ଲିଭ୍ ଇନ୍ ରିଲେସନ୍ସିପ୍ ରୁ ଜନ୍ମିତ ଅବୈଧ ଶିଶୁ ର ଅଧିକାର ସମ୍ପର୍କରେ ।
ଚୁକ୍ତି ବା ଚୁକ୍ତିପତ୍ର ସମ୍ପାଦନ କରିବା କେତେକ ବିଷୟରେ ଜାଣିବା ଆବଶ୍ୟକ । ଉଭୟ ପକ୍ଷ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଉଚିତ୍।
ବିଭିନ୍ନ ପ୍ରକାର ଆଇନ୍ ଗତ ସୁରକ୍ଷା ବ୍ୟବସ୍ଥା ବିଷୟରେ ସୂଚନା ।
ମହିଳା ମାନଙ୍କର ସାମାଜିକ ସ୍ଥିତିକୁ ନେଇ ସେମାନଙ୍କ ହିତ ପାଇଁ କେତେକ ଆଇନ୍ ଗତ ସୁବିଧା ଦିଆଯାଇଛି ।
ଆମ ଦେଶରେ ଗରିବ ଲୋକଙ୍କୁ ମାଗଣାରେ ଲୋକ ଅଦାଲତରୁ ତୁରନ୍ତ ନିଷ୍ପତି କରାଯାଉଅଛି ।
ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ବହୁତ ଅଧିକ । ସେଥିପାଇଁ ଶିଶୁମାନଙ୍କ ଅଧିକାର ସମ୍ପର୍କରେ ଆଇନ୍ ପ୍ରଣୟନ ହୋଇଛି ।
ଶିଶୁ ମାନେ ଆମ ଦେଶର ଭବିଷ୍ୟତ ସେମାନଙ୍କ ସୁରକ୍ଷା ପାଇଁ କେତେକ ଆଇନ୍ ରହିଛି । ପୋଷ୍ୟ ପୁତ୍ର ଗ୍ରହଣ ପାଇଁ ମଧ୍ୟ କେତେକ ଆଇନ୍ ରହିଛି ।
ସରକାରୀ କର୍ମଚାରୀ ଊଦ୍ଦେଶ୍ୟ ଓ କାର୍ଯ୍ୟ ରେ ହଇରାଣ ହେଉଥିଲେ ସେଥିପାଇଁ ଆଇନ୍ ରହିଛି ।
ସର୍ବସାଧାରଣ ସ୍ଵାର୍ଥ ନିହିତ କେଶ୍ ବିଷୟରେ ସୂଚନା ।
ସାମ୍ବିଧାନିକ ଆଇନ୍ ବ୍ୟବସ୍ଥା ଓ ଅଧିକାର ବିଷୟରେ ସୂଚନା ।
ଆମ ଦେଶରେ ପ୍ରଚଳିତ ଆଇନ୍କୁ କି ଶ୍ରେଣୀରେ ଭାଗ କରାଯାଇପାରେ ।
ସୂଚନା ଅଧିକାର ଆଇନ୍, ୨୦୦୫ ଅନୁଯାୟୀ ବିଭିନ୍ନ ସରକାରୀ ଅଫିସ୍ ରେ ସୂଚନା ଦେବା ପାଇଁ ଅଫିସରମାନେ ନିଯୁକ୍ତି ପାଉଛନ୍ତି ।