অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଭିଲ ଆଇନ୍ ବିଭାଗ

ସିଭିଲ ଆଇନ୍ ବିଭାଗ

  • ଅବୈଧ ଜନ୍ମିତ ଶିଶୁ ଓ ବ୍ୟକ୍ତିମାନଙ୍କର ଅଧିକାର ସମ୍ପର୍କରେ
  • ଲିଭ୍ ଇନ୍ ରିଲେସନ୍ସିପ୍ ରୁ ଜନ୍ମିତ ଅବୈଧ ଶିଶୁ ର ଅଧିକାର ସମ୍ପର୍କରେ ।

  • ଚୁକ୍ତି ବା ଚୁକ୍ତିପତ୍ର
  • ଚୁକ୍ତି ବା ଚୁକ୍ତିପତ୍ର ସମ୍ପାଦନ କରିବା କେତେକ ବିଷୟରେ ଜାଣିବା ଆବଶ୍ୟକ । ଉଭୟ ପକ୍ଷ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଉଚିତ୍।

  • ବିଭିନ୍ନ ପ୍ରକାର ଆଇନ୍ ଗତ ସୁରକ୍ଷା ବ୍ୟବସ୍ଥା
  • ବିଭିନ୍ନ ପ୍ରକାର ଆଇନ୍ ଗତ ସୁରକ୍ଷା ବ୍ୟବସ୍ଥା ବିଷୟରେ ସୂଚନା ।

  • ମହିଳାମାନେ କେତେକ ଆଇନ୍ ବିଷୟରେ ଜାଣିବା ଉଚିତ୍
  • ମହିଳା ମାନଙ୍କର ସାମାଜିକ ସ୍ଥିତିକୁ ନେଇ ସେମାନଙ୍କ ହିତ ପାଇଁ କେତେକ ଆଇନ୍ ଗତ ସୁବିଧା ଦିଆଯାଇଛି ।

  • ମାଗଣାରେ ଲୋକ ଅଦାଲତରୁ ରାୟ ପାଇବା ସମ୍ପର୍କରେ
  • ଆମ ଦେଶରେ ଗରିବ ଲୋକଙ୍କୁ ମାଗଣାରେ ଲୋକ ଅଦାଲତରୁ ତୁରନ୍ତ ନିଷ୍ପତି କରାଯାଉଅଛି ।

  • ଶିଶୁମାନଙ୍କ ଅଧିକାର ସମ୍ପର୍କରେ
  • ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ବହୁତ ଅଧିକ । ସେଥିପାଇଁ ଶିଶୁମାନଙ୍କ ଅଧିକାର ସମ୍ପର୍କରେ ଆଇନ୍ ପ୍ରଣୟନ ହୋଇଛି ।

  • ଶିଶୁମାନଙ୍କ ସମ୍ପର୍କରେ
  • ଶିଶୁ ମାନେ ଆମ ଦେଶର ଭବିଷ୍ୟତ ସେମାନଙ୍କ ସୁରକ୍ଷା ପାଇଁ କେତେକ ଆଇନ୍ ରହିଛି । ପୋଷ୍ୟ ପୁତ୍ର ଗ୍ରହଣ ପାଇଁ ମଧ୍ୟ କେତେକ ଆଇନ୍ ରହିଛି ।

  • ସରକାରୀ କର୍ମଚାରୀଙ୍କ ନାମରେ କେଶ୍ ସମ୍ପର୍କରେ
  • ସରକାରୀ କର୍ମଚାରୀ ଊଦ୍ଦେଶ୍ୟ ଓ କାର୍ଯ୍ୟ ରେ ହଇରାଣ ହେଉଥିଲେ ସେଥିପାଇଁ ଆଇନ୍ ରହିଛି ।

  • ସର୍ବସାଧାରଣ ସ୍ଵାର୍ଥ
  • ସର୍ବସାଧାରଣ ସ୍ଵାର୍ଥ ନିହିତ କେଶ୍ ବିଷୟରେ ସୂଚନା ।

  • ସାମ୍ବିଧାନିକ ଆଇନ୍ ବ୍ୟବସ୍ଥା ଓ ଅଧିକାର
  • ସାମ୍ବିଧାନିକ ଆଇନ୍ ବ୍ୟବସ୍ଥା ଓ ଅଧିକାର ବିଷୟରେ ସୂଚନା ।

  • ସିଭିଲ୍ ଆଇନ୍ ବିଭାଗ
  • ଆମ ଦେଶରେ ପ୍ରଚଳିତ ଆଇନ୍କୁ କି ଶ୍ରେଣୀରେ ଭାଗ କରାଯାଇପାରେ ।

  • ସୂଚନା ଅଧିକାର ଆଇନ୍ ସମ୍ପର୍କରେ
  • ସୂଚନା ଅଧିକାର ଆଇନ୍, ୨୦୦୫ ଅନୁଯାୟୀ ବିଭିନ୍ନ ସରକାରୀ ଅଫିସ୍ ରେ ସୂଚନା ଦେବା ପାଇଁ ଅଫିସରମାନେ ନିଯୁକ୍ତି ପାଉଛନ୍ତି ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate