Heritable Property : ମହମଡାନ ଆଇନ ରେ ଚଳନ୍ତି, ଅ ଚଳନ୍ତି ,ପୈତୃକ ବା ସ୍ଵଉପାର୍ଜିତ ସମ୍ପତ୍ତି ବୋଲି କିଛି ନଥାଏ ।
ଗୋଟିଏ joint ପରିବାରର କୌଣସି ଜଣେ ମେମ୍ବର ଯଦି ନିଜ ଆୟରୁ ସଂପତ୍ତି କିଣେ , ସେ ସଂପତ୍ତି ତା ନିଜର ହୁଏ ।
ମାତ୍ର ଯଦି ଇଜ୍ୟମାଲି ପରିବାର ଆୟର Surplus ଧନରେ କିଣା ଯାଇଥାଏ ମାତ୍ର joint ପରିବାରର ସଂପତ୍ତି ଧରାଯାଏ । A 1976 Mad 84. A 1983 mad 123 ।
Birth Right not recognized : -
ଜଣେ ଉତ୍ତରାଧିକାରୀ ସତ୍ତ୍ୱେ କେବଳ ପିତୃପୁରୁଷ ମଲେ ହିଁ ଆସିବା । ମୁସଲମାନ ଉତ୍ତରାଧିକାରୀ ଜନ୍ମଗତ ଅଧିକାର ନାହିଁ ।
ଯଥା :- କ ର ଗୋଟିଏ ପୁଅ ଖଥାଇ ମଧ୍ୟ ତା ସଂପତ୍ତିକୁ ସେ "ଗ" ଦତ୍ତ କରିଦେଲେ । ଖ ଉକ୍ତ ଦତ୍ତପତ୍ରକୁ" କ" ର ଜୀବନକାଳ ମଧ୍ୟ ଚଞ୍ଚଳ ପୂର୍ଣ୍ଣକହି ରଦ୍ଦ କରିବା ପାଇଁ ମୋକଦ୍ଦମା ଦାଏର କଳା । ଉକ୍ତ ମୋକଦ୍ଦମା ନିଶ୍ଚିତ ଭାବରେ ଡିସମିସ ହେବ , କାରଣ " କ" ର ସଂପତ୍ତି ପକ୍ଷେ ଖର କୌଣସି ସତ୍ତ୍ଵ ନାହିଁ ।
କିନ୍ତୁ ସିହା ଆଇନ ଅନୁଯାୟୀ ଏହା ହୋଇପାରିବ । ଯଥା :- ଜଣେ ସନି ମହମଡାନ A ର 2 ଟି ପୁଅ B o C.A ବଞ୍ଚିଥିବା ସମୟରେ B ମରିଗଳ ତାର ଗୋଟିଏ ପୁଅ D କୁ ଛାଡି । ତାପରେ A ମଲା ତାର ପୁଅ C ଓ ନାତି D କୁ ଛାଡି । ଏକ୍ଷେତ୍ର Aର ସମସ୍ତ ସମ୍ପତ୍ତି C ଉପରେ ନ୍ୟସ୍ତ ହେବ । Dର କୌଣସି ସମ୍ପତ୍ତି ନାହିଁ କି ସେ କିଛି ସମ୍ପତ୍ତି ଦାବି କରିପାରିବ ନାହିଁ ।
1905 (33 Cal 173)
In abdul bari Vrs. Nasir Ahamade (33) A. 10142 IC330 P.C.says that” The Son of predeceased son is therefore not an heir .
A husband gives immoveable property to his wife in lieu of dowar and agree not to claim any share of it as her heir on her death. The High court of Allahabad has held that it is ending on the husband.
Nasir-al-Hog vrs . Fszul Raheman
1911 (33) All 457 (9 IC 530) .
ଜଣେ ଭାବି ବା ଭବିଷ୍ୟତରେ ଉତ୍ତରାଧିକାରୀ ହେବ ବୋଲି ଭାବି କୌଣସି ସଂପତ୍ତି ତ୍ୟାଗ ଓ ବିକ୍ରି କରିପାରିବ ନାହିଁ । କଲେ ବା ହେଲେ ତା ଅସିଦ୍ଧ ହେବ ।
ଯଥା:- ଜଣେ ମୁସଲିମ A ର ପୁଅ B ଓ ଝିଅ C Aତା ଝିଅ . C କୁ ଟ 1000/- ଟଙ୍କା ଦେଇ ତା ଠାରୁ ଗୋଟେ ରସିଦ ଆଣିଲେ ଓ C ସେ ଟ 1000-/ ପାଇ ବା ଓ ବାପା ସମ୍ପତ୍ତିରୁ ତାର ସମ୍ମତି ନେବ ନାହିଁ ଲେଖି ଦେଲେ । (ବା ତା ଅଂଶକୁ ତ୍ୟାଗ କଳା ତାର କିଛି ନ ଦିନ ପରେ “ A” ବାପ ମଲା = Held :- ବାପା ମଲାପରେ ଝିଅର ଯାହା ଅଂଶ ସେ ପାଇବ ମାତ୍ର ଟ1000/- ( କଣ ଖର୍ଚ୍ଚ କଳା ତାର ଗୋଟେ ହିଷବା ଦେବ । 1906 (3/7 Bom165 ) ।
ମୁସଲିମ ଆଇନରେ life state ( ଜୀବ ସତ୍ତ୍ଵ ପାଇବା ନାହିଁ । ତେଣୁ ଯାହାକୁ କୌଣସି ସଂପତ୍ତି କିଛି ସର୍ତ୍ତ ରାଖୀ ଦତ୍ତ କରାଯାଇଥାଏ , ତାହା କେବଳ ତାରି ଜୀବଦଶ ପର୍ଯ୍ୟନ୍ତ ନୁହେଁ। ବରଂ ତାର ଦତ୍ତ Absolute ଦତ୍ତ ସଂପତ୍ତି ହୋଇଥାଏ ।
Vested Inheritance :- ସତ୍ତ୍ଵ ଠାରେ ଉଦ୍ଭବ ହେଲେ ତାହା ଆଉ ଫେରେ ନାହିଁ ।
ଯଥା :- Aର ପୁଅ B ଓ ଝିଅ ,C,B ମଧ୍ୟ ଗୋଟିଏ ପୁଅ ଅଛି D । A ମାରିବା ପରେ ପରେ ତାର ସଂପତ୍ତି ଭାଗବାଣ୍ଟ ହେବା ପୂର୍ବରୁ Bର 2/3 ଓ ଝିଅର 1/3 ଯାହାପାଇବାର ଥିଲା । ସେହିପରି ବାଣ୍ଟ ହେବ ଓ “B” ଓ 2/3 ଅଂଶ ସଂପତ୍ତି ତାର ପୁଅ “ D” ପାଇବ ।
(କ) ହିନ୍ଦୁ ଆଇନ , ଭଳି ମୁସଲିମ ଆଇନରେ Joint family ବା Joint Family Business ବା ଇଜିମାଇଲ ପରିବାର ବା ଇଜିମାଇଲ ସଂପତ୍ତି ବୋଲି କିଛି ନାହିଁ । ମାତ୍ର ଯଦି ମୂଳ କର୍ତ୍ତା କିଛି ସଂପତ୍ତି Acquire କରେ ବା କିଣି କରି କିଛି ମିଶାଏ ତା ଅନ୍ତେ ପୈତୃକ ସଂପତ୍ତି ଭାବେ ବଣ୍ଟା ହୁଏ ।
(ଖ) A ଜଣେ ମୁସଲିମ ମଲାପରେ , ତା ର ବଡ ପୁଅ B ବାପର Business କୁ continue କଲା ଓ ସେହିପରି B ମଲାପରେ ତାର ପୁଅ C ମଧ୍ୟ Business କୁ ଚଳାଇଲା । ମାତ୍ର ଅଂଶୀଦାର ମାନଙ୍କ ଉକ୍ତ ପୈତୃକ ସମ୍ପତ୍ତି Business ର ଆୟ ବ୍ୟୟ ହିସାବ ନେବାର ଅଧିକାର ଅଛି ।
(ଗ) ଗୋଟିଏ ମୁସଲିମ ପରିବାର ସମସ୍ତ ଲୋକଙ୍କ ଦ୍ଵାରା ଚାଲୁଥିବା Business ତା ମାନେ ନୁହେଁ ଯେ ଏହା , ତାଙ୍କର joint family Business like Hindu Cow ମୁସଲିମ ଆଇନରେ ଏପରି joint Business is , for the Benefit of the include a minor (ଏ Business ସମସ୍ତ ପରିବାରର ଲୋକ ଯେପରିକି ନାବାଳକ ଉପକାର ପାଇଁ । )
Homicide : ମୁନି ଆଇନରେ ଜଣେ ଯଦି ଯାହା ନାମରେ ସମ୍ପତ୍ତି ଥିବା ଲୋକକୁ ଜାଣିଶୁଣି ବା ଭୁଲରେ ତାକୁ ହତ୍ୟା କରେ । ସେ ଉତ୍ତରାଧିକାରୀ ସତ୍ତ୍ଵରୁ ବଞ୍ଚିତ ହୁଏ ।
ସିହା ଆଇନରେ ଯଦି ଜଣେ ଜାଣିଶୁଣି ସମ୍ପତ୍ତି ପାଇବା ଆଶାରେ ମାଗି ନଥିବ ତେବେ ସେ ଉତ୍ତରାଧିକାରୀ ହୋଇପାରିବ ।
ମୁସଲିମର ପୁରୁଣା ପ୍ରଥା ବା ଆଇନ ଅନୁସାରେ କୌଣସି ଝିଅ ତାର ବାପାଙ୍କ ସଂପତ୍ତିରେ ଉତ୍ତରାଧିକାରୀ ହୋଇପାରୁନଥିଲା । ଏପରିକି କୌଣସି କେବେ ନ ଥିଲା ବୋଲି ଧରାଯିବ ।
ଓଉଦ (Oud) ରାଜ୍ୟର ଜମିଦାର ବା ରାଜାମାନଙ୍କ ଆବାଦ ଅନୁଯାୟୀ ରାଜା ମଲେ ତାର ବଡ ପୁଅ ଉକ୍ତ ରାଜ୍ୟର ଉତ୍ତରାଧିକାରୀ ହେବ । କୌଣସି ଝିଅ ବା ଝିଅର ପୁଅ ମଧ୍ୟ ଉତ୍ତରାଧିକାରୀ ହୋଇପାରିବ ନାହିଁ ।
ଏହି Law of primogemitar ଅନୁଯାୟୀ ହୁଏ । ଏହା କେବଳ (Agent ମାନଙ୍କ ପାଇଁ ଉଦ୍ଦିଷ୍ଟ) ।
Hanafi Law of Inheritance
1 ନମ୍ବରରେ ଥିବା ଅଂଶୀଦାରମାନେ ତାଙ୍କର ଧାର୍ଯ୍ୟ ଭାଗ ନେଇ ସାରିବା ପରେ ବଳକା ସଂପତ୍ତି ଆଉ ଯିଏ ଯିଏ ରହିଲେ ପାଇବେ ।
ଯଥା ଅଂଶୀଦାର ଓ ରେସିଡୁଆରୀ ।
ଜଣେ ମୁସଲମାନ ମଲେ ତାର ସଂପତ୍ତିରୁ ପ୍ରଥମେ ତାର ମରଣ ଖର୍ଚ୍ଚ , ଥିବା ଋଣ ଓ will ଉଇଲରେ କାହାକୁ ଦେଇଥିବା ସଂପତ୍ତି ବାଦ , ନମ୍ବର 1 ଅଂଶୀଦାରମାନଙ୍କ ତାଙ୍କ ଅଂଶ ବାବଦକୁ ସଂପତ୍ତିରୁ ଭାଗ ଦିଆଯିବ । ଏହା ପରେ ଯାହା ସଂପତ୍ତି ରହିଲେ ତାକୁ ତାର ଉତ୍ତରାଧିକାରୀମାନେ ପାଇବେ । ଯଦି 1 ନମ୍ବର ଓ 2 ନମ୍ବର ଅଂଶୀଦାର ଉତ୍ତରାଧିକାରୀମାନେ ନଥାନ୍ତି ତେବେ ତା ସଂପତ୍ତି ତାର କୌଣସି ଦୂର ରକ୍ତ (Distant kindered) ସମ୍ପର୍କୀୟମାନେ ପାଇବେ ।
ମାତ୍ର ଯଦି ଜଣେ ମୁସଲମାନ ତାର ସ୍ତ୍ରୀକୁ ରଖି ମରେ କିନ୍ତୁ 1 ନମ୍ବର ବା 2 ନମ୍ବରମାନେ ନ ଥାନ୍ତି , ସେ ଜାଗାରେ ତାର ସ୍ତ୍ରୀ ନିଏ ¼ th and Distant Kinderd ବଳକା ସଂପତ୍ତି ନିଏ । ସେହିପରି ଗୋଟିଏ ସ୍ତ୍ରୀ ମରିଗଲେ ତା ମରିଗଲେ ତାର ସ୍ଵାମୀ ନିଏ ½ ଓ ବଳକା ସଂପତ୍ତିକୁ Distant kindered ନିଏ ।
ଯଥା :-
Amina Bibi died. The petitioner who is amina s paternal uncle’s son’s son’s son was substituted .
(Vide A 1973 orissa 129)
ତେବେ କେଉଁମାନେ Sharers :- ଯଥା ବାପା, ବାପାଙ୍କର ବାପା ଓ ତାଙ୍କ ବାପା ।
ମାତ୍ର ବାପା ଥିଲେ ଅନ୍ୟ 2 ଜଣ ଅଂଶ ପାଇବାରୁ ବଞ୍ଚିତ ହେବେ ।
ସେହିପରି ପୁଅ, ପୁଅର ପୁଅ ବା ତାର ପୁଅ ମଧ୍ୟରୁ ପୁଅ ନାତି ଓ ଅଣନାତିଙ୍କର ପ୍ରଶ୍ନ ଉଠେନା ।
ସେହିପରି Distant Kindered ରେ ଝିଅର ପୁଅ ବା ଝିଅର ପୁଅର ପୁଅ ଥିଲେ କେବଳ ଝିଅର ପୁଅ ପାଇବ ମାତ୍ର ଝିଅର ପୁଅର ପୁଅ ପାଇବ ।
ସଂଜ୍ଞା :-
False Grand father : ମାଙ୍କ ବାପା , ମାଙ୍କ ମାଙ୍କ ବାପା , ମାଙ୍କ ବାପାଙ୍କ ବାପା , ବାପାଙ୍କ ମାଙ୍କ ବାପା (Cognet)
False Grand mother:- ମାଙ୍କ ବାପାଙ୍କ ମା
ଖ ଓ ଘ ଚିହ୍ନିତ ମାନେ ଦୂର ସମ୍ପର୍କୀୟ ହିସାବରେ ଆସିବେ ।
ଜଣେ ମୁସଲିମର ମୃତ୍ୟୁ ପରେ , ମୃତ୍ୟୁକାଳୀନ ପ୍ରାର୍ଥନାରେ ତାର ପିତୃମାତୃମାନଙ୍କ ବଂଶାବଳିଙ୍କ ନାମରେ ପ୍ରାର୍ଥନା କରାଯାଏ ।
ଅଂଶୀଦାର
ପୁରୁଷ ହେଉ ବା ସ୍ତ୍ରୀ ଲୋକ ହେଉ ଜଣେ ମୁସଲିମ ମରିଗଲେ , ତାର ମୃତ୍ୟୁ କାଳୀନ ଖର୍ଚ୍ଚ , ତାଙ୍କ ଦ୍ଵାରା କରାଯାଇଥିବା ରୁଣ ଓ ସେ ଆରେ Will ରେ କାହାକୁ ଦେଇଥିବା ସମ୍ପତ୍ତିକୁ ବାଦ ଦେଇ ଆଉ ଯାହା ରହିଲା ତହିଁରେ ପ୍ରଥମ ଅଂଶୀଦାର ମାନେ କିଏ 2 ଅଛନ୍ତି ତଳ ତାଲିକା ଅନୁଯାୟୀ ସେମାନଙ୍କୁ ଭାଗ ଦେବାକୁ ପଡିବ :-
ଯଥା :-
ଅଂଶୀଦାରମାନଙ୍କର ତାଲିକା ଓ ଅଂଶ
ଅଂଶୀଦାର – ଅବସ୍ଥା ଚକ୍ରେ ଅଂଶ ପରିବର୍ତ୍ତନ
ବାପା |
1/6 |
ପୁଅ ବା ପୁଅ ଥିଲେ ଏମାନେ ନ ଥିଲେ ସେ ରେସିଡୁଆରି ହିସାବରେ ନେବେ । |
ଜେଜେ ବାପା |
1/6 |
ଏଯନ ଓ (1 ନମ୍ବର ନଥିଲେ) |
ସ୍ଵାମୀ |
1/4 |
ଏଯନ ମାତ୍ର 1/2 ଯଦି ପୁଅ ବା ପୁଅରୁ ପୁଅ ନଥାନ୍ତି । |
ସ୍ତ୍ରୀ |
1/8 |
ଗୋଟିଏ ବା ତତୋଧିକ ସମସ୍ତେ ମିଶି 1/8 ଯଦି ପୁଅ ବା ନାତି ଥାନ୍ତି ନଚେତ 1/4 |
ମା |
1/6 |
ଯଦି ପୁଅ ବା ପୁଅର ମଧ୍ୟ ଥାଏ । ଯଦି ମୃତ ବ୍ୟକ୍ତିର ପୁଅ ଥାଏ । |
ଜେଜେ ମା |
1/6 |
ଯଦି ମୃତ ବ୍ୟକ୍ତିର ବାପା କି ମା ନଥାଏ |
ଝିଅ |
½ 2/3
|
ଯେଉଁଠି ଗୋଟିଏ ଝିଅ ଯଦି ଗୋଟିଏରୁ ଅଧିକ ଝିଅ ସମସ୍ତେ ମିଶିକରି ନେବେ 2/3 |
ପୁଅର ଝିଅ |
½ 2/3
|
ଯେଉଁଠି ଗୋଟିଏ ଝିଅ ଯେଉଁଠି ଗୋଟିକରୁ ଅଧିକ ଝିଅ ସମସ୍ତେ ମିଶିକରି ଯେଉଁଠି ପୁଅ ବା ନାତି ବା ନାତୁଣୀ ନଥିବେ । |
ମା ପେଟର ଭାଇ ବା ଭଉଣୀ |
1/6 |
1/6 କିନ୍ତୁ 1/3 ଯେଉଁଠି ପୁଅ , ପୁଅର ପୁଅ ଓ ବାପା ନଥିବେ । |
ମା ପେଟର ଭଉଣୀ |
1/2 |
କିନ୍ତୁ 2/3 ଯେଉଁଠି ପୁଅ , ପୁଅର ପୁଅ ଓ ବାପା ନଥିବେ । |
ସମ୍ପର୍କୀୟ ଭଉଣୀ |
½ |
କିନ୍ତୁ 2/3 ଯେଉଁଠି ପୁଅ , ପୁଅର ପୁଅ ବାପାଭାଇ , ଜେଜେ ବାପା ଇତ୍ୟାତି ନଥିବେ । |
ପୂର୍ବ ବର୍ଣ୍ଣିତ ସେୟାରର ମାନଙ୍କର ଅଂଶ ବଣ୍ଟନ ପରେ ବଳକା ସମ୍ପତ୍ତିଉତ୍ତରାଧିକାରୀ ମାନେ ପାଇବେ । ଯଥା :- ତଳ ଲିଖିତ ଟେବୁଲ ଅନୁଯାୟୀ ପାଇବେ (they must get in order)
ତଳଆଡୁ :-
ଏଣୁ ଦୁଇ ଭାଗ+ ଦୁଇ ଭାଗ + ଏକ ଭାଗ = 5 ଭାଗ
Sharer ମାନେ ସାରିବା ପରେ ବଳକା ସମ୍ପତ୍ତିକୁ 5 ଭାଗ କରି ଝିଅକୁ ଏକ ଭାଗ ଦେଇ ପୁଅଙ୍କ ଦୁଇ ଭାଗ ଲେଖାଏଁ ଦେବ ।ଆଧାର- ଦି ଲ ହାଉସ
Last Modified : 9/3/2019