ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି
ସେଆର କରନ୍ତୁ

କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି

କୃଷି କ୍ଷେତ୍ର ରେ ବିଭିନ୍ନ ବ୍ୟକ୍ତି ର ସଫଳ କହାନୀ

ବାସି ଫୁଲରୁ ଯାଉବିକ ଖତ
କାନପୁର ବାସିନ୍ଦା ଦୁଇ ଯୁବକ ଅଙ୍କିତ ଓ କରନ୍ କିପରି ବାସି ଫୁଲରୁ ଯାଉବିକ ଖତ
କୃଷି କର୍ମଣ ପୁରଷ୍କାର
କୃଷି କର୍ମଣ ପୁରଷ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି
କୃଷି ପାଇଁ ଛାଡିଲେ କର୍ପୋରେଟ୍ ଚାକିରି
ବିନୋଦ କୁମାରଙ୍କ କାହାଣୀ ।
କୃଷି ଦେଇଛି ପରିଚୟ
ଗାଁ ସ୍କୁଲରେ ପାଠପଢୁଥିବା ବେଳେ ବାପା ସ୍ଵର୍ଗତ ଉଚ୍ଛବ ସିଠଙ୍କ ସହିତ ଜମିରେ ପାଣି ମଡାଇବାକୁ ଯାଉଥିଲେ । ଆଉ ସେ ଦଶମ ଶ୍ରେଣୀରୁ ପାଠପଢା ଛାଡିଲେ । ପ୍ରାୟ ୧୨ ବର୍ଷ ହେଲା ସେ କୃଷିକୁ ନିଜର ବୃତ୍ତି ଓ ବ୍ରତ ଭାବରେ ଆଦରି ନେଇଛନ୍ତି । ନିଜର ପୈତୃକ ଜମି ସହିତ କେତେକ ପଡୋଶିଙ୍କ ଜମିକୁ ସେ ଲିଜରେ ନେଇ ଶ୍ରୀ ପ୍ରଣାଳୀରେ ଧାନଚାଷ କରିବା ସହିତ ବିଭିନ୍ନ ପନିପରିବା ଚାଷ କରୁଛନ୍ତି ।
ପରିଶ୍ରମ କରିପାରିଲେ ହେଲା
ନିଜେ କିପରି ସ୍ୱାବଲମ୍ବୀ ହେବେ ।
ପ୍ରଥମେ ଆବଶ୍ୟକ ଦୃଢ ମନୋବଳ
ସ୍ୱାବଲମ୍ବୀ ହେବାର ଉପାୟ
ସ୍ଵପ୍ନ ଦେଖାଇଛି ସାହରପୁର
ଜଳକଷ୍ଟରେ ଏବେ ଆଉଟୁ ପାଉଟୁ ହେଉଛି ସାରା ଓଡିଶା । ପିଇବାପାଣି ମୁନ୍ଦାଏ ପାଇବାକୁ କେଉଁଠି ଲୋକଙ୍କୁ ଚୁଆ ଉପରେ ଭରସା କରିବାକୁ ପଡୁଛି ତ କେଉଁଠି ମାଇଲମାଇଲ ଦୂରକୁ ଯିବାକୁ ପଡୁଛି ।
ସ୍ଵରୋଜଗାରକ୍ଷମ ହେବା ଲାଗି ଲୋଡା ଦୃଢ ମନୋବଳ ଆଉ ପରିଶ୍ରମ
ବିଏ ପାସ ପରେ ରୋଜଗାର ଚିନ୍ତା ଘାରିଲା । ସେତେବେଳେ ତାଙ୍କ ଗାଁର କେତେଜଣ ଯୁବକ ବାହାର ରାଜ୍ୟକୁ ଯାଇ ରୋଜଗାର କରୁଥିଲେ । କିନ୍ତୁ ଗାଁରେ ରହି କିପରି ରୋଜଗାର କରିହେବ ସେକଥା ସେ ଭାବିଚାଲିଲେ ।
ପରିଶ୍ରମର ମୂଲ୍ୟ ରହିଛି
ମାଛ ଚାଷ ପାଇଁ ମନ ବଳାଇଲେ ଦେବେନ୍ଦ୍ର କଳାପାହାଡ ।
ଆଦିବାସୀ ମହିଳା ସଶକ୍ତିକରଣ
ଆଦିବାସୀ ମହିଳା ସଶକ୍ତିକରଣ କୁ ରାହା ଦେଖାଇଛି ପଣସକଠା ।
ନେବିଗତିଓଂ
Back to top