ବାଦାମ, ମଟର ଛୁଇଁ, କନ୍ଦମୂଳ । o ପ୍ରାଣୀଜ ପ୍ରୋଟିନ : ମାଂସ, ଟିକେନ, ମାଛ, ଅଣ୍ଡା ।

୭. ଉଚ୍ଚ ଭିଟାମିନ୍ ଏବଂ ତ୍ୟୁଜ ଖାଦ୍ୟ ଗ୍ରହଣ

ଡାୟାଲିସିସ୍ ପୂର୍ବରୁ ସିକେଡି ରୋଗୀ ଉଚିତମାତ୍ରାର ଭିଟାମିନ ଖାଇପାରୁ ନଥୁବାରୁ, ସ୍ଵତନ୍ତ୍ର ପ୍ରଣାଳୀରେ ରାନ୍ଧି ପୋଟାସିୟମ ବାହାରକରି ଦିଆଯାଉଥୁବା ଯୋଗୁଁ ଏବଂ ଭୋକ ନଲାଗୁଥୁବା ଯୋଗୁଁ ଖାଦ୍ୟ ଖାଇପାର୍ଗ’ ନାହିଁ । କେତେକ ଭିଟାମିନ - ବିଶେଷକରି ଜଳ ଦ୍ରବିଭୁତ ହେଉଥୁବା ବି ଏବଂ ସି, ଫୋଲିକ ଏସିଡ ଅନ୍ୟାନ୍ୟ ଡାୟାଲିସିସ୍ ସମୟରେ କ୍ଷୟ ହୋଇଯାଏ ।

କ୍ଷତି ପୂରଣ ପାଇଁ, ପର୍ଯ୍ୟାପ୍ତ ପରିମାଣର ଭିଟାମିନ ଗ୍ରହଣକରି ନପାରୁଥବା ଯୋଗୁଁ, କିମା ସେସବୁ ଭିଟାମିନର କ୍ଷୟ ଯୋଗୁଁ ସି କୋ ଡି ରୋଗୀ ଜଳରେ ଦ୍ରବୀଭୂତ ହୋଇପାରୁଥବା ଭିଟାମିନ ଏବଂ କମ ମିଳୁଥୁବା ଭିଟାମିନ ଆବଶ୍ୟକ କର୍ଗ’ । ସି କୋ ଡି ରୋଗୀଙ୍କ ପାଇଁ ଅଧୁକ ତଯୁକ୍ତ ଖାଦ୍ୟ ଅଧୁକ ଉପଯୋଗୀ । ତେଣୁ ରୋଗୀକୁ ଅଧୁକ ମାତ୍ରାର ସତେଜ ଫଳମୂଳ ପନିପରିବା ଯାହାକି ଭିଟାମିନରେ ଭରି ପୂର୍ଣ୍ଣ ହୋଇଥୁବା ସହ ଅଧକ ତଯୁକ୍ତ ହୋଇଥୁବ ତାକୁ ଖାଇବାପାଇଁ ପରାମର୍ଶ ଦିଆଯାଏ ।

ପ୍ରତିଦିନ ଖାଦ୍ୟର ପରିକଳ୍ପନା :

ସି କୋ ଡି ରୋଗୀଙ୍କ ପାଇଁ ପ୍ରତିଦିନ ଖାଉଥବା ଖାଦ୍ୟ ଏବଂ ପାନୀୟ ଖାଦ୍ଯ ନିରେଖକାରୀଙ୍କ ତ0]ବଧାନରେ ଯୋଜନା କରାଯାଇ ଏକ ଚିଠା ପ୍ରସ୍ତୁତ ହୋଇଥାଏ । ଯାହାକି ନେଫ୍ରେଲୋଜିଷ୍ଟଙ୍କ ପରାମର୍ଶ ଅନୁସାରେ କରାଯାଇଥାଏ ।

ଖାଦ୍ୟର ଯୋଜନା ପାଇଁ ସାଧାରଣ ନିୟମ

୧. ଜଳ ଏବଂ ତରଳ ଖାଦ୍ୟ ଗ୍ରହଣ : ଡାକ୍ତରଙ୍କ ପରାମର୍ଶ କ୍ରମେ ତରଳ ଖାଦ୍ୟର ନିୟନ୍ତ୍ରଣ କରାଯାଏ । ପ୍ରତ୍ୟେକ ଦିନର ଓଜନ ଚିଠା ପ୍ରସ୍ତୁତ ଜରୁରୀ କାରଣ କୌଣସି ଅସ୍କାଭାବିକ ଓଜନ ବୃଦ୍ଧିକାରୀ ତରଳ ଖାଦ୍ୟର ବୃଦ୍ଧିକୁ ସୂଚିତ କରେ ।

୨୬ କାର୍ବୋହାଇଡ୍ରୋଡ : ଏହା ନିଶ୍ଚିତ ହେବା ଜରୁରୀ ଯେ ଶରୀର ଆବଶ୍ୟକ ପରିମାଣର ଶକ୍ତି ବା

କ୍ୟାଲୋରୀ ସନ୍ଦିତ ଡାଲି ଏବଂ ଶସ୍ୟ ଜାତୀୟ ଖାଦ୍ୟ ପାଉଛି । ରୋଗୀ ଯଦି ମଧୁମେହ ରୋଗରେ ପାଡିତ ହୋଇ ନଥବେ ତେବେ ସେ ଚିନି କିମା ଗ୍ଲୁକୋଳ ଅବା ଖାଦ୍ୟ ଖାଇପାରିବ ।

ପ୍ରେଟିନ : କ୍ଷୀର, ଶସ୍ୟ ଓ ଡାଲିଜାତୀୟ ଖାଦ୍ୟ, ଅଣ୍ଡା, କୁକୁଡ଼ା ମାଂସ ହେଉଛି ପ୍ରୋଟିନର ମୁଖ୍ୟ ଆଧାର । ସି କୋ ଡି ଆକ୍ରା’ ରୋଗୀ ଯାହାର ଡାୟାଲିସିସ୍ ଆରମ୍ଭ ହୋଇନଥାଏ ସେମାନେ ଖାଦ୍ୟରେ ପ୍ରୋଟିନର ମାତ୍ରାକୁ କମାଇଦେବା ଉଚିତ । ସେମାନେ ଶରୀର ଓଜନର ଏକ କିଲୋଗ୍ରାମରେ o.o୮ ଗ୍ରାମ ଅନୁସାରେ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦିଆଯାଏ । ଥରେ ଡାୟଲିସିସ୍ ଆରମ୍ଭ ହୋଇଗଲେ ରୋଗୀଙ୍କୁ ଅଧକ ମାତ୍ରାର ପ୍ରୋଟିନ ଖାଇବାକୁ ପରାମର୍ଶ ଦିଆଯାଏ (ବିଶେଷ ଭାବରେ ପେରିଟୋନିଏଲ ଡାୟଲିସିସ୍ ରୋଗୀ) ପ୍ରାଣୀଳ ପ୍ରୋଟିନକୁ ଏଡାଇଯିବା ଉଚିତ । ଯେପରିକି ମାଂସ, ଚିକେନ, ମାଛ ଇତ୍ୟାଦି ଯେଉଁଥୁରେ ଅଧୂଳ ପ୍ରୋଟିନ, ପୋଟାସିୟମ ଏବଂ ଫସଫରସ ରହିଥାଏ । ସି କୋ ଡି ରୋଗୀଙ୍କ ପାଇଁ ସମସ୍ତ ପ୍ରାଣୀଜ ପ୍ରୋଟିନ କ୍ଷତିକାରକ ହୋଇଥାଏ ।

ଫଖ୍ୟାଟ୍ 'ବା’ ଚର୍ବି : ଖାଦ୍ୟରେ ଚର୍ବି ଓ ତେଲର ପରିମାଣ କମାଇଦେବା ଉଚିତ୍ କି ପୁରାପୁରି ଘିଅ, ଲହୁଣୀକୁ କମାଇଦେବା ଉଚିତ । କାରଣ ଏଗୁଡିକ କ୍ଷତିକାରକ ହୋଇପାରେ । ସାଧାରଣତଃ ସୋୟାବିନ ତେଲ, ବାଦାମ ତେଲ, ଶରୀର ପାଇଁ ଭଲ କି ଏହା ମଧ୍ୟ ସୀମିତ ପରିମାଣରେ ଖାଇବା ଉଚିତ ।

ଲୁଣ : ଅନେକ ରୋଗୀଙ୍କୁ କମ୍ ଲୁଣଯୁକ୍ତ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଖାଇବା ସମୟରେ ଲୁଣ ଛି0ଛି0 ଖାଇବା ଉଚିତ୍ ନୁହେଁ । ଖାଦ୍ୟ ରାନ୍ଧିବାରେ ବେକିଙ୍ଗ ପାଉଡର ଦେଇ ଖାଦ୍ୟ ରାନ୍ଧିବା ଉଚିତ ନୁହେଁ କିମ୍ବା ସୀମିତ ପରିମାଣର କୃଚିତ୍ର ବ୍ୟବହାର କରାଯାଇପାରେ । ଲୁଣର ବିକଳ୍ପ ବ୍ୟବହାର କରିବା ଅନୁଚିତ୍ତ କାରଣ ସେଥୁରେ ମଧ୍ୟ ଅଧୁକ ମାତ୍ରାର ପୋଟାସିୟମ &|《I |

ଶସ୍ୟ : ଚାଉଳ, ଚୁଡ଼ା, ମୁର୍ତି ଏବଂ ଅନ୍ୟାନ୍ୟ ଚାଉଳରୁ ନିର୍ମିତ ଖାଦ୍ୟ, ଚାଉଳଭଜା ଇତ୍ୟାଦି ଖୁଆ ଯାଇପାରେ । ଏହାର ସାଦରେ ପରିବOନ କରିବା ପାଇଁ ଜଣେ ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଖାଦ୍ୟ ଖାଇପାରେ ସେଗୁଡିକ ମଧ୍ୟରେ ଗହମ, ଚାଉଳ, ଚୂଡା. ସାଗୁ, ସିମେଇ, ସବୁପ୍ରକାର ଗହମ ଜାତୀୟ ଖାଦ୍ୟ ଯଥା ମଇଦା, କର୍ଣ୍ଣଫେକ୍ଟ, ବାଲି, ବାଜର, ମକା ଇତ୍ୟାଦିକୁ ମଧ୍ୟ ବଦଳାଇ ବଦଳାଇ ଏବଂ କମ ପରିମାଣରେ ଖୁଆଯାଇପାରେ ।

ଡାଲିଜାତୀୟ : ବିଭିନ୍ନ ପ୍ରକାରର ଡାଲି ବଦଳାଇ ବଦଳାଇ ଖୁଆଯିବା ଦ୍ବାରା ସାଦର ପରିବOନ ହେବା ସହ ଖାଦ୍ୟ ରୁଚି ବଢାଇଥାଏ । ଯେହେତୁ ଡାଲି ତରଳ ଆକାରରେ ରନ୍ଧାଯାଏ ସେହି ଡାଲି ପାଣିକୁ ମଧ୍ୟ ତରଳ ମାପର ଗଣତିରେ ଗଣାଯାଏ । ଯଦି ସମ୍ଭବ ଡାଲି ପତଳା ନକରି ବହଳିଆ କରିପାରିବେ । ଡାକ୍ତରଙ୍କ ସୂଚନା ମୁତାବକ ଡାଲିର ପରିମାଣ ଅନୁସାରେ ଖୁଆଯାଇ ପାଗେ ।

ଡାଲିରୁ ପୋଟାସିୟମ ମାତ୍ରା କମାଇବା ପାଇଁ ଡାଲିକୁ ଗରମ ପାଣିରେ ବଢୁରାଇ ସାରିବା ପରେ ସେ ପାଣିକୁ ଫିଙ୍ଗିଦେବେ ତାପରେ ଡାଲିକୁ ଫୁଟାଇ ସିଝିଗଲେ ସେ ପାଣିକୁ ଫିଙ୍ଗିଦେବେ । ତା ପରେ ଡାଲିକୁ ଗୁଛି ମୁତାବକ ରାନ୍ଧି ଖାଇପାରିବ । ଡାଲି ଓ ଭାତ ପରିବର୍ତ୍ତେ0 ଜଣେ ଖେଚୁଡି କିମା ଦୋସା ମଧ୍ୟ ଖାଇପାରିବ ।

ପନିପରିବା : କମ ପୋଟାସିୟମ ଯୁକ୍ତ ପରିବା ଜଣେ ବିନା ଦ୍ଵିଧାରେ ଖାଇପାରିବ । କି' ଉଚ୍ଚ ପୋଟାସିୟମ ଅବା ପରିବାକୁ ନିଶ୍ଚିତଭାବରେ ବିଭିନ୍ନ ପଦ୍ଧତି ଅବଲମ୍ବନକରି ପୋଟାସିୟମ ମାତ୍ରାକୁ ବାହାର କରିଦେଇ ଖାଇବାକୁ ହେବ । ସାଦ ବଢାଇବା ପାଇଁ ସେଥରେ ଲେମ୍ବୁରସ ମିଶାଯାଇପାରେ ।

ଫଳ : କମ ପୋଟାସିୟମ ଯୁକ୍ତ ଫଳ ଯେପରିକି ସେଓ, ଅମୃତଭଣ୍ଡା ବେରୀ ଇତ୍ୟାଦି ଦିନକୁ ଥରେ ଖୁଆଯାଇପାରେ । ଡାୟଲିସିସ୍ ଦିନ ରୋଗୀ ଫଳରସ ଓ ପଇଡ ପାଣି ବଦଳରେ ଗୋଟିଏ ଫଳ ଖାଇପାରିବ । ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ : ୩୦୦ ରୁ ୩୫୦ ମି.ଲି କ୍ଷୀର କିମ୍ବା କ୍ଷୀରରେ ତିଆରି ଜିନିଷ ଯଥା - ଝରି, ଦହି, ମିଠା, ଆଇସକ୍ରିମ ଇତ୍ୟାଦି ଖୁଆଯାଇପାରେ । କି. ମାତ୍ରାଧୂକ ତରଳକୁ ଏଡାଇବା ପାଇଁ ଏହି ଜିନିଷ ନିୟନ୍ଧିତ ପରିମାଣରେ ଖାଇବା ଉଚିତ । ଅଣ୍ଡା ପାନୀୟ : ପେପ୍ସି, ଫାo, ଫୁଟିକୁ ନିଶ୍ଚିତ ଭାବରେ ଆଡ଼େଇଦେବା ଉଚିତ୍ ହେବ । ଫଳରସ କିସା ପଇଡ ମଧ୍ୟ ପିଇବା ଅନୁଚିତ ।

ଶୁଷ୍କ ଫଳ : ଶୁଦ୍ଧଫଳ, ଚିନାବାଦାମ, ସିସ ମି. ଶୁଝଲା କଟା ନଡିଆକୋରା ଇତ୍ୟାଦିକୁ ମଧ୍ୟ ଏଡାଇଦେବା ଉଚିତ ।

ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate