- ଆଇନ୍ ସଂଖ୍ୟା ୧୬/୧୯୬୦, ୧୭ ଅକ୍ଟୋବର, ୧୯୬୦ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ପ୍ରଥମେ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୭୦୫, ତା.୧୧.୧୧.୧୯୬୦ରେ ପ୍ରକାଶିତ ହେଲା ।
- ତା.୧.୧୦.୧୯୬୫ - ଅଧ୍ୟାୟ ୩ ଏବଂ ୪ ବ୍ୟତୀତ, ଏହି ଆଇନ୍ ବଳବତ୍ତର ହେଲା ।
- ତା.୯.୧୨.୧୯୬୫ - ଅଧ୍ୟାୟ-୩ ବଳବତ୍ତର ହେଲା ।
- ତା.୭.୧.୧୯୭୨ - ଅଧ୍ୟାୟ -୪ ବଳବତ୍ତର ହେଲା ।
- ଆଇନ୍ ସଂଖ୍ୟା ୧୩/୧୯୬୫, ୧୯୬୫ ମସିହା ଅଗଷ୍ଟ ୧୧ ତାରିଖରେ ରାଷ୍ଟ୍ରପତି ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୨୩୫,ତା.୧୭.୮.୧୯୬୫ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
(ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୬୫;୧୭.୮.୧୯୬୫ ଠାରୁ ବଳବତ୍ତର ହେଲା ।
- ଆଇନ୍ ସଂଖ୍ୟା ୮/୧୯୬୭ ମସିହା ମେ ୬ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ରେ ୧୯୭୬ ମସିହା ଜୁନ୍ ୧ ତାରିଖରେ ପ୍ରଥମେ ପ୍ରକାଶିତ ହେଲା ।
ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୬୬;୧.୬.୧୯୭୬ ରୁ ବଳବତ୍ତର ହେଲା ।
- ଆଇନ୍ ସଂଖ୍ୟା ୧୩/୧୯୭୬; ୧୯୬୭ ମସିହା ଜୁଲାଇ ୧୭ ତାରିଖରେ ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୯୧୭, ତା.୨୪.୭.୧୯୭୬ରେ ପ୍ରଥମେ ପ୍ରକାଶିତ ହେଲା ।
ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୭୬;୨୪.୭.୧୯୬୭ ରୁ ବଳବତ୍ତର ହେଲା ।
- ଆଇନ୍ ସଂଖ୍ୟା ୧୩/୧୯୬୯; ୧୯୬୯ ମସିହା ମେ ମାସ ୨୦ ତାରିଖରେ, ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୦୧୫ ତା.୨୮.୫.୧୯୬୯ରେ ପ୍ରଥମେ ପ୍ରକାଶିତ ହେଲା ।
ଓଡିଶା ଭୂ ସଂସ୍କାର (ସଂଶୋଧନ)ଆଇନ୍ ୧୯୬୯; ୨୮.୫.୧୯୬୯ରୁ ବଳବତ୍ତର ହେଲା)
- ଆଇନ୍ ସଂଖ୍ୟା ୧୮.୧୯୭୦; ମସିହା ଅକ୍ଟୋବର ୫ ତାରିଖରେ ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ରେ, ୨୩.୧୦.୧୯୭୦ ରେ, ପ୍ରଥମେ ପ୍ରକାଶିତ ହେଲା ।
ଓଡିଶା ଭୂ ସଂସ୍କାର (ସଂଶୋଧନ) ଆଇନ୍, ୧୯୭୦; ତା ୨୩.୧୦.୧୯୭୦ରୁ, ବଳବତ୍ତର ହେଲା ।
- ରାଷ୍ଟ୍ରପତିଙ୍କ ଆଇନ୍ ସଂଖ୍ୟା ୧୭/୧୯୭୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭକଲା ଏବଂ ଅସାଧାରଣ ଗେଜେଟ୍ ସଂଖ୍ୟା ୧୩୦୬, ତା.୨୯.୯.୧୯୭୩ରେ ପ୍ରଥମେ ପ୍ରକାଶିତ ହେଲା ।
ଓଡିଶା ଭୂ ସଂସ୍କାର (ସଂଶୋଧନ)ଆଇନ୍, ୧୯୭୩;୨.୧୦.୧୯୭୩ ଠାରୁ ବଳବତ୍ତର ହେଲା ।
- ଆଇନ୍ ସଂଖ୍ୟା ୯/୧୯୭୪ ମସିହା ଜୁଲାଇ ୧୧ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୦୯୨, ତା ୧୨.୭.୧୯୭୪ରେ ପ୍ରଥମେ ପ୍ରକାଶିତ ହୋଇଥିଲା।
ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୭୪; ସଂଶୋଧନ ଆଇନ୍ ର ଦଫା ୧(୨)ଦ୍ଵାରା, ୨.୧୦.୧୯୭୩ ଠାରୁ ବଳବତ୍ତର ହେଲା ।
- ଆଇନ୍ ସଂଖ୍ୟା ୪୭/୧୯୭୫; ୧୯୭୫ ମସିହା ଡିସେମ୍ବର ୪ ତାରିଖରେ ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୯୩୮, ତା.୧୦.୧୨.୧୯୭୫ ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୭୫; ୧.୧୦.୧୯୭୫ ଠାରୁ ବଳବତ୍ତର ହେଲା )।
- ଆଇନ୍ ସଂଖ୍ୟା ୩୦/୧୯୭୬ ମସିହା ମେ ମାସ ୭ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୮୧୬, ତା.୧୯.୫.୧୯୭୬ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
(ଓଡିଶା ଭୂ-ସଂସ୍କାର (ସଂଶୋଧନ) ଆଇନ୍, ୧୯୭୬;୧୯.୫.୧୯୭୬ରେ ବଳବତ୍ତର ହେଲା )।
- ଆଇନ୍ ସଂଖ୍ୟା ୪୪/୧୯୭୬; ୧୯୭୬ ମସିହା ଅକ୍ଟୋବର ୧୫ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୭୧୩, ତା ୨୫.୧୦.୧୯୭୬ ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
(ଓଡିଶା ଭୂ-ସଂସ୍କାର (ଦ୍ଵିତୀୟ ସଂଶୋଧନ)ଆଇନ୍, ୧୯୭୬; ୨୫.୧୦.୧୯୭୬ରେ ବଳବତ୍ତର ହେଲା )।
- ଆଇନ୍ ସଂଖ୍ୟା ୯/୧୯୯୦ - ୧୫.୫.୧୯୯୦ ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା - ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୭୧୫ ତା.୪.୬.୧୯୯୦ରେ ପ୍ରକାଶିତ ।
- ଆଇନ୍ ସଂଖ୍ୟା ୮/୧୯୯୧-୧୭.୪.୧୯୯୧ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା - ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୪୮୧,ତା.୧.୫.୧୯୯୧ରେ ପ୍ରକାଶିତ ।
- ଆଇନ୍ ସଂଖ୍ୟା ୨୯/୧୯୯୩ -୩୦.୧୧.୧୯୯୩ ରେ ରାଷ୍ଟ୍ରପତିଙ୍କ ସମ୍ମତିଲାଭ କଲା - ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୬୭୭,ତା.୨୮.୧.୧୯୯୩ରେ ପ୍ରକାଶିତ ହୋଇଥିଲା।
- ଆଇନ୍ ସଂଖ୍ୟା ୧୨/୧୯୯୪ -୧୫.୬.୧୯୯୪ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା -ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୭୬୩, ତା.୧.୭.୧୯୯୪ରେ ପ୍ରକାଶିତ ହେଲା ।