ଅପରାଧ ସଂଗଠିତ ହେଲେ ଆଇନ୍ ଅନୁସାରେ ଅପରାଧର ଗୁରୁତ୍ଵ ଦୃଷ୍ଟିରୁ ଭାରତୀୟ ଦଣ୍ଡବିଧି ଆଇନ୍ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ଅଛି ।
ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଆଇନ ରହିଛି ଯାହା ଦ୍ଵାରା ସମସ୍ତ ନ୍ୟାୟ ପାଇପାରିବେ ।
ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୪୩ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଆପଣଙ୍କ ସମ୍ମୁଖରେ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ଓ ଜାମିନ୍ ଅଯୋଗ୍ୟ ଦୋଷ କରନ୍ତି, ସେ ଅପରାଧୀ ହୋଇଥାନ୍ତି, ଆପଣ ତାଙ୍କୁ ବା ଅନ୍ୟମାନଙ୍କ ସାହାଯ୍ୟରେ ଆରେଷ୍ଟ୍ କରିପାରିବେ ।
ଯେକୌଣସି ବୟସର ବ୍ୟକ୍ତିଙ୍କୁ ତାର ଇଚ୍ଛା ବିରୁଦ୍ଧରେ ଅଥବା ଠକା ଠକି କରି ଭାରତ ବାହାର ଦେଶକୁ ନେଲେ ତାହା କିଡ୍ନାପିଙ୍ଗ୍ ଆଉଟ୍ ଅଫ୍ ଇଣ୍ଡିଆ ହୁଏ ।
ଆପଣ ସହାୟତା ପ୍ରଦାନ ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ଆଇନ୍ ।
ସମ୍ବିଧାନର ପ୍ରତ୍ୟେକ ଆଇନ୍ ଜାଣିବାର ଅଧିକାର ରହିଛି ।
କ୍ଷତିଗ୍ରସ୍ତ କରିବା ବ୍ୟକ୍ତି କୁଆଇନ୍ ଗତ ଦଣ୍ଡ ମିଳି ପାଇବ ।
ଅପରାଧୀକୁ ଧରି ବିଚାରକଙ୍କ ନିକଟରେ ହାଜର କରାଇବାକୁ ଗିରଫ କୁହାଯାଏ ।
ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଓ ସେମାନଙ୍କ ମଧ୍ୟରେ ଶାନ୍ତି ଭଙ୍ଗ ନହେବ ଶାନ୍ତିସହାବସ୍ଥାନ ହୋଇ ପାରିବ, ତାହା ପୁଲିସ୍ ମାନେ ପାଳନ କରିଥାନ୍ତି ।
ଧନଜୀବନ ହରାଇ କେଶ୍ କରିବାକୁ ଯିବେ ନା ପ୍ରତିରକ୍ଷା ପ୍ରୟୋଗ କରି ନିଜର ତଥା ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା କରିବେ ।
ମାନବ ଅଧିକାର ପାଇବାର ସମସ୍ତଙ୍କ ଅଧିକାର ରହିଛି । ଅଧିକାର କ୍ଷୁର୍ଣ୍ଣ କଲେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।
ଯୌନ ସମ୍ପର୍କ ସମ୍ବନ୍ଧୀୟ ଆଇନ୍ ଆଲୋଚନା କରାଯାଇଛି ।