অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିମିନାଲ ଆଇନ୍ ବିଭାଗ

କ୍ରିମିନାଲ ଆଇନ୍ ବିଭାଗ

  • ଅପରାଧ
  • ଅପରାଧ ସଂଗଠିତ ହେଲେ ଆଇନ୍ ଅନୁସାରେ ଅପରାଧର ଗୁରୁତ୍ଵ ଦୃଷ୍ଟିରୁ ଭାରତୀୟ ଦଣ୍ଡବିଧି ଆଇନ୍ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ଅଛି ।

  • ଆଇନ୍ ଓ ନ୍ୟାୟାଳୟ
  • ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଆଇନ ରହିଛି ଯାହା ଦ୍ଵାରା ସମସ୍ତ ନ୍ୟାୟ ପାଇପାରିବେ ।

  • ଆପଣଙ୍କର ଆରେଷ୍ଟ୍ କରିବାର କ୍ଷମତା ଅଛି କି ?
  • ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୪୩ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଆପଣଙ୍କ ସମ୍ମୁଖରେ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ଓ ଜାମିନ୍ ଅଯୋଗ୍ୟ ଦୋଷ କରନ୍ତି, ସେ ଅପରାଧୀ ହୋଇଥାନ୍ତି, ଆପଣ ତାଙ୍କୁ ବା ଅନ୍ୟମାନଙ୍କ ସାହାଯ୍ୟରେ ଆରେଷ୍ଟ୍ କରିପାରିବେ ।

  • କିଡ୍ନାପ
  • ଯେକୌଣସି ବୟସର ବ୍ୟକ୍ତିଙ୍କୁ ତାର ଇଚ୍ଛା ବିରୁଦ୍ଧରେ ଅଥବା ଠକା ଠକି କରି ଭାରତ ବାହାର ଦେଶକୁ ନେଲେ ତାହା କିଡ୍ନାପିଙ୍ଗ୍ ଆଉଟ୍ ଅଫ୍ ଇଣ୍ଡିଆ ହୁଏ ।

  • କେତେକ ଗୁରୁତ୍ଵପୂର୍ଣ୍ଣ କ୍ରିମିନାଲ୍ ଆଇନ୍
  • ଆପଣ ସହାୟତା ପ୍ରଦାନ ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ଆଇନ୍ ।

  • କ୍ରିମିନାଲ୍ ଆଇନ୍ ଓ ସମ୍ବିଧାନରେ ବ୍ୟକ୍ତିମାନଙ୍କର ଅଧିକାର ମାନ
  • ସମ୍ବିଧାନର ପ୍ରତ୍ୟେକ ଆଇନ୍ ଜାଣିବାର ଅଧିକାର ରହିଛି ।

  • କ୍ଷତିପୂରଣ ବା କମ୍ପେନଶେସନ
  • କ୍ଷତିଗ୍ରସ୍ତ କରିବା ବ୍ୟକ୍ତି କୁଆଇନ୍ ଗତ ଦଣ୍ଡ ମିଳି ପାଇବ ।

  • ଗିରଫ
  • ଅପରାଧୀକୁ ଧରି ବିଚାରକଙ୍କ ନିକଟରେ ହାଜର କରାଇବାକୁ ଗିରଫ କୁହାଯାଏ ।

  • ଥାନା, ପୁଲିସ ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍
  • ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଓ ସେମାନଙ୍କ ମଧ୍ୟରେ ଶାନ୍ତି ଭଙ୍ଗ ନହେବ ଶାନ୍ତିସହାବସ୍ଥାନ ହୋଇ ପାରିବ, ତାହା ପୁଲିସ୍ ମାନେ ପାଳନ କରିଥାନ୍ତି ।

  • ଧନ ଜୀବନ ସୁରକ୍ଷା ପାଇଁ ପ୍ରତିରକ୍ଷା
  • ଧନଜୀବନ ହରାଇ କେଶ୍ କରିବାକୁ ଯିବେ ନା ପ୍ରତିରକ୍ଷା ପ୍ରୟୋଗ କରି ନିଜର ତଥା ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା କରିବେ ।

  • ମାନବ ଅଧିକାର ସମ୍ପର୍କରେ
  • ମାନବ ଅଧିକାର ପାଇବାର ସମସ୍ତଙ୍କ ଅଧିକାର ରହିଛି । ଅଧିକାର କ୍ଷୁର୍ଣ୍ଣ କଲେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।

  • ଯୌନ ସମ୍ପର୍କ ସମ୍ବନ୍ଧୀୟ ଜରୁରୀ ଆଇନ୍
  • ଯୌନ ସମ୍ପର୍କ ସମ୍ବନ୍ଧୀୟ ଆଇନ୍ ଆଲୋଚନା କରାଯାଇଛି ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate