Return (କେତେବେଳେ ସତ୍ତ୍ଵ ଫେରେ)
ଅଂଶୀଦାରମାନଙ୍କୁ ତାଙ୍କର Fixed ଅଂଶ ଦେଇ ସାରିବା ପରେ ଯେଉଁ ବଳକା ସଂପତ୍ତି ରହିଲା ମାତ୍ର କୌଣସି ଉତ୍ତରାଧିକାରୀ ନାହାନ୍ତି ତେବେ ଉକ୍ତ ସଂପତ୍ତି ଉପରୋକଟ ଅଂଶୀଦାରମାନ ପାଖୁ ଫେରିବ ।
ଯଦି ସେୟାରର ବା ରେସିଡୁଆର କେହି ନଥାନ୍ତି ତେବେ ଦୂର ସମ୍ପର୍କୀୟ ବନ୍ଧୁମାନେ କୌଣସି ମୃତ ବ୍ୟକ୍ତିର ସଂପତ୍ତି ପାଇବେ ।
ଏମାନେ ସାଧାରଣତଃ 4 ପ୍ରକାର
ତଳଆଡୁ
ପାଖ ସଂପର୍କୀୟ, ଅନ୍ୟମାନଙ୍କୁ ଦୂରେଇ ଥାଏ । ରେସୁଡୁଆରୀମାନଙ୍କ ତାଲିକାର 1 ନମ୍ବର ର ଉତ୍ତରାଧିକାରୀ ନଥିଲେ 2 ନମ୍ବର ଉତ୍ତରାଧିକାରୀମାନେ ସେହିପରି 2 ନଥିଲେ 3 , ଏହି କ୍ରମରେ ସଂପତ୍ତି ବଣ୍ଟା ହେବ ।
ଝିଅର ପୁଅ 2/3
ଝିଅର ଝିଅ 1/3
ଝିଅର ପୁଅର ପୁଅ 2/3
ଝିଅର ପୁଅର ଝିଅ 1/3
ଝିଅ ର 2 ଟି ଝିଅ ଥିଲେ 4/5 ଜଣକା 2/5
ଝିଅର ଗୋଟିଏ ଝିଅ ଥିଲେ 1/5
Sec. 72 ୨ ୟ ଶ୍ରେଣୀୟ ଦୂର ସଂମ୍ପର୍କୀୟ
Sec. 73 ୩ ୟ ଶ୍ରେଣୀୟ ଦୂର ସଂମ୍ପର୍କୀୟ
Sec.74 କାହା ପରବେ କିଏ
Sec.75 ଏମାନଙ୍କ ମଧ୍ୟରେ ଅଂଶ ବଣ୍ଟନ ।
Sec.76. ୪ ର୍ଥ ଶ୍ରେଣୀୟ ଦୂର ସଂପର୍କୀୟ
Sec.77. ପୈତୃକ ପକ୍ଷର କକା ଖୁଡୀ । ମାତୃକ ପକ୍ଷର କକା ଖୁଡୀ ।
Sec.78 ଏମାନଙ୍କ ର ଅଂଶୀଦାର ଓ ଉତ୍ତରାଧିକାରୀ
Sec.79 ଆଉ ଯଦି କିଏ ଥାନ୍ତି
Sec.80 . ଚୁକ୍ତି ଦ୍ଵାରା ସମ୍ପତ୍ତି ପାଇବା
Sec.81 କୌଣସି ଦୂର ସଂପର୍କୀୟ ବନ୍ଧୁ
Sec.82 ସର୍ବଜାନିନ ବନ୍ଧୁ ଯାହାକି ଉଇଲ କରିଦିଆଯାଇଥାଏ ।
Sec. 83 . ରାଜ୍ୟକୁ ସମ୍ପତ୍ତି ଉତ୍ସର୍ଗି
Sec.84. ସାବତ ପିଲା ଛୁଆ
Sec.85 : ଅବୈଧ ସନ୍ତାନ ସନ୍ତତି
Sec 86. ନିଖୋଜ ଲୋକ (୯୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛି ବୋଲି ଧରାଯିବ) ।
କିନ୍ତୁ 108 Evidence Act ଦ୍ଵାରା ଉକ୍ତ ୯୦ ବର୍ଷ ବଞ୍ଚିବାକୁ ଥାଉ ଧରାଯିବ ନାହିଁ ।
1884(7) all 297 ।
Seha law of inheritance
Sharers :- ଝିଅ, ଭଉଣୀ
Consnguine sister :- ଦୂର ରକ୍ତ ସଂପର୍କୀୟ ଭଉଣୀ uterine brother sister ସହୋଦର ଭଉଣୀ ଏମାନଙ୍କର ପିଲାଝୁଆ , ସ୍ଵାମୀ , ସ୍ତ୍ରୀ , ମା , ବାପା ।
Residuary :- ଅନ୍ୟ ଉତ୍ତରାଧିକାରୀ ଯେଉଁମାନେ Sharer ବା ତାଙ୍କର ପିଲାଛୁଆ ହୋଇନଥିବେ ।
Class I heir : Father,Mother , Daughter , son ।ଆଧାର- ଦି ଲ ହାଉସ
Last Modified : 7/11/2020