অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ରାଜ୍ୟ, ଜିଲା ସ୍ତରୀୟ ଆଲୋଚନା ଓ ଓଡିଶା ସରକାର ବିଭାଗ)

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ରାଜ୍ୟ, ଜିଲା ସ୍ତରୀୟ ଆଲୋଚନା ଓ ଓଡିଶା ସରକାର ବିଭାଗ)

ରାଜ୍ୟ ସ୍ତରୀୟ ଆଲୋଚନା

କ୍ର.ନଂ.

ତାରିଖ

ବିଷୟ

1.

୩ ନଭେମ୍ବର ୨୦୧୩

ସଂଖ୍ୟା ଲଘୁ ସଂପ୍ରଦାୟର ମହିଳା

2.

୪ ନଭେମ୍ବର ୨୦୧୩

ସହରାଞ୍ଚଳ ବସ୍ତିବାସିନ୍ଦା ମହିଳାଙ୍କ ସମସ୍ୟା

3.

୪ ନଭେମ୍ବର ୨୦୧୩

ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ ମହିଳାମାନଙ୍କ ସମସ୍ୟା

4.

୫ ନଭେମ୍ବର ୨୦୧୩

ବାଳିକା ମାନଙ୍କର ଉଚ୍ଚ ପ୍ରାଥମିକ ଶିକ୍ଷା

5.

୫ ନଭେମ୍ବର ୨୦୧୩

ଅଧାରୁ ପାଠ ଛାଡ଼ୁଥିବା ବାଳିକାମାନଙ୍କ ପାଇଁ ସୁଯୋଗ

6.

୫ ନଭେମ୍ବର ୨୦୧୩

ବାଳିକା ଓ ମହିଳା ମାନଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷା

7.

୫ ନଭେମ୍ବର ୨୦୧୩

ଓଡ଼ିଶାରେ ମହିଳାମାନଙ୍କର ଜୀବିକା ସମସ୍ୟା

8.

୬ ନଭେମ୍ବର ୨୦୧୩

ମହିଳାମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା – ଗଣମାଧ୍ୟମ , ଆଇନର ପରସୀମା ଏବଂ ପ୍ରଶାସନ

9.

୭ ନଭେମ୍ବର ୨୦୧୩

ବିକାଶ ସହଭାଗୀ ସଂଗଠନ ମାନଙ୍କଠାରୁ ତଥ୍ୟ ଗ୍ରହଣ

10.

୧୨ ନଭେମ୍ବର ୨୦୧୩

ସୁରକ୍ଷା, ନିରପତ୍ତା ଓ ରକ୍ଷଣ (ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ)

11.

୧୫ ନଭେମ୍ବର ୨୦୧୩

ଭିନ୍ନକ୍ଷମ ବାଳିକା ଓ ମହିଳାଙ୍କ ଆବଶ୍ୟକତା

12.

୧୯ ନଭେମ୍ବର ୨୦୧୩

ମହିଳା ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା

13.

୨୦ ନଭେମ୍ବର ୨୦୧୩

ଉଚ୍ଚ ଶିକ୍ଷା, ଆଇନ୍ ଏବଂ ଅଧିକାର (ଉତ୍କଳ ବିଶ୍ଵବିଦ୍ୟାଳୟ,ଭୁବନେଶ୍ଵର)

14.

୨୦ ନଭେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ଉଦବର୍ତ୍ତନ (ସମ୍ବଲପୁର ବିଶ୍ଵବିଦ୍ୟାଳୟ, ସମ୍ବଲପୁର)

15.

୨୦ ନଭେମ୍ବର ୨୦୧୩

ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି (ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟ, ବାଲେଶ୍ଵର)

16.

୨୨ ନଭେମ୍ବର ୨୦୧୩

ରାଜନୈତିକ ଅଂଶଗ୍ରହଣ ଏବଂ ପ୍ରତିନିଧିତ୍ଵ (ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ)

17.

୨୨ ନଭେମ୍ବର ୨୦୧୩

ମହିଳାମାନଙ୍କ ବିରୁଦ୍ଧରେ ହିଂସା

18.

o୬ ଜାନୁଆରୀ ୨୦୧୪

ବିଶେଷଜ୍ଞ ମାନଙ୍କ ମତାମତ

19.

୨୭ ଜାନୁଆରୀ ୨୦୧୪

ମହିଳାମାନଙ୍କ ସମସ୍ୟାକୁ ନେଇ ଦଳ ସହ ଆଲୋଚନା

ଜିଲ୍ଲା ସ୍ତରୀୟ ଆଲୋଚନା

କ୍ର.ନଂ.

ତାରିଖ

ବିଷୟ

ଜିଲ୍ଲା

1.

୨୬ ଅକ୍ଟୋବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

କୋରାପୁଟ

2.

୨୯ ଅକ୍ଟୋବର ୨୦୧୩

ସ୍ଵ-ରୋଜଗାର, କାର୍ଯ୍ୟ କୁଶଳତା, ରୋଜଗାର ସୃଷ୍ଟି ଓ ପୁଞ୍ଜି ପାଇଁ ଅନୁପ୍ରବେଶ

କଟକ

3.

୩୦ ନଭେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ପ୍ରଜନନ ସ୍ୱାସ୍ଥ୍ୟ

ଅନୁଗୁଳ

4.

୭ ନଭେମ୍ବର ୨୦୧୩

ସ୍ଵ-ରୋଜଗାର, କାର୍ଯ୍ୟ କୁଶଳତା ରୋଜଗାର ସୃଷ୍ଟି ଓ ପୁଞ୍ଜି ପାଇଁ ଅନୁପ୍ରବେଶ କେନ୍ଦ୍ରାପଡା

କେନ୍ଦ୍ରାପଡା

5.

୮ ନଭେମ୍ବର ୨୦୧୩

ସ୍ଵ-ରୋଜଗାର, କାର୍ଯ୍ୟ କୁଶଳତା ରୋଜଗାର ସୃଷ୍ଟ ଓ ପୁଞ୍ଜି ପାଇଁ ଅନୁପ୍ରବେଶ

ପୁରୀ

6.

୮ ନଭେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

ନୂଆପଡା

7.

୧୩ ନଭେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

ନବରଙ୍ଗପୁର

8.

୧୫ ନଭେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ପ୍ରଜନନ ସ୍ୱାସ୍ଥ୍ୟ

ବାଲେଶ୍ଵର

9.

୧୫ ନଭେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

ମାଲକାନାଗିରି

10.

୧୬ ନଭେମ୍ବର ୨୦୧୩

ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି

ଗଜପତି

11.

୧୯ ନଭେମ୍ବର ୨୦୧୩

ମହିଳାଙ୍କ ବିରୁଦ୍ଧରେ ଆଇନ୍ ଏବଂ ସଂସ୍ଥାଗତ ପରିଚାଳନା, ସୁରକ୍ଷା, ନିରାପତ୍ତା ଓ ରକ୍ଷଣ

ଝାରସୁଗୁଡ଼ା

12.

୧୯ ନଭେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ପ୍ରଜନନ ସ୍ୱାସ୍ଥ୍ୟ

ଭଦ୍ରକ

13.

୨୧ ନଭେମ୍ବର ୨୦୧୩

ମହିଳାଙ୍କ ବିରୁଦ୍ଧରେ ଆଇନ୍ ଏବଂ ସଂସ୍ଥାଗତ ପରିଚାଳନା , ସୁରକ୍ଷା, ନିରାପତ୍ତା ଓ ରକ୍ଷଣ

ଖୋର୍ଦ୍ଧା

14.

୨୪ ନଭେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ପ୍ରଜନନ ସ୍ୱାସ୍ଥ୍ୟ

ବଲାଙ୍ଗୀର

15.

୨୬ ନଭେମ୍ବର ୨୦୧୩

ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି

ବୌଦ୍ଧ

16.

୨୭ ନଭେମ୍ବର ୨୦୧୩

ମହିଳାଙ୍କ ବିରୁଦ୍ଧରେ ଆଇନ୍ ଏବଂ ସଂସ୍ଥାଗତ ପରିଚାଳନା , ସୁରକ୍ଷା, ନିରାପତ୍ତା ଓ ରକ୍ଷଣ

ଦେଓଗଡ଼

17.

୨୭ ନଭେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ପ୍ରଜନନ ସ୍ୱାସ୍ଥ୍ୟ

ଗଞ୍ଜାମ

18.

୨୮ ନଭେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା (ଶିକ୍ଷା)

ସମ୍ବଲପୁର

19.

୨୯ ନଭେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

କଳାହାଣ୍ଡି

20.

୨୯ ନଭେମ୍ବର ୨୦୧୩

ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି

ସୁନ୍ଦରଗଡ

21.

୩୦ ନଭେମ୍ବର ୨୦୧୩

ମହିଳାଙ୍କ ବିରୁଦ୍ଧରେ ଆଇନ୍ ଏବଂ ସଂସ୍ଥାଗତ ପରିଚାଳନା , ସୁରକ୍ଷା, ନିରାପତ୍ତା ଓ ରକ୍ଷଣ

ନୟାଗଡ଼

22.

୩୦ ନଭେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

ବରଗଡ଼

23.

୩୦ ନଭେମ୍ବର ୨୦୧୩

ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି

ମୟୁରଭଞ୍ଜ

24.

୪ ଡିସେମ୍ବର ୨୦୧୩

ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ପ୍ରଜନନ ସ୍ଵାସ୍ଥ୍ୟ

କେନ୍ଦୁଝର

25.

୫ ଡିସେମ୍ବର ୨୦୧୩

ମହିଳାଙ୍କ ବିରୁଦ୍ଧରେ ଆଇନ୍ ଏବଂ ସଂସ୍ଥାଗତ ପରିଚାଳନା , ସୁରକ୍ଷା, ନିରାପତ୍ତା ଓ ରକ୍ଷଣ

ଜଗତସିଂପୁର

26.

୫ ଡିସେମ୍ବର ୨୦୧୩

ସ୍ଵ -ରୋଜଗାର, କାର୍ଯ୍ୟ କୁଶଳତା ରୋଜଗାର ସୃଷ୍ଟି ଓ ପୁଞ୍ଜି ପାଇଁ ଅନୁପ୍ରବେଶ

ଢେଙ୍କାନାଳ

27.

୬ ଡିସେମ୍ବର ୨୦୧୩

ମହିଳାଙ୍କ ବିରୁଦ୍ଧରେ ଆଇନ୍ ଏବଂ ସଂସ୍ଥାଗତ ପରିଚାଳନା , ସୁରକ୍ଷା, ନିରାପତ୍ତା ଓ ରକ୍ଷଣ

ଯାଜପୁର

28.

୬ ଡିସେମ୍ବର ୨୦୧୩

ଆଦିବାସୀ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ୟା

ସୁବର୍ଣ୍ଣପୁର

ଓଡ଼ିଶା ସରକାରଙ୍କ ବିଭାଗ ମାନଙ୍କ ସହିତ ଆଲୋଚନା

କ୍ର.ନଂ.

ତାରିଖ

ବିଭାଗ ସହିତ ସଭା

1.

୨ ଡିସେମ୍ବର ୨୦୧୩

ସମସ୍ତ ସଚିବ ମାନଙ୍କ ସହ ଆଲୋଚନା

2.

୪ ଡିସେମ୍ବର ୨୦୧୩

ଉନ୍ନୟନ କମିଶନର

3.

୭ ଡିସେମ୍ବର ୨୦୧୩

ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

4.

୭ ଡିସେମ୍ବର ୨୦୧୩

କମିଶନର ତଥା ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ

5.

୧୦ ଡିସେମ୍ବର ୨୦୧୩

ନିର୍ଦ୍ଦେଶକ, ଓଡ଼ିଶା ଜିବୀକା ମିଶନ୍

6.

୧୧ ଡିସେମ୍ବର ୨୦୧୩

ନିର୍ଦ୍ଦେଶକ, ସ୍ଵତନ୍ତ୍ର ପ୍ରକଳ୍ପ –ପଞ୍ଚାୟତିରାଜ

7.

୧୧ ଡିସେମ୍ବର ୨୦୧୩

ଉପ ନିର୍ଦ୍ଦେଶକ, ରାଜ୍ୟ ଗ୍ରାମଞ୍ଚଳ ବିକାଶ ପ୍ରତିଷ୍ଠାନ

8.

୪ ଡିସେମ୍ବର ୨୦୧୩

କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

9.

୧୧ ଡିସେମ୍ବର ୨୦୧୩

କମିଶନର ତଥା ସଚିବ, ଶ୍ରମ ଓ ନିୟୋଜନ ବିଭାଗ

10.

୧୧ ଡିସେମ୍ବର ୨୦୧୩

ଶ୍ରମ କମିଶନର

11.

୧୧ ଡିସେମ୍ବର ୨୦୧୩

କମିଶନର ତଥା ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ

12.

୧୨ ଡିସେମ୍ବର ୨୦୧୩

କମିଶନର ତଥା ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ

13.

୧୨ ଡିସେମ୍ବର ୨୦୧୩

ନିର୍ଦ୍ଦେଶକ (ଆଦିବାସୀ) ତଥା ଅତିରିକ୍ତ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ

14.

୧୨ ଡିସେମ୍ବର ୨୦୧୩

ଅତିରିକ୍ତ ମୁଖ୍ୟ ସଚିବ, ରାଜସ୍ଵ ଓ ପ୍ରାକୃତିକ ପରିଚାଳନା ବିଭାଗ

15.

୧୨ ଡିସେମ୍ବର ୨୦୧୩

କମିଶନର ତଥା ସଚିବ, ନିଯୁକ୍ତି, ବୈଷୟିକ ଶିକ୍ଷା ଏବଂ ତାଲିମ ଭାଗ

16.

୧୨ ଡିସେମ୍ବର ୨୦୧୩

ଉପ ନିର୍ଦ୍ଦେଶକ, ନିଯୁକ୍ତି, ବୈଷୟିକ ଶିକ୍ଷା ଏବଂ ତାଲିମଭାଗ

17.

୧୭ ଡିସେମ୍ବର ୨୦୧୩

ମୁଖ୍ୟ ସଚିବଙ୍କ ଦ୍ଵାରା କାର୍ଯ୍ୟନ୍ଵୟନ ବିଭାଗ ମାନଙ୍କୁ ନିରୀକ୍ଷଣ

18.

୧୮ ଡିସେମ୍ବର ୨୦୧୩

ମୁଖ୍ୟ ସଚିବଙ୍କ ଦ୍ଵାରା କାର୍ଯ୍ୟନ୍ଵୟନ ବିଭାଗ ମାନଙ୍କୁ ନିରୀକ୍ଷଣ

19.

୨ ଜାନୁଆରୀ ୨୦୧୪

ପୋଲିସ୍ କମିଶନର ଏବଂ ପଦାଧିକାରୀ

20.

୨୧ ଜାନୁଆରୀ ୨୦୧୪

ସଚିବ, ବିଜ୍ଞାନ ଓ କାରୀଗରୀ ଏବଂ ବୟନ ଏବଂ ହସ୍ତତନ୍ତ ବିଭାଗ

21.

୨୨ ଜାନୁଆରୀ ୨୦୧୪

ସଚିବ, ମଧ୍ୟମ, କ୍ଷୁଦ୍ର ଓ ଅତି କ୍ଷୁଦ୍ର ଶିଳ୍ମ ବିଭାଗ

22.

୧ ଫ୍ରେବୃୟାରୀ ୨୦୧୪

ସ୍ଵତନ୍ତ୍ର ସଚିବ, ଯୋଜନା ଏବଂ ସମନ୍ଵୟ ବିଭାଗ

23.

୮ ମେ ୨୦୧୪

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ରେ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ରୂପରେଖ ପ୍ରଦର୍ଶନ

24.

୨ ଜୁଲାଇ ୨୦୧୪

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଶେଷ ପ୍ରଦର୍ଶନ

25.

୨ ଜୁଲାଇ ୨୦୧୪

ରାଜ୍ୟ କ୍ୟାବିନେଟରେ ପେଶ୍ ଓ ଅନୁମୋଦନ

ଆଧାର –ଓଡିଶା ସରକାର

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate