କୋର୍ଟରେ ସାକ୍ଷୀ, ମୁଦାଲା ଓ ଦର୍ଶକ ହିସାବରେ ଥିଲେ କେଉଁ ସତର୍କତା ଅବଲମ୍ବନ କରିବେ ।
ମହିଳାମାନଙ୍କୁ ଘରୋଇ ହିଂସାକୁ ସୁରକ୍ଷା ଦେବା ପାଇଁ (ଆଇନ୍) ପ୍ରଣୀତ ହୋଇଛି ।
ଜନସାଧାରଣଙ୍କ ପ୍ରତି ପୋଲିସର ବ୍ୟବହାର ସମ୍ବନ୍ଧରେ ସୂଚନା ।
ନାଗରିକ ମାନଙ୍କ ଅଧିକାର ସମ୍ପର୍କୀୟ ଆଇନଗତ ସଚେତନତା ଉତ୍ଥାନ କରିବା ଗିରଫ ଜାମିନ ଟିପ୍ପଣୀର ଉଦ୍ଦେଶ୍ୟ ।
ଗୋଟିଏ ଜମିକୁ ବାରମ୍ବାର ବିକ୍ରି କରି ଟଙ୍କା ଠକି ନେଉଛନ୍ତି ।ଜମିଜମା ଖର୍ଦ୍ଦି ସମୟରେ ସତର୍କ ହେବାଉଚିତ୍ ।
ନିଜର ସ୍ଵାର୍ଥ ରକ୍ଷା ପାଇଁ ସମସ୍ତେ ନିତାନ୍ତ କେତେକ ଜରୁରୀ ଆଇନ୍ ମାନ ଜାଣିବା ଦରକାର ।
ସମାଜରେ ଅନେକ ଫୌଜଦାରୀ ଘଟଣା ତା ସମ୍ପର୍କରେ ଥାନାରେ ସୂଚନା ଦେବା ଆବଶ୍ୟକ ।
ଜାମିନ ଅର୍ଥାତ୍ କାନୁନୀ ହାଜତରୁ ଗିରଫ ବ୍ୟକ୍ତିଙ୍କୁ ତାଙ୍କର ମୁକ୍ତ ବିଚାର ନିମନ୍ତେ ଛାଡ ବା ମୁକ୍ତି କରିବାକୁ ବୁଝାଏ ।
ସଜାଗ ଓ ସଚେତନ ରହିବା ହିଁ ନିଜର ସୁରକ୍ଷା ଅଟେ ।
ବିବାହ ବ୍ୟବସ୍ଥା ବିଲୋପ ହେବାର ଆଶଙ୍କା ଓ ଆଇନ୍ ।
ବୃଦ୍ଧ ମାତାପିତାଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ - ୨୦୦୭ ସମ୍ବନ୍ଧରେ ସୂଚନା ।
ବ୍ୟାଙ୍କ ଚେକ୍ ଦେଣନେଣ ସମ୍ବନ୍ଧୀୟ ଜାଣିବା କଥା ଜରୁରୀ ।
ମହିଳା ମାନଙ୍କ ପାଇଁ କେତେକ କଡା ଆଇନ୍ ଓ କେତେକ ସ୍ଵତନ୍ତ୍ର ଆଇନ୍ ରହିଛି ।
ଯାନବାହନ ଚଳାଇବା ପାଇଁ ସେହି ସମ୍ପର୍କିତ ଆଇନ୍ ।
ସ୍ଵାମୀ ସ୍ତ୍ରୀ କଳହ ଓ ତାର ସରଳ ସମାଧାନ ସମ୍ବନ୍ଧିତ ସୂଚନା ।
ହିନ୍ଦୁ ଉତ୍ତରାଧିକାରୀ ସଂଶୋଧିତ ଆଇନ୍ ୨୦୦୫ ରେ ଝିଅମାନଙ୍କର ସମ୍ପତ୍ତିର ଅଧିକାର, ନାବାଳକମାନଙ୍କର ଅଭିଭାବକ, ପୋଷ୍ୟପୁତ୍ର ସମ୍ପର୍କିତ କେତେକ ଜରୁରୀ ଆଇନ୍ ସମ୍ବନ୍ଧରେ ସୂଚନା ।