ହୋମ / ସମାଜ କଲ୍ୟାଣ / ଅଙ୍ଗନୱାଡି
ସେଆର କରନ୍ତୁ

ଅଙ୍ଗନୱାଡି

ଅଙ୍ଗନୱାଡିର କାର୍ଯ୍ୟ କଳାପ ସମ୍ବନ୍ଧୀୟ ସୂଚନା

ଗର୍ଭବତୀ ମହିଳାଙ୍କର ପଞ୍ଜୀକରଣ ଓ ଯତ୍ନ
ମହିଳା ଗର୍ଭବତୀ ଚିହ୍ନଟ ହେବା ପରେ ତାଙ୍କୁ କେଉଁସବୁ ସେବା ଯୋଗାଇବା ଉଚିତ୍ ।
ଗର୍ଭାବସ୍ଥା ସମୟରେ ଯତ୍ନ
ମହିଳାମାନଙ୍କ ପାଇଁ ଗର୍ଭାବସ୍ଥା ଏକ ଶାରୀରିକ କଷ୍ଟ ଦାୟକ ଅବସ୍ଥା ଖାଦ୍ୟ ଓ ପୁଷ୍ଟିର ସ୍ଵତନ୍ତ୍ର ଯତ୍ନ ନେବା ଆବଶ୍ୟକ ଠିକ୍ ସମୟରେ ।
ନବଜାତ ଶିଶୁର ଯତ୍ନ
୨୮ ଦିନରୁ କମ୍ ବୟସର ଶିଶୁ ହିଁ ନବଜାତ ଶିଶୁ । ନବଜାତ ଶିଶୁର ଯତ୍ନ ନିତ୍ୟନ୍ତ ଜରୁରୀ ।
ଶିଶୁର ବୃଦ୍ଧି ନିରୀକ୍ଷଣ
ଶିଶୁର ଓଜନ ଏବଂ ଉଚ୍ଚତାକୁ ନିରୀକ୍ଷଣ ନିତ୍ୟନ୍ତ ଜରୁରୀ ।
ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି
ଶିଶୁ ନବଜାତ ଶିଶୁ ତଥା ପରବର୍ତ୍ତୀ ଅବସ୍ଥାର ଶିଶୁର ଅପପୁଷ୍ଟି ସୁରକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ପାଇଁ ଯେଉଁ ସବୁ କାର୍ଯ୍ୟ କର୍ମ କରାଯିବ ନିହାତି ଆବଶ୍ୟକ ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି ।
ଶିଶୁମାନଙ୍କର ଟୀକା କରଣ
ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ଦିଆଯାଏ ।
ଅସୁସ୍ଥ ଶିଶୁର ଚିହ୍ନଟକରଣ
ଶିଶୁର ଶରୀର ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଶିଶୁର ଅସୁସ୍ଥତା ଚିହ୍ନଟ ହେଲେ ପ୍ରଥମେ ଅଙ୍ଗନୱାଡି କର୍ମୀ ହେଉଛନ୍ତି ପ୍ରଥମବ୍ୟକ୍ତି ଯାହାକୁ ଗୋଷ୍ଠୀର ସଦସ୍ୟମାନେ ପ୍ରଥମେ ଯୋଗାଯୋଗ କରିବେ ।
ପ୍ରାକ୍ – ବିଦ୍ୟାଳୟ ଶିକ୍ଷା
ପ୍ରାକ୍ ଶୈଶବ ଅବସ୍ଥାରେ ଶିଶୁର ବିକାଶ ବାକି ସମଗ୍ର ଜୀବନକାଳ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ପ୍ରାକ୍ - ବିଦ୍ୟାଳୟ ଶିକ୍ଷା ଶିଶୁ ପାଇଁ ଗୁରୁତ୍ଵପୂର୍ଣ୍ଣ।
ପରିପୂରକ ପୁଷ୍ଟି
ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ସେବାମାନଙ୍କ ମଧ୍ୟରୁ ପରିପୂରକ ପୁଷ୍ଟିସାଧନ ଅନ୍ୟତମ । ସେ ସମ୍ବନ୍ଧୀୟ ସୂଚନା ।
ସଂକ୍ରମଣରୁ ରକ୍ଷା ପାଇଁ ପରିଚ୍ଛନ୍ନତାର ଅଭ୍ୟାସ
ରୋଗ ଓ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପରିବେଶର ପରିଚ୍ଛନ୍ନତାର ରଖିବା ଜରୁରୀ ।
ନେବିଗତିଓଂ
Back to top