অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱତନ୍ତ୍ର ବିଭାଗ

ସ୍ୱତନ୍ତ୍ର ବିଭାଗ

  • କୋର୍ଟରେ ସତର୍କତା
  • କୋର୍ଟରେ ସାକ୍ଷୀ, ମୁଦାଲା ଓ ଦର୍ଶକ ହିସାବରେ ଥିଲେ କେଉଁ ସତର୍କତା ଅବଲମ୍ବନ କରିବେ ।

  • ଘରୋଇ ହିଂସା ଆଇନ୍ ୨୦୦୫
  • ମହିଳାମାନଙ୍କୁ ଘରୋଇ ହିଂସାକୁ ସୁରକ୍ଷା ଦେବା ପାଇଁ (ଆଇନ୍) ପ୍ରଣୀତ ହୋଇଛି ।

  • ଜନସାଧାରଣଙ୍କ ପ୍ରତି ପୋଲିସର ବ୍ୟବହାର
  • ଜନସାଧାରଣଙ୍କ ପ୍ରତି ପୋଲିସର ବ୍ୟବହାର ସମ୍ବନ୍ଧରେ ସୂଚନା ।

  • ଜନସାଧାରଣଙ୍କୁ ଆଇନ ସହାୟତା
  • ନାଗରିକ ମାନଙ୍କ ଅଧିକାର ସମ୍ପର୍କୀୟ ଆଇନଗତ ସଚେତନତା ଉତ୍ଥାନ କରିବା ଗିରଫ ଜାମିନ ଟିପ୍ପଣୀର ଉଦ୍ଦେଶ୍ୟ ।

  • ଜମିଜମା ଖର୍ଦ୍ଦି ସମ୍ପର୍କରେ
  • ଗୋଟିଏ ଜମିକୁ ବାରମ୍ବାର ବିକ୍ରି କରି ଟଙ୍କା ଠକି ନେଉଛନ୍ତି ।ଜମିଜମା ଖର୍ଦ୍ଦି ସମୟରେ ସତର୍କ ହେବାଉଚିତ୍ ।

  • ଜରୁରୀ ଆଇନ୍
  • ନିଜର ସ୍ଵାର୍ଥ ରକ୍ଷା ପାଇଁ ସମସ୍ତେ ନିତାନ୍ତ କେତେକ ଜରୁରୀ ଆଇନ୍ ମାନ ଜାଣିବା ଦରକାର ।

  • ଜରୁରୀ କ୍ରିମିନାଲ୍ ଆଇନ୍
  • ସମାଜରେ ଅନେକ ଫୌଜଦାରୀ ଘଟଣା ତା ସମ୍ପର୍କରେ ଥାନାରେ ସୂଚନା ଦେବା ଆବଶ୍ୟକ ।

  • ଜାମିନ
  • ଜାମିନ ଅର୍ଥାତ୍ କାନୁନୀ ହାଜତରୁ ଗିରଫ ବ୍ୟକ୍ତିଙ୍କୁ ତାଙ୍କର ମୁକ୍ତ ବିଚାର ନିମନ୍ତେ ଛାଡ ବା ମୁକ୍ତି କରିବାକୁ ବୁଝାଏ ।

  • ପ୍ରତିକାରପୂର୍ଣ୍ଣ ଆଇନ୍
  • ସଜାଗ ଓ ସଚେତନ ରହିବା ହିଁ ନିଜର ସୁରକ୍ଷା ଅଟେ ।

  • ବିବାହରେ ସମସ୍ୟା ଆଶଙ୍କା
  • ବିବାହ ବ୍ୟବସ୍ଥା ବିଲୋପ ହେବାର ଆଶଙ୍କା ଓ ଆଇନ୍ ।

  • ବୃଦ୍ଧ ମାତାପିତାଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ - ୨୦୦୭
  • ବୃଦ୍ଧ ମାତାପିତାଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ - ୨୦୦୭ ସମ୍ବନ୍ଧରେ ସୂଚନା ।

  • ବ୍ୟାଙ୍କ ଚେକ୍ ସମ୍ବନ୍ଧୀୟ କିଛି ଜାଣିବା କଥା
  • ବ୍ୟାଙ୍କ ଚେକ୍ ଦେଣନେଣ ସମ୍ବନ୍ଧୀୟ ଜାଣିବା କଥା ଜରୁରୀ ।

  • ମହିଳାମାନଙ୍କ ସମ୍ପର୍କରେ କେତେକ ଆଇନ୍
  • ମହିଳା ମାନଙ୍କ ପାଇଁ କେତେକ କଡା ଆଇନ୍ ଓ କେତେକ ସ୍ଵତନ୍ତ୍ର ଆଇନ୍ ରହିଛି ।

  • ଯାନବାହନ ସମ୍ପର୍କିତ ଆଇନ୍
  • ଯାନବାହନ ଚଳାଇବା ପାଇଁ ସେହି ସମ୍ପର୍କିତ ଆଇନ୍ ।

  • ସ୍ଵାମୀ ସ୍ତ୍ରୀ କଳହ ଓ ତାର ସରଳ ସମାଧାନ
  • ସ୍ଵାମୀ ସ୍ତ୍ରୀ କଳହ ଓ ତାର ସରଳ ସମାଧାନ ସମ୍ବନ୍ଧିତ ସୂଚନା ।

  • ହିନ୍ଦୁ ଉତ୍ତରାଧିକାରୀ ସଂଶୋଧିତ ଆଇନ୍ ୨୦୦୫
  • ହିନ୍ଦୁ ଉତ୍ତରାଧିକାରୀ ସଂଶୋଧିତ ଆଇନ୍ ୨୦୦୫ ରେ ଝିଅମାନଙ୍କର ସମ୍ପତ୍ତିର ଅଧିକାର, ନାବାଳକମାନଙ୍କର ଅଭିଭାବକ, ପୋଷ୍ୟପୁତ୍ର ସମ୍ପର୍କିତ କେତେକ ଜରୁରୀ ଆଇନ୍ ସମ୍ବନ୍ଧରେ ସୂଚନା ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate