ହୋମ / କୃଷି / ଉତ୍ତମ ଅଭ୍ୟାସ
ସେଆର କରନ୍ତୁ

ଉତ୍ତମ ଅଭ୍ୟାସ

କୃଷି ଓ କୃଷି ସମ୍ବନ୍ଧୀୟ କ୍ଷେତ୍ର

ପାକଶାଳା ବଗିଚା
ଘରେ ପାକଶାଳା ବଗିଚା ପ୍ରସ୍ତୁତି ସମ୍ବନ୍ଧୀୟ ।
ଫଳଚାଷ ଲାଗି ବଗିଚା ପ୍ରସ୍ତୁତି
ଫଳଚାଷ ଲାଗି ବଗିଚା କିପରି ପ୍ରସ୍ତୁତି କରିବେ ସେ ସମ୍ପର୍କରେ ସୂଚନା
ସ୍କୋୟାର୍ଫୁଟ ଗାର୍ଡେନ୍
ସ୍ଵଚ୍ଛ ଜାଗାରେ ପନିପରିବା ଚାଷ କରିବାର ପଦ୍ଧତିକୁ ସ୍କୋୟାର୍ଫୁଟ ଗାର୍ଡେନ୍ ବା ବର୍ଗଫୁଟ ଉଦ୍ୟାନ ବୋଲି କୁହାଯାଏ ।
ଚାଷୀଙ୍କୁ ସ୍ୱାବଲମ୍ବୀ କରୁଛି ଲେମନ୍ ଗ୍ରାସ୍
ଲେମନ୍ ଗ୍ରାସ ପ୍ରତି ବଢୁଛି ଚାଷୀଙ୍କ ଆଗ୍ରହ । ବିଶେଷ କରି ରାଜ୍ୟର କୋରାପୁଟ ଜିଲ୍ଲାରେ ଏହି ଘାସ ଚାଷ ବେଶୀ ପରିମାଣରେ ଦେଖିବାକୁ ମିଳୁଛି ।
ସୋରିଷ ବୁଣିବା ଓ ଧୂଙ୍ଗିରୀ ଛତୁ ଚାଷ
ସୋରିଷ ବୁଣିବା ଓ ଧୂଙ୍ଗିରୀ ଛତୁ କିପରି ଚାଷ କରିବେ ସେ ସମ୍ବନ୍ଧୀୟ ସୂଚନା ।
ବିନ୍ ଚାଷ
ଶୀତଦିନେ ବିନ୍ ଚାଷ ଉତ୍ତମ ଅଭ୍ୟାସ । ବିନ୍ ଚାଷ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଗେଣ୍ଡୁ ଫୁଲ, ରୋଗ ଓ ପ୍ରତିକାର
ଗେଣ୍ଡୁ ଫୁଲରେ ରୋଗ ଓ ପ୍ରତିକାର କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ।
ଜର୍ବେରା ଚାଷ
ଜର୍ବେରା ଫୁଲ ଚାଷ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଘରେ ପ୍ରସ୍ତୁତ କରନ୍ତୁ ବୋନସାଇ ଓ ଝୁଲନ୍ତା ଉଦ୍ୟାନର ଯତ୍ନ
ଘରେ ପ୍ରସ୍ତୁତ କରନ୍ତୁ ବୋନସାଇ ଓ ଝୁଲନ୍ତା ଉଦ୍ୟାନର ଯତ୍ନ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ସବୁଜ ସାର ଆଜୋଲା
ଆଜୋଲା ଏକା ଅପୁଷ୍କ ଜନକ ଭାସମାନ ଉଦ୍ଭିଦ (ଫଣ୍ଟି) । ଏହାକୁ ସବୁଜ ସାର ଭାବେ ଫସଲରେ ଓ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ ।
ନେବିଗତିଓଂ
Back to top