অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉପରୋକଟ ଅଂଶୀଦାର

କେତେବେଳେ ସତ୍ତ୍ଵ ଫେରେ

Return (କେତେବେଳେ ସତ୍ତ୍ଵ ଫେରେ)

ଅଂଶୀଦାରମାନଙ୍କୁ ତାଙ୍କର Fixed  ଅଂଶ ଦେଇ ସାରିବା ପରେ ଯେଉଁ ବଳକା ସଂପତ୍ତି ରହିଲା ମାତ୍ର କୌଣସି ଉତ୍ତରାଧିକାରୀ ନାହାନ୍ତି ତେବେ ଉକ୍ତ ସଂପତ୍ତି ଉପରୋକଟ ଅଂଶୀଦାରମାନ ପାଖୁ ଫେରିବ   ।

ଦୂର ସମ୍ପର୍କୀୟ ବନ୍ଧୁ

ଯଦି ସେୟାରର ବା ରେସିଡୁଆର କେହି ନଥାନ୍ତି ତେବେ ଦୂର ସମ୍ପର୍କୀୟ ବନ୍ଧୁମାନେ କୌଣସି ମୃତ ବ୍ୟକ୍ତିର ସଂପତ୍ତି ପାଇବେ   ।

ଏମାନେ ସାଧାରଣତଃ 4 ପ୍ରକାର

ତଳଆଡୁ

  • ମୃତ ବ୍ୟକ୍ତିର ସମ୍ପର୍କୀୟ ମାତ୍ର ଯେଉଁଠାରେ ସେୟାରର ବା ରେସୁଡୁଆରି ନଥାନ୍ତି  ।
  • ମୃତ ବ୍ୟକ୍ତିର ଉପର ଆଡକୁ ସମ୍ପର୍କୀୟମାନେ ଯେଉଁଠାରେ  share ବା ରେସୁଡୁଆରୀ ନଥାନ୍ତି  ।
  • ମୃତ ବ୍ୟକ୍ତିର ବାପାଙ୍କ ତଳଆଡର ସମ୍ପର୍କୀୟ ଯେଉଁଠାରେ ସେୟାରର ବା ରେସୁଡୁଆରୀ ନଥାନ୍ତି   ।
  • ମୃତ ବ୍ୟକ୍ତିର ବାପାଙ୍କର ଉପର ଆଡର ସମ୍ପର୍କୀୟ ଯେଉଁଠାରେ ସେଯାରର ବା ରେସିଡୁଆରୀ ନ ଥାନ୍ତି   ।

ପାଖ ସଂପର୍କୀୟ, ଅନ୍ୟମାନଙ୍କୁ ଦୂରେଇ ଥାଏ  । ରେସୁଡୁଆରୀମାନଙ୍କ ତାଲିକାର  1 ନମ୍ବର ର ଉତ୍ତରାଧିକାରୀ ନଥିଲେ  2 ନମ୍ବର ଉତ୍ତରାଧିକାରୀମାନେ ସେହିପରି  2 ନଥିଲେ 3 , ଏହି କ୍ରମରେ ସଂପତ୍ତି ବଣ୍ଟା ହେବ  ।

  • ପ୍ରଥମେ ଝିଅର ପିଲାମାନେ
  • ପୁଅର ଝିଅର ପିଲାମାନେ
  • ଝିଅର ନାତି ନାତୁଣୀ
  • ପୁଅର ପୁଅର ଝିଅର ପିଲାମାନେ
  • ଝିଅର ଅଣନାତି,  ଅଣନାତୁଣୀ ଓ ପୁଅର ଅଣନାତି ଅଣନାତୁଣୀ

କିପରି ସଂପତ୍ତି ବାଣ୍ଟ ହେବ

ଝିଅର ପୁଅ 2/3

ଝିଅର ଝିଅ 1/3

ଝିଅର ପୁଅର ପୁଅ 2/3

ଝିଅର ପୁଅର ଝିଅ 1/3

ଝିଅ ର 2 ଟି ଝିଅ ଥିଲେ  4/5 ଜଣକା 2/5

ଝିଅର ଗୋଟିଏ ଝିଅ ଥିଲେ  1/5

Sec. 72 ୨ ୟ ଶ୍ରେଣୀୟ ଦୂର ସଂମ୍ପର୍କୀୟ

Sec. 73 ୩ ୟ ଶ୍ରେଣୀୟ ଦୂର ସଂମ୍ପର୍କୀୟ

Sec.74  କାହା ପରବେ କିଏ

Sec.75 ଏମାନଙ୍କ ମଧ୍ୟରେ ଅଂଶ ବଣ୍ଟନ   ।

Sec.76. ୪ ର୍ଥ ଶ୍ରେଣୀୟ ଦୂର ସଂପର୍କୀୟ

Sec.77. ପୈତୃକ ପକ୍ଷର କକା ଖୁଡୀ  । ମାତୃକ ପକ୍ଷର କକା ଖୁଡୀ  ।

Sec.78 ଏମାନଙ୍କ ର ଅଂଶୀଦାର ଓ ଉତ୍ତରାଧିକାରୀ

Sec.79  ଆଉ ଯଦି କିଏ ଥାନ୍ତି

Sec.80 . ଚୁକ୍ତି ଦ୍ଵାରା ସମ୍ପତ୍ତି ପାଇବା

Sec.81 କୌଣସି ଦୂର ସଂପର୍କୀୟ ବନ୍ଧୁ

Sec.82 ସର୍ବଜାନିନ ବନ୍ଧୁ ଯାହାକି ଉଇଲ କରିଦିଆଯାଇଥାଏ   ।

Sec. 83 .  ରାଜ୍ୟକୁ ସମ୍ପତ୍ତି ଉତ୍ସର୍ଗି

Sec.84.  ସାବତ ପିଲା ଛୁଆ

Sec.85 : ଅବୈଧ ସନ୍ତାନ ସନ୍ତତି

Sec 86. ନିଖୋଜ ଲୋକ (୯୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛି ବୋଲି ଧରାଯିବ) ।

କିନ୍ତୁ 108 Evidence Act ଦ୍ଵାରା ଉକ୍ତ ୯୦ ବର୍ଷ ବଞ୍ଚିବାକୁ ଥାଉ ଧରାଯିବ ନାହିଁ  ।

1884(7)  all 297 ।

Seha law of inheritance

Sharers :- ଝିଅ, ଭଉଣୀ

Consnguine sister :- ଦୂର ରକ୍ତ ସଂପର୍କୀୟ ଭଉଣୀ uterine brother sister ସହୋଦର ଭଉଣୀ ଏମାନଙ୍କର ପିଲାଝୁଆ , ସ୍ଵାମୀ , ସ୍ତ୍ରୀ , ମା , ବାପା   ।

Residuary :- ଅନ୍ୟ ଉତ୍ତରାଧିକାରୀ ଯେଉଁମାନେ Sharer ବା ତାଙ୍କର ପିଲାଛୁଆ ହୋଇନଥିବେ   ।

Class I heir : Father,Mother ,  Daughter , son   ।

ଆଧାର- ଦି ଲ ହାଉସ

Last Modified : 7/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate