ନିୟମାବଳୀ ଖତୀୟାନ ଏବଂ ନକ୍ସାର ରକ୍ଷାଣବେକ୍ଷଣ ଅନୁଯାୟୀ, ପଦବୀ ଦ୍ଵାରା ନିଯୁକ୍ତ ତହସିଲ୍ ଦାରମାନଙ୍କର ତାଲିକା
|
ନାମାନ୍ତରଣ ମୋକଦ୍ଦମାର ସୂଚନା ନିମନ୍ତେ, ତହସିଲଦାର୍ ଙ୍କ ପ୍ରତି, ବିବରଣୀର ଫର୍ମ : - ପ୍ରତି ତହସିଲଦାର୍ _______; ମହାଶୟ; ମୁଁ, ଏହା ଆପଣଙ୍କ ଦୃଷ୍ଟିକୁ ଆଣିବାକୁ ଚାହୁଁଛି ଯେ, ଖତୀୟାନରେ ବିଦ୍ୟମାନ ଅନ୍ତର୍ଭୁକ୍ତିକରଣ ଦ୍ଵାରା ଆକୃତ ସ୍ଵାର୍ଥରେ, ନିମ୍ନ ସୂଚୀରେ ଏହାର ସଂଶୋଧନ ଆବଶ୍ୟକ ହୋଇଛି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ, ଏହା ଆପଣଙ୍କ ଦୃଷ୍ଟିକୁ ଅଣାଯାଉଛି । ଆପଣଙ୍କର ବିଶ୍ଵସ୍ତ (ବିବରଣୀ ଦାଖଲକାରୀ ଅଧିକାରୀଙ୍କ ପଦବୀ) ସୂଚୀ ଗ୍ରାମର ନାମ :_____ ଥାନା ନମ୍ବର :______ ତହସିଲ ନାମ :_______ ଖାତା ନମ୍ବର :_______ ପ୍ଲଟ ନମ୍ବର :__________ ପରିବର୍ତ୍ତନର ନିର୍ଦ୍ଧିଷ୍ଟ ବିବରଣୀ :__________
|
ତହସିଲଦାର୍ ଙ୍କୁ ସୂଚୀତ କରାଯାଇଥିବା ନାମାନ୍ତରଣର ରେଜିଷ୍ଟର
|
ନ୍ୟାୟାଳୟ ଶୁଳ୍କ ରେଜିଷ୍ଟର
ତାରିଖ :______ ଦୈନିକ ମୋଟ
|
ନାମାନ୍ତରଣ ରେଜିଷ୍ଟର
|
ସାଧାରଣ ସୂଚନାର ଫର୍ମ ନାମାନ୍ତରଣ ମୋକଦ୍ଦମାରେ, ଆପତ୍ତି ଆହ୍ଵାନ କରି, ସାଧାରଣ ସୂଚନା ତହସିଲଦାର୍ _____ଙ୍କର ନ୍ୟାୟାଳୟ; ନାମାନ୍ତରଣ ମୋକଦ୍ଦମା ସଂଖ୍ୟା ____୨୦୧୧, ସାଧାରଣ ସୂଚନାର୍ଥେ, ଏତତଦ୍ଵାରା ଏହା ବିଜ୍ଞପ୍ତି କରାଯାଉଛି ଯେ, ଗ୍ରାମ_____, ଥାନା_____, ତହସିଲ_____, ଜିଲ୍ଲା_____ର ଖେୱାଟ/ଖାତା ନଂ. ______ର ସଂଶୋଧନ ______ତାରିଖକୁ ରଖାଯାଇଛି । ନିମ୍ନରେ ଉଲ୍ଲେଖିତ ନଥିର ପ୍ରସ୍ତାବିତ୍ ପରିବର୍ତ୍ତନ ପ୍ରତି କୌଣସି ବ୍ୟକ୍ତିର କୌଣସି ଆପତ୍ତିକୁ, ସେ _____ତାରିଖରେ କିମ୍ବା ତା ପୂର୍ବରୁ ନିମ୍ନ ସ୍ଵାକ୍ଷରକାରୀଙ୍କ ସମ୍ମୁଖରେ ଏକ ଆପତ୍ତି ଦରଖାସ୍ତ ଦାଖଲ କରିବେ, ଯାହାକି ଉକ୍ତ ନାମାନ୍ତରଣ ମୋକଦ୍ଦମାର ଫଇସଲା ପୂର୍ବରୁ ସଠିକ୍ ଭାବେ ବିଚାର କରାଯିବ । ଉପରୋକ୍ତ ତାରିଖ ପରେ କୌଣସି ଆପତ୍ତି ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ତହସିଲଦାର୍ କରାଯିବାକୁ ନଥି ପ୍ରସ୍ତାବିତ୍ ପରିବର୍ତ୍ତନ
|
ପ୍ରତିବାଦୀ ଏବଂ ସାକ୍ଷୀମାନଙ୍କ ଉପରେ ଆହ୍ଵାନର ଜାରୀ ସଂବନ୍ଧରେ, ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ରୁ ସାରାଂଶ ଅର୍ଡର-୧୬, ନିୟମାବଳୀ ୧ ରୁ ୨୧ । ସାକ୍ଷୀଙ୍କୁ ଆହ୍ଵାନ ଏବଂ ଉପସ୍ଥିତି-ଅଧୁନା ପର୍ଯ୍ୟନ୍ତ ସଂଶୋଧିତ ଦେୱାନୀ କାର୍ଯ୍ୟବିଧି ସଭିତା ଦ୍ରଷ୍ଟବ୍ୟ । |
ବ୍ୟକ୍ତିଗତ ସୂଚନାର ଫର୍ମ (ନାମାନ୍ତରଣ ମୋକଦ୍ଦମାରେ ଆପତ୍ତି ଆହ୍ଵାନ କରିବାରେ ବ୍ୟକ୍ତିଗତ ସୂଚନା) ତହସିଲଦାର୍ _______ଙ୍କ ନ୍ୟାୟାଳୟ । ନାମାନ୍ତରଣ ମୋକଦ୍ଦମା ସଂଖ୍ୟା ______ ଗ୍ରାମ :_______ ସୂଚନା ଗ୍ରହଣକର ଯେ, ଉପରୋକ୍ତ ନାମାନ୍ତରଣ ମୋକଦ୍ଦମା, ଯାହାକି ଗ୍ରାମ _____, ଥାନା ______ର ଖାତା/ଖେୱାଟ ସଂଖ୍ୟାର ସଂଶୋଧନ ନିମନ୍ତେ ଅନୁଷ୍ଠିତ, ଯାହାକି ______ତାରିଖରେ ସୁନାନି ନିମନ୍ତେ ଧାର୍ଯ୍ୟ କରାଯାଇଛି । ଯଦି ତୁମ୍ଭର ନିମ୍ନରେ ଉଲ୍ଲେଖିତ ନଥିର ପ୍ରସ୍ତାବିତ ପରିବର୍ତ୍ତନ ପ୍ରତି କୌଣସି ଆପତ୍ତି ଥାଏ, ତାହାଲେ ତୁମ୍ଭେ _____ତାରିଖରେ କିମ୍ବା ପୂର୍ବରୁ, ନିମ୍ନ ସ୍ଵାକ୍ଷରକାରୀଙ୍କ ସମ୍ମୁଖରେ, ଆପତ୍ତି ଦରଖାସ୍ତ ଦାଖଲ କରିପାରେ, ଯାହାକି ନାମାନ୍ତରଣ ମୋକଦ୍ଦମାର ଫଇସଲା ପୂର୍ବରୁ ସଠିକ୍ ଭାବେ ବିଚାର କରାଯିବ । ଉପରୋକ୍ତ ତାରିଖ ପରେ, କୌଣସି ଆପତ୍ତି ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ତହସିଲଦାର୍ କରାଯିବାକୁ ପ୍ରସ୍ତାବିତ ପରିବର୍ତ୍ତନ
|
ଜାରୀ ନିମନ୍ତେ ନାଜାରୀଙ୍କୁ ହସ୍ତାନ୍ତରଣ କରାଯାଇଥିବା ଆଦେଶିକାରେ ରେଜିଷ୍ଟର
ଟିପ୍ପଣୀ
|
ନାମାନ୍ତରଣ ମୋକଦ୍ଦମା ଆପତ୍ତି ଦରଖାସ୍ତ ରେଜିଷ୍ଟର ।
|
ରାଜସ୍ୱ ନ୍ୟାୟାଳୟରେ ସାକ୍ଷୀଙ୍କ ଉପସ୍ଥିତି ରେଜିଷ୍ଟର
ଉପସ୍ଥିତ ତାରିଖ
|
ନାମାନ୍ତରଣ କାର୍ଯ୍ୟାନୁଷ୍ଠାନରେ ଅନୁସରଣ କରାଯିବାକୁ ଥିବା ପଦ୍ଧତି ସଂବନ୍ଧରେ, ଦେୱାନୀ କାର୍ଯ୍ୟାବିଧି ସଂହିତା, ୧୯୦୮ରୁ ସାରାଂଶ :-- ଅର୍ଡର – ୫ ନିୟମାବଳୀ ୧ରୁ ୪, ୬, ୩, ୯ ରୁ ୧୨ ଏବଂ ୧୫ ରୁ ୨୦ । ଅର୍ଡର – ୯ ନିୟମାବଳୀ ୩, ୬ ୭ ଏବଂ ୧୦ ରୁ ୧୪ । ଅର୍ଡର – ୧୧ ନିୟମାବଳୀ ୧୨ ରୁ ୨୧ । ଅର୍ଡର – ୧୨ ନିୟମ – ୨ । ଅର୍ଡର – ୧୩ ନିୟମାବଳୀ ୧ରୁ ୧୧ । ଅର୍ଡର – ୧୮ ନିୟମାବଳୀ ୧, ୨, ୪, ୬, ୮ ରୁ ୧୨ ଏବଂ ୧୫ ରୁ ୧୮ । ଅର୍ଡର – ୩୬ ନିୟମାବଳୀ ୧ରୁ ୮ । ମନ୍ତବ୍ୟ : ବିସ୍ତୃତ ବିବରଣୀ ନିମନ୍ତେ, ଅଧୁନା ପର୍ଯ୍ୟନ୍ତ ସଂଶୋଧିତ ଦେୱାନୀ କାର୍ଯ୍ୟବିଧି ସଂହିତା ଦ୍ରଷ୍ଟବ୍ୟ । ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ ର ପ୍ରଥମ ସୂଚୀର ପରିଶିଷ୍ଠ ‘ଗ’ ରେ ଫର୍ମ ନଂ ୫ । ଦଲିଲ୍ ସଂବନ୍ଧରେ ଆଫିଡାଭିଟ (ଅର୍ଡର ୧୧, ନିୟମ ୧୩) ମୁଁ, ଉପରୋକ୍ତ ପ୍ରତିବାଦୀ, ଶପଥପାଠ ଉପରେ, ନିମ୍ନ ବିଷୟ ଉଲ୍ଲେଖ କରୁଛି : -
ଅର୍ଡର ୭ର ନିୟମ- ୧୭ ଅର୍ଡର- ୧୨ର ନିୟମ ୫ର ଉପ-ନିୟମ-୩କୁ ଉଲ୍ଲେଖ କର । ଦଫା ୧୭. ଦୋକାନ ପୁସ୍ତିକାର ଉପସ୍ଥାପନା କାରୀକରଙ୍କର ସାକ୍ଷ୍ୟ ଆଇନ୍, ୧୮୯୧ ପୁସ୍ତିକା ଦ୍ଵାରା ଅନ୍ୟଥା ବ୍ୟବସ୍ଥାୟୀତ ବ୍ୟତୀତ, ଯେଉଁ ସ୍ଥଳରେ ସେହି ଦଲିଲ୍, ଯାହା ଉପରେ ବାଦୀ ମୋକଦ୍ଦମା କରିଥାଏ, ତାହା କୌଣସି ଦୋକାନ ପୁସ୍ତିକାରେ ଏକ ଅନ୍ତର୍ଭୁକ୍ତିକରଣ ହୋଇଥାଏ କିମ୍ବା ବାଦୀଙ୍କର ଦଖଲ କିମ୍ବା କ୍ଷମତାରେ ଥିବା ଅନ୍ୟ କୌଣସି ହିସାବ ପୁସ୍ତିକାରେ ଥାଏ, ସେପରି ସ୍ଥଳେ ବାଦୀ ଅର୍ଜି ଦାଖଲ କରିବା ସମୟରେ, ଉକ୍ତ ପୁସ୍ତିକା କିମ୍ବା ହିସାବ ଉପସ୍ଥାପନ କରିବା ସହିତ, ସେହି ଅନ୍ତର୍ଭୁକ୍ତିକରଣର ଏକ ନକଲ ଉପସ୍ଥାପନ କରିବେ, ଯାହା ଉପରେ ସେ ଆସ୍ଥା ସ୍ଥାପନ କରନ୍ତି । ମୂଳ ଅନ୍ତର୍ଭୁକ୍ତିକରଣକୁ ଚିହ୍ନିତ କରାଯିବ ଏବଂ ଫେରସ୍ତ କରାଯିବ । (୨) ମୂଳ ଅନ୍ତର୍ଭୁକ୍ତିକରଣ ଚିହ୍ନିତ କରାଯିବ ଏବଂ ଫେରସ୍ତ କରାଯିବ ନ୍ୟାୟାଳୟ କିମ୍ବା ଏପରି ଅଧିକାରୀ, ଯେପରି ଏ ସଂବନ୍ଧରେ ଏହା ନିଯୁକ୍ତ କରନ୍ତି, ସେ ଚିହ୍ନଟ ନିମତେ ଏପରି ଦଲିଲ୍ କୁ ଚିହ୍ନିତ କରିବେ ଏବଂ ମୂଳ ସହିତ ନକଲକୁ ପରୀକ୍ଷା ଏବଂ ତୁଳନା କରିବା ପରେ, ଯଦି ଏହା ସଠିକ୍ ବୋଲି ଦେଖାଯାଏ, ତା ହେଲେ ଏହା ସେପରି ବୋଲି ପ୍ରମାଣିତ କରିବେ ଏବଂ ବାଦୀଙ୍କୁ ଉକ୍ତ ପୁସ୍ତିକା ଫେରସ୍ତ କରିବେ ଏବଂ ନକଲକୁ ଫାଇଲ୍ କରିବେ ।
|
ମାପଚୁପ ଏବଂ ନାମାନ୍ତରଣ ଶୁଳ୍କର ରେଜିଷ୍ଟର
a) ମାପଚୁପ କିମ୍ବା ପରିଦର୍ଶନ ଶୁଳ୍କ :_____ b) ନାମାନ୍ତରଣ ଶୁଳ୍କ :______
10. ତହବିଲ୍ ଭାଉଚରର ନମ୍ବର ଏବଂ ତାରିଖ, ଯେଉଁଥିରେ ଯେଉଁଥିରେ ଏପରି ଅର୍ଥରାଶିକୁ ସ୍ତମ୍ଭ-୮ ଅନୁଯାୟୀ ପ୍ରଦାନ କରିବା ନିମନ୍ତେ ଆହରଣ କରାଯାଇଛି :_____ 11. ସ୍ତମ୍ଭ ୯ର ଫେରସ୍ତି କ୍ଷେତ୍ରରେ, ତହବିଲ୍ ରେ, ଫେରସ୍ତ ବିଲ୍ ର ଉପସ୍ଥାପନା :_______ ମନ୍ତବ୍ୟ :______
|
ବିବିଧା ରସିଦ୍ ର, ଗୌଣ ରେଜିଷ୍ଟର _______ତହସିଲରେ, ବିବିଧା ରସିଦ୍ ର ଗୌଣ ରେଜିଷ୍ଟର
|
ଅମୀନ୍ ର ତଦନ୍ତ ବିବରଣୀ ଫର୍ମ
|
ନାମାନ୍ତରଣ ଅଧିକାରୀ ପୂର୍ବାହ୍ନ __________ଘଟିକାରେ, ତାଙ୍କର ଆସନ ଗ୍ରହଣ କରେ । ଆବେଦନ ଦରଖାସ୍ତ ସଂଖ୍ୟା __________ ରୁ ________ ଗୃହୀତ । ନିମ୍ନଲିଖିତ ମୋକଦ୍ଦମା, ଉକ୍ତ ଦିନ ନିମନ୍ତେ ଧାର୍ଯ୍ୟ କରାଯାଇଛି, ଯାହାକି ସ୍ତମ୍ଭ ୨ରେ ସୂଚୀତ ପଦ୍ଧତିରେ ବିଚାର କରାଯିବ ।
ନ୍ୟାୟାଳୟ ଅପରାହ୍ନ ________ରେ ବନ୍ଦ ହେଲା । ଟିପ୍ପଣୀ ବର୍ଷର ପ୍ରତ୍ୟକ ଚାରିମାସ ମଧ୍ୟରେ ପରୀକ୍ଷା କରାଯାଇଥିବା ସମୁଦାୟ ସାକ୍ଷୀଙ୍କ ସଂଖ୍ୟା ଦର୍ଶାଇବା ନିମନ୍ତେ, ଦୈନନ୍ଦିନ ଏକ କ୍ରମାନୁଗତିକ ମୋଟ, ନାଲି କାଳିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ନିୟମ ସଂଖ୍ୟା ୩/୧୯୦୯ (ଆହୁରି ମଧ୍ୟ ନିୟମ-୨, ପ୍ରାରମ୍ଭିକ ଭଲ୍ୟୁମ-୧ ଦ୍ରଷ୍ଟବ୍ୟ) ।
|
ତହସିଲଦାର୍ ଙ୍କ କାର୍ଯ୍ୟାଳୟ :________ ଜିଲ୍ଲା :________ ମୋକଦ୍ଦମା ସଂଖ୍ୟା :_______ ବର୍ଷ :______ ଖତୀୟାନରେ, ନିମ୍ନଲିଖିତ ପରିବର୍ତ୍ତନକୁ ଆଦେଶିତ କରାଯାଇଛି :_________ ଗ୍ରାମର ନାମ :________ ଥାନାର ନାମ :_________ ଞ୍ଚପରିବର୍ତ୍ତନର ବିଶେଷ ବିବରଣୀ :________ ତହସିଲଦାର୍
ପ୍ରମାଣିତ କରାଯାଉଛି ଯେ, ଚିଠାରେ ସୂଚୀତ ପରିବର୍ତ୍ତନ ______ ତାରିଖରେ, ସମସ୍ତ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯାଇଛି । ନାଇବ୍ – ତହସିଲଦର୍
|
______ ବର୍ଷ ନିମନ୍ତେ, _______ ଗ୍ରାମର ଦାବୀକୁ ପ୍ରଭାବିତ କରୁଥିବା ପରିବର୍ତ୍ତନକୁ ଦର୍ଶାଉଥିବା ରେଜିଷ୍ଟର :___
ଆକଳନରେ ପରିବର୍ତ୍ତନ : ଟିପ୍ପଣୀ ଦାବୀ ଅଧିକନ୍ତୁ, ଉଦ୍ରେକ ହୋଇଥିବା ସମସ୍ତ ପରିବର୍ତ୍ତନକୁ କଳାକାଳିରେ ଲେଖାଯିବା ଏବଂ ଯେଉଁଗୁଡିକ ଦାବୀରେ ହ୍ରାସକରଣକୁ ଅନ୍ତର୍ଭୁକ୍ତ କରେ, ତାକୁ ନାଲି କାଳିରେ ଲେଖାଯିବ ଏବଂ ଫସଲ ବର୍ଷର, ଶେଷରେ, ହାରାହାରି ଫଳାଫଳକୁ ବାହାର କରାଯିବ । ପରିବର୍ତ୍ତନର ରେଜିଷ୍ଟର ‘ଖ’
କାହାଠାରୁ ହସ୍ତାନ୍ତରୀତ : କାହାକୁ ହସ୍ତାନ୍ତରୀତ : ଆକଳନ : |
ନାମାନ୍ତରଣ ମୋକଦ୍ଦମାରେ ଅପିଲ୍ ର ରେଜିଷ୍ଟର
|
ତହସିଲଦାର୍ ଙ୍କ ଦ୍ଵାରା ଦାଖଲ କରାଯିବାକୁ ଥିବା ରିଟର୍ଣ୍ଣ
|
କଲେକ୍ଟରଙ୍କ ଦ୍ଵାରା ଦାଖଲ କାରାଯିବାକୁ ଥିବା ରିଟର୍ଣ୍ଣ
|
ଆଦାୟ କରାଯାଇଥିବା ନ୍ୟାୟାଳୟ ଶୁଳ୍କର ରେଜିଷ୍ଟର
|
ଆଧାର – ଦ ଲ ହାଉସ
Last Modified : 1/5/2020