ଅନୁସୂଚୀତ ଜାତି ଓ ଜନଜାତି ( ନିର୍ଯ୍ୟାତନା ନିବାରଣ ) ଆଇନ୍
ହରିଜନ ଅକ୍ଷମତାର ଉଚ୍ଛେଦ ଆଇନ୍
- ବିହାର ହରିଜନ (ନାଗରିକ ଅକ୍ଷମତାର)ଆଇନ୍, ୧୯୪୯ (୧୯୪୯ ବିହାର ଆଇନ୍,୧୯) ।
- ବମ୍ବେ ହରିଜନ ( ସାମାଜିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୬ (୧୯୪୭ର ବମ୍ବେ ଆଇନ୍, ୧୦)।
- ବମ୍ବେ ହରିଜନଙ୍କ ମନ୍ଦିର ପ୍ରବେଶ ଆଇନ୍ (୧୯୪୭ ର ବମ୍ବେ ଆଇନ୍,୩୫) ।
- ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବିହାର ଅନୁସୂଚିତ ଜାତି (ନାଗରିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୭ (୧୯୪୭ ର ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ ବିହାର ଅନୁସୂଚିତ ଜାତି ଆଇନ୍,୨୪) ।
- ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବିହାର ମନ୍ଦିର ପ୍ରବେଶର କ୍ଷମତାପନ୍ନ ଆଇନ୍, ୧୯୪୭ (୧୯୪୭ ର ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ ବିହାର ଆଇନ୍, ୪୧) ।
- ପୂର୍ବ ପଞ୍ଜାବ ( ସାମ୍ପ୍ରଦାୟିକ ଏବଂ ସାମାଜିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୮ (୧୯୪୮ର ପୂର୍ବ ପଞ୍ଜାବ ଆଇନ୍ ୧୬) ।
- ମାଡ୍ରାସର ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍ ୧୯୩୪ (୧୯୩୪ର ମାଡ୍ରାସ ଆଇନ୍ ୨୧) ।
- ଓଡିଶାର ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୬ (୧୯୪୬ର ଓଡିଶା ଆଇନ୍)।
- ଓଡିଶାର ମନ୍ଦିର ପ୍ରବେଶ କ୍ଷମତାପନ୍ନ ଆଇନ୍ ୧୯୪୮ (୧୯୪୮ର ଓଡିଶା ଆଇନ୍ ୧୧) ।
- ୟୁନାଇଟେଡ୍ ପ୍ରୋଭିନ୍ସ ସାମାଜିକ ଅକ୍ଷମତା ଉଚ୍ଛେଦ ଆଇନ୍ ୧୯୪୭ ୧୫୪୭ର ଉତ୍ତରପ୍ରଦେଶ ଆଇନ୍ ୧୪) ।
- ପଶ୍ଚିମବଙ୍ଗ ହିନ୍ଦୁ ସାମାଜିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୮( ୧୯୮୮ର ପଶ୍ଚିମବଙ୍ଗ ଆଇନ୍ ୩୭)।
ହରିଜନ ମନ୍ଦିର ପ୍ରବେଶ ନିୟମ
- ହାଇଦ୍ରାବାଦ ହରିଜନ ମନ୍ଦିର ପ୍ରବେଶ ନିୟମ, ୧୯୫୮ ଚ (୧୩୮୫ ଚ ଫାଇସଲିର ୧୧)।
- ହାଇଦ୍ରାବାଦ ହରିଜନ (ସାମାଜିକ ଅକ୍ଷମତା ଉଚ୍ଛେଦ ) ନିୟମ, ୧୩୫୮ (୧୩୫୮ ଚ ଫାଇସଲିର ୫୬)।
- ମଧ୍ୟ ଭାରତ ହରିଜନ ଅଯୋଗ୍ୟତା ନିବାରଣ ବିଧାନ,ସାମ୍ବତ, ୨୦୦୫ (୧୯୪୯ ର ମଧ୍ୟଭାଗରତ ଆଇନ୍ ନଂ ୧୫) ।
- ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୩ (୧୯୪୩ର ମହୀଶୂର ଆଇନ୍, ୧୪) ।
- ମହୀଶୂର ମନ୍ଦିର ପ୍ରବେଶ ଅଧିକାର ଆଇନ୍, ୧୯୪୮ (୧୯୪୮ର ମହୀଶୂର ଆଇନ୍ ୧୪) ।
- ସୌରଷ୍ଟ୍ର ହରିଜନ ( ସାମାଜିକ ଅକ୍ଷମତା ଉଚ୍ଛେଦ )ହୁକୁମ (୧୯୪୯ ର ନଂ ୪୦) ।
- ଟ୍ରାଭାନ୍କୋର- କୋଚିନ୍ ସାମାଜିକ ଉଚ୍ଛେଦ ଆଇନ୍, ୧୧୨୫ (୧୧୨୫ର ଟ୍ରାଭାନ୍କୋର- କୋଚିନ୍ ଆଇନ୍,୨୭) ।
- ଟ୍ରାଭାନ୍କୋର- କୋଚିନ୍ ମନ୍ଦିର ପ୍ରବେଶ (ଅକ୍ଷମତା ଉଚ୍ଛେଦ ) ଆଇନ୍, ୧୯୪୯(୧୯୪୦ର କୁର୍ଗ ଆଇନ୍ କୁର୍ଗ ଆଇନ୍ ୧)।
- କୁର୍ଗ ମନ୍ଦିର ପ୍ରବେଶ ଅଧିକାର ଆଇନ୍, ୧୯୪୯ (୧୯୪୯ କୁର୍ଗ ଆଇନ୍ ୨) ।
ଆଧାର-ମାନସ ଜେନା
E-mail :deveini@rediffmail.com
Last Modified : 2/23/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.