অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ଭୂ - ସଂସ୍କାର ଆଇନ୍, ୧୯୬୦ ପ୍ରତି ସଂଶୋଧନ

ଓଡିଶା ଭୂ - ସଂସ୍କାର ଆଇନ୍, ୧୯୬୦ ପ୍ରତି ସଂଶୋଧନ

ଉପକ୍ରମ

ଓଡ଼ିଶା ଭୂ- ସଂସ୍କାର ଆଇନ୍ କୁ ୧୯୬୦ ମସିହାରେ ସଂଶୋଧନ କରାଯାଇ ପ୍ରଚଳନ କରାଯାଇଛି ।

ଓଡିଶା ଭୂ ସଂସ୍କାର (ସଂଶୋଧନ)ଆଇନ୍

  1. ଆଇନ୍ ସଂଖ୍ୟା ୧୬/୧୯୬୦, ୧୭ ଅକ୍ଟୋବର, ୧୯୬୦ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ପ୍ରଥମେ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୭୦୫, ତା.୧୧.୧୧.୧୯୬୦ରେ ପ୍ରକାଶିତ ହେଲା ।
    • ତା.୧.୧୦.୧୯୬୫ - ଅଧ୍ୟାୟ ୩ ଏବଂ ୪ ବ୍ୟତୀତ, ଏହି ଆଇନ୍ ବଳବତ୍ତର ହେଲା ।
    • ତା.୯.୧୨.୧୯୬୫ - ଅଧ୍ୟାୟ-୩ ବଳବତ୍ତର ହେଲା ।
    • ତା.୭.୧.୧୯୭୨ - ଅଧ୍ୟାୟ -୪ ବଳବତ୍ତର ହେଲା ।
  2. ଆଇନ୍ ସଂଖ୍ୟା ୧୩/୧୯୬୫, ୧୯୬୫ ମସିହା ଅଗଷ୍ଟ ୧୧ ତାରିଖରେ ରାଷ୍ଟ୍ରପତି ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୨୩୫,ତା.୧୭.୮.୧୯୬୫ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
  3. (ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୬୫;୧୭.୮.୧୯୬୫ ଠାରୁ ବଳବତ୍ତର ହେଲା ।

  4. ଆଇନ୍ ସଂଖ୍ୟା ୮/୧୯୬୭ ମସିହା ମେ ୬ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ରେ ୧୯୭୬ ମସିହା ଜୁନ୍ ୧ ତାରିଖରେ ପ୍ରଥମେ ପ୍ରକାଶିତ ହେଲା ।
  5. ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୬୬;୧.୬.୧୯୭୬ ରୁ ବଳବତ୍ତର ହେଲା ।

  6. ଆଇନ୍ ସଂଖ୍ୟା ୧୩/୧୯୭୬; ୧୯୬୭ ମସିହା ଜୁଲାଇ ୧୭ ତାରିଖରେ ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା  ୯୧୭, ତା.୨୪.୭.୧୯୭୬ରେ ପ୍ରଥମେ ପ୍ରକାଶିତ ହେଲା ।
  7. ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୭୬;୨୪.୭.୧୯୬୭ ରୁ ବଳବତ୍ତର ହେଲା ।

  8. ଆଇନ୍ ସଂଖ୍ୟା ୧୩/୧୯୬୯; ୧୯୬୯ ମସିହା ମେ ମାସ ୨୦ ତାରିଖରେ, ରାଜ୍ୟପାଳଙ୍କ ସମ୍ମତି  ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୦୧୫ ତା.୨୮.୫.୧୯୬୯ରେ ପ୍ରଥମେ ପ୍ରକାଶିତ ହେଲା ।
  9. ଓଡିଶା ଭୂ ସଂସ୍କାର (ସଂଶୋଧନ)ଆଇନ୍ ୧୯୬୯; ୨୮.୫.୧୯୬୯ରୁ ବଳବତ୍ତର ହେଲା)

  10. ଆଇନ୍ ସଂଖ୍ୟା ୧୮.୧୯୭୦; ମସିହା ଅକ୍ଟୋବର ୫ ତାରିଖରେ ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ରେ, ୨୩.୧୦.୧୯୭୦ ରେ, ପ୍ରଥମେ ପ୍ରକାଶିତ ହେଲା ।
  11. ଓଡିଶା ଭୂ ସଂସ୍କାର (ସଂଶୋଧନ) ଆଇନ୍, ୧୯୭୦; ତା ୨୩.୧୦.୧୯୭୦ରୁ, ବଳବତ୍ତର ହେଲା ।

  12. ରାଷ୍ଟ୍ରପତିଙ୍କ ଆଇନ୍ ସଂଖ୍ୟା ୧୭/୧୯୭୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭକଲା ଏବଂ ଅସାଧାରଣ ଗେଜେଟ୍ ସଂଖ୍ୟା ୧୩୦୬, ତା.୨୯.୯.୧୯୭୩ରେ ପ୍ରଥମେ ପ୍ରକାଶିତ ହେଲା ।
  13. ଓଡିଶା ଭୂ ସଂସ୍କାର (ସଂଶୋଧନ)ଆଇନ୍, ୧୯୭୩;୨.୧୦.୧୯୭୩ ଠାରୁ ବଳବତ୍ତର ହେଲା ।

  14. ଆଇନ୍ ସଂଖ୍ୟା ୯/୧୯୭୪ ମସିହା ଜୁଲାଇ ୧୧ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୦୯୨, ତା ୧୨.୭.୧୯୭୪ରେ ପ୍ରଥମେ ପ୍ରକାଶିତ ହୋଇଥିଲା।
  15. ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୭୪; ସଂଶୋଧନ ଆଇନ୍ ର ଦଫା ୧(୨)ଦ୍ଵାରା, ୨.୧୦.୧୯୭୩ ଠାରୁ ବଳବତ୍ତର ହେଲା ।

  16. ଆଇନ୍ ସଂଖ୍ୟା ୪୭/୧୯୭୫; ୧୯୭୫ ମସିହା ଡିସେମ୍ବର ୪ ତାରିଖରେ ରାଜ୍ୟପାଳଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୯୩୮, ତା.୧୦.୧୨.୧୯୭୫ ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
  17. ଓଡିଶା ଭୂ-ସଂସ୍କାର (ସଂଶୋଧନ)ଆଇନ୍, ୧୯୭୫; ୧.୧୦.୧୯୭୫ ଠାରୁ ବଳବତ୍ତର ହେଲା )।

  18. ଆଇନ୍ ସଂଖ୍ୟା ୩୦/୧୯୭୬ ମସିହା ମେ ମାସ ୭ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୮୧୬, ତା.୧୯.୫.୧୯୭୬ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
  19. (ଓଡିଶା ଭୂ-ସଂସ୍କାର (ସଂଶୋଧନ) ଆଇନ୍, ୧୯୭୬;୧୯.୫.୧୯୭୬ରେ ବଳବତ୍ତର ହେଲା )।

  20. ଆଇନ୍ ସଂଖ୍ୟା ୪୪/୧୯୭୬; ୧୯୭୬ ମସିହା ଅକ୍ଟୋବର ୧୫ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା ଏବଂ ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୭୧୩, ତା ୨୫.୧୦.୧୯୭୬ ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
  21. (ଓଡିଶା ଭୂ-ସଂସ୍କାର (ଦ୍ଵିତୀୟ ସଂଶୋଧନ)ଆଇନ୍, ୧୯୭୬; ୨୫.୧୦.୧୯୭୬ରେ ବଳବତ୍ତର ହେଲା )।

  22. ଆଇନ୍ ସଂଖ୍ୟା ୯/୧୯୯୦ - ୧୫.୫.୧୯୯୦ ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା - ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୭୧୫ ତା.୪.୬.୧୯୯୦ରେ ପ୍ରକାଶିତ ।
  23. ଆଇନ୍ ସଂଖ୍ୟା ୮/୧୯୯୧-୧୭.୪.୧୯୯୧ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା - ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୪୮୧,ତା.୧.୫.୧୯୯୧ରେ ପ୍ରକାଶିତ ।
  24. ଆଇନ୍ ସଂଖ୍ୟା ୨୯/୧୯୯୩ -୩୦.୧୧.୧୯୯୩ ରେ ରାଷ୍ଟ୍ରପତିଙ୍କ ସମ୍ମତିଲାଭ କଲା - ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୬୭୭,ତା.୨୮.୧.୧୯୯୩ରେ ପ୍ରକାଶିତ ହୋଇଥିଲା।
  25. ଆଇନ୍ ସଂଖ୍ୟା ୧୨/୧୯୯୪ -୧୫.୬.୧୯୯୪ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କଲା -ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୭୬୩, ତା.୧.୭.୧୯୯୪ରେ ପ୍ରକାଶିତ ହେଲା ।

ଆଧାର -ଲ ହାଉସ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate